ଖୁବଶୀଘ୍ର ସୁଧୁରିବ ଭାରତୀୟ ଅର୍ଥନୀତି, ମାନ୍ଦାବସ୍ଥା ସାମୟିକ: ଆଇଏମ୍‌ଏଫ୍‌ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ସାମୟିକ ବୋଲି ଆଇଏମ୍‌ଏଫ୍‌ ମୁଖ୍ୟ କ୍ରୀଷ୍ଟାଲିନା ଜର୍ଜିଭା କହିଛନ୍ତି। ଏଥିସହ ସେ କହିଛନ୍ତି ଖୁବଶୀଘ୍ର ଅର୍ଥନୀତିକ ସ୍ଥିତି ସୁଧୁରିବା ଆରମ୍ଭ କରିବ। ୱାର୍ଲ୍ଡ ଇକୋନୋମିକ୍‌ ଫୋରମ୍‌ରେ ସେ ଏପରି କହିଛନ୍ତି। ସେ କହିଛନ୍ତି ୨୦୧୯ ମସିହା ଅକ୍ଟୋବରରେ ଅନୁଷ୍ଠିତ ୱାର୍ଲ୍ଡ ଇକୋନୋମିକ୍‌ ଆଉଟଲୁକ୍‌ ସମୟର ସ୍ଥିତି ତୁଳନାରେ ଜାନୁଆରୀ ୨୦୨୦ରେ ବିଶ୍ୱ ଭଲ ସ୍ଥିତିରେ ପହଞ୍ଚିଛି। ଏପରି ସକାରାତ୍ମକ ପରିବର୍ତ୍ତନର କାରଣ ସ୍ୱରୂପ ସେ କହିଛନ୍ତି ଚାଇନା ଏବଂ ଆମେରିକା […]

IMF

IMF

Subrat Kumar Nayak
  • Published: Friday, 24 January 2020
  • Updated: 24 January 2020, 07:01 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ସାମୟିକ ବୋଲି ଆଇଏମ୍‌ଏଫ୍‌ ମୁଖ୍ୟ କ୍ରୀଷ୍ଟାଲିନା ଜର୍ଜିଭା କହିଛନ୍ତି। ଏଥିସହ ସେ କହିଛନ୍ତି ଖୁବଶୀଘ୍ର ଅର୍ଥନୀତିକ ସ୍ଥିତି ସୁଧୁରିବା ଆରମ୍ଭ କରିବ। ୱାର୍ଲ୍ଡ ଇକୋନୋମିକ୍‌ ଫୋରମ୍‌ରେ ସେ ଏପରି କହିଛନ୍ତି।

ସେ କହିଛନ୍ତି ୨୦୧୯ ମସିହା ଅକ୍ଟୋବରରେ ଅନୁଷ୍ଠିତ ୱାର୍ଲ୍ଡ ଇକୋନୋମିକ୍‌ ଆଉଟଲୁକ୍‌ ସମୟର ସ୍ଥିତି ତୁଳନାରେ ଜାନୁଆରୀ ୨୦୨୦ରେ ବିଶ୍ୱ ଭଲ ସ୍ଥିତିରେ ପହଞ୍ଚିଛି। ଏପରି ସକାରାତ୍ମକ ପରିବର୍ତ୍ତନର କାରଣ ସ୍ୱରୂପ ସେ କହିଛନ୍ତି ଚାଇନା ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଥମିବା ଏବଂ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟିକ ଚୁକ୍ତି। ଏପରିକି ଟିକସ ହ୍ରାସ ମଧ୍ୟ ବିଶ୍ୱ ସ୍ତରରେ ଅର୍ଥନୀତି ପାଇଁ ଶୁଭଙ୍କର ହୋଇଛି। ତେବେ ୩.୩% ଅଭିବୃଦ୍ଧି ହାର ବିଶ୍ୱ ଅର୍ଥନୀତି ପାଇଁ ଏତେ ଭଲ ନୁହେଁ ବୋଲି ସେ କହିଛନ୍ତି।

ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ (ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି, ଏବେବି ଅଭିବୃଦ୍ଧି ଦୀମା ରହିଛି। ଆମେ ଚାହୁଁଛୁ ଆର୍ଥିକ ନୀତି ଆହୁରି ପ୍ରଭାବୀ ହେଉ। ଆମେ ଆହୁରି ଗଠନଗତ ସଂସ୍କାର ଚାହୁଁଛୁ ଏବଂ ଅର୍ଥନୀତି ଆହୁରି ଅଧିକ ଗତିଶୀଳ ହେଉ।

ସେ ଭାରତ ବାବଦରେ କହିଛନ୍ତି, “ଆମେ ଭାରତ ପରି ବୃହତ ଅର୍ଥନୀତିକ ବଜାରରେ ତଳମୁହାଁ ଅର୍ଥନୀତି ଦେଖିଛୁ, ଏହା ସାମୟିକ ବୋଲି ଆମର ବିଶ୍ୱାସ। ଆମେ ଆଶା କରୁଛୁ ଏହା ଆଗକୁ ସୁଧୁରିବ। ଏତଦ୍‌ବ୍ୟତୀତ ଇଣ୍ଡୋନେସିଆ ଏବଂ ଭିଏତନାମ ପରି ସ୍ଥାନରେ ସ୍ଥିତି ଉଜ୍ୱଳ ହେବାରେ ଲାଗିଛି।”

ସେ କହିଛନ୍ତି, କିଛି ଆଫ୍ରିକୀୟ ଦେଶ ବେଶ ଭଲ କରୁଛନ୍ତି। କିନ୍ତୁ ମେକ୍ସିକୋ ଭଳି କିଛି ଦେଶ ଏପରି କରିବାରେ ବିଫଳ ହୋଇଛନ୍ତି। ବିଶ୍ୱ ଅର୍ଥନୀତି ପାଇଁ ବିପଦ ବାବଦରେ ଆଇଏମ୍‌ଏଫ୍‌ ମୁଖ୍ୟ ଦୀର୍ଘକାଳୀନ ଉତ୍ପାଦନ ଏବଂ କମ୍‌ ମୁଦ୍ରାସ୍ପୀତି ଆଦିରେ ଦୁର୍ବଳତା ଆଦିକୁ ତାଲିକାଭୁକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story