ଇମ୍ରାନଙ୍କ ସାକ୍ଷାତକାର, ଭାରତକୁ ନେଇ କହିଲେ ନିଜ ମନର କଥା

ବିଶକେକ୍: ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ଆଶା ବହୁତ୍ କମ୍। ତଥାପି ଭାରତ ସହ ଭଲ ସମ୍ପର୍କ ନେଇ ଆଶା ଛାଡ଼ି ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍। ଏସସିଓ ବୈଠକରେ ଯୋଗଦେବା ପୂର୍ବରୁ ଋଷିଆର ଖବର ସରବରାହ ସଂସ୍ଥା ସ୍ପଟନିକକୁ ଗତକାଲି ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଏହି ସାକ୍ଷାତକାରରେ ସେ ମୁଖ୍ୟତଃ ଭାରତ ସହ ତାଙ୍କ ଦେଶର ମତ ଓ ଆଭିମୁଖ୍ୟ କଣ ରହିଛି ସେ ବାବଦରେ ଇମରାନ ଖାନ […]

imran

imran

Subhransu Sekhar
  • Published: Friday, 14 June 2019
  • Updated: 14 June 2019, 09:09 AM IST

Sports

Latest News

ବିଶକେକ୍: ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ଆଶା ବହୁତ୍ କମ୍। ତଥାପି ଭାରତ ସହ ଭଲ ସମ୍ପର୍କ ନେଇ ଆଶା ଛାଡ଼ି ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍। ଏସସିଓ ବୈଠକରେ ଯୋଗଦେବା ପୂର୍ବରୁ ଋଷିଆର ଖବର ସରବରାହ ସଂସ୍ଥା ସ୍ପଟନିକକୁ ଗତକାଲି ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଏହି ସାକ୍ଷାତକାରରେ ସେ ମୁଖ୍ୟତଃ ଭାରତ ସହ ତାଙ୍କ ଦେଶର ମତ ଓ ଆଭିମୁଖ୍ୟ କଣ ରହିଛି ସେ ବାବଦରେ ଇମରାନ ଖାନ କହିଛନ୍ତି। ଏବେ ଉଭୟ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏସ୍‌ସିଓ ସମ୍ମିଳନୀ ଅବସରରେ କିର୍ଗିଜିସ୍ତାନର ରାଜଧାନୀ ବିଶକେକରେ ଅଛନ୍ତି।

ଇମ୍ରାନ କହିଛନ୍ତି, ଏସସିଓ ସମ୍ମିଳନୀରେ ତାଙ୍କ ଦେଶ ପାଇଁ ଏକ ସୁଯୋଗ ଆଣିଦେଇଛି। ଯେଉଁଠି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ନେଇ ନିଜର ମତ ରଖିବ ପାକିସ୍ତାନ। ଏବେ ଭାରତ ସହ ପାକିସ୍ତାନର ଦ୍ୱିପାକ୍ଷିକ ସମ୍ପର୍କ ସବୁଠୁ ଖରାପ ସ୍ଥିତିରେ ରହିଛି। ହେଲେ ଆଗାମୀ ଦିନରେ ମୋଦି ସରକାର ଦୁଇ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ କରିବା ପାଇଁ ଆଗେଇ ଆସିବେ ବୋଲି ସେ ଆଶା ରଖିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ତିନୋଟି ଯୁଦ୍ଧ ହୋଇଛି। ଏହାଦ୍ୱାରା ଦୁଇ ଦେଶର ଅନେକ କ୍ଷତି ହୋଇଛି ବୋଲି ସେ କହିଛନ୍ତି। ଏବେ ତାଙ୍କ ସରକାର ଅସ୍ତ୍ରଶସ୍ତ୍ର କିଣିବା ଅପେକ୍ଷା, ଦେଶର ଗରିବୀ ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ମୋଦି ସରକାର କଶ୍ମୀର ପ୍ରସଙ୍ଗରେ ଥିବା ବିବାଦର ସମାଧାନ କରିବେ ବୋଲି ସେ ଆଶା ରଖିଛନ୍ତି।
ଗତକାଲି ଚାଇନା ସହ ଭାରତ ଦ୍ୱିପାକ୍ଷିକ ଆଲୋଚନା କରି ଆତଙ୍କବାଦ ପ୍ରସଙ୍ଗକୁ ପୁଣି ଉଠାଇ ଇସଲାମାବାଦକୁ ଟାର୍ଗେଟ କରିଛି। ଏହି ଏସସିଓ ବୈଠକରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶର ମୁଖିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ହେଲେ ପାକିସ୍ତାନ ସହ କୌଣସି ବୈଠକ ହେବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ ସ୍ପଷ୍ଟ କରିଛି।ଦ୍ୱିତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ କଶ୍ମୀର ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି। ହେଲେ ଭାରତ ଏହାର ଜବାବ ଦେଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story