ପାକିସ୍ତାନରେ ନାନ୍-ରୁଟିର ଦର ଆକାଶ ଛୁଆଁ, ଇମ୍ରାନ୍ ଖାନ୍ ନେଲେ ଏହି ନିଷ୍ପତ୍ତି

ଇସଲାମାବାଦ: ଦେବାଳିଆ ସ୍ଥିତିରେ ଥିବା ପାକିସ୍ତାନରେ ରୁଟି ପାଖରୁ ଆରମ୍ଭ କରି ସବୁ ଜିନିଷର ଦର ଆକାଶ ଛୁଆଁ। ଏଭଳି ସ୍ଥିତିରେ ରୁଟି ଏବଂ ତନ୍ଦୁରୀ ଖାଦ୍ୟ କିଭଳି ଶସ୍ତାରେ ମିଳିବ ସେ ନେଇ ଅଣ୍ଚା ଭିଡ଼ିଛନ୍ତି ଇମ୍ରାନ୍ ସରକାର। ତେଣୁ ତନ୍ଦୁରୀ ଖାଦ୍ୟ ଏବଂ ରୁଟି ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କୁ ରୋଷେଇ ଗ୍ୟାସ ଏବଂ ଅଟା ରିହାତି ଦରରେ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଘୋଷଣା କରିଛନ୍ତି। ଏବେ ପାକିସ୍ତାନରେ ନାନ୍ ଗୋଟିଏ […]

imran khan

imran khan

Subhransu Sekhar
  • Published: Thursday, 01 August 2019
  • Updated: 01 August 2019, 03:26 PM IST

Sports

Latest News

ଇସଲାମାବାଦ: ଦେବାଳିଆ ସ୍ଥିତିରେ ଥିବା ପାକିସ୍ତାନରେ ରୁଟି ପାଖରୁ ଆରମ୍ଭ କରି ସବୁ ଜିନିଷର ଦର ଆକାଶ ଛୁଆଁ। ଏଭଳି ସ୍ଥିତିରେ ରୁଟି ଏବଂ ତନ୍ଦୁରୀ ଖାଦ୍ୟ କିଭଳି ଶସ୍ତାରେ ମିଳିବ ସେ ନେଇ ଅଣ୍ଚା ଭିଡ଼ିଛନ୍ତି ଇମ୍ରାନ୍ ସରକାର। ତେଣୁ ତନ୍ଦୁରୀ ଖାଦ୍ୟ ଏବଂ ରୁଟି ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କୁ ରୋଷେଇ ଗ୍ୟାସ ଏବଂ ଅଟା ରିହାତି ଦରରେ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଘୋଷଣା କରିଛନ୍ତି।

ଏବେ ପାକିସ୍ତାନରେ ନାନ୍ ଗୋଟିଏ ୧୨ରୁ ୧୫ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ପଟେ ରୁଟିର ଦାମ ୧୦ରୁ ୧୨ ଟଙ୍କା ମଧ୍ୟରେ। ସରକାର ରୋଷେଇ ଗ୍ୟାସ ଏବଂ ଅଟା ରିହାତି ଦରରେ ଯୋଗାଇବା ପରେ ନାନର ଦର ୮ ରୁ ୧୦ ଟଙ୍କା ରହିବ ଏବଂ ରୁଟି ଦର ୭ ଟଙ୍କାରୁ ୮ ଟଙ୍କା ରହିବ। ଯାହା ପାକିସ୍ତାନରେ ପୁରୁଣା ଦର।

ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିଶେଷ ସହାୟକ ଡକ୍ଟର ଫିରଦୌସ ଆଶିକ ଅଓ୍ୱାନ କହିଛନ୍ତି ରୁଟି ଏବଂ ନାନର ଦର ଆକଶ ଛୁଆଁ ହେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅଧ୍ୟକ୍ଷତାରେ ବସିଥିବା ସଂଘୀୟ ମନ୍ତ୍ରିମଣ୍ଡଳ ବୈଠକରେ ରୋଷେଇ ଗ୍ୟାସ ଏବଂ ଅଟା ଦରକୁ ରିହାତି ଦରରେ ବ୍ୟବସାୟୀଙ୍କୁ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story