ଚଳିତ ବର୍ଷ ବିଦେଶକୁ ଉଡ଼ିବନି ବିମାନ, ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷ ବିଦେଶୀକୁ କୌଣସି ଯାତ୍ରୀବାହୀ ବିମାନ ଉଡ଼ାଣ କରିପାରିବ ନାହିଁ। ମହାମାରୀ କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଡିସେମ୍ବର ମାସ ପାଇଁ ଜାରି କରିଥିବା ଗାଇଡଲାଇନରେ ଆଜି ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବ ଗାଇଡଲାଇନ ଅନୁଯାୟୀ, ଡିସେମ୍ବର ୧ ପରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯିବ ବୋଲି କୁହାଯାଇଥିଲା। ହେଲେ ଆଜି ଏଥିରେ ସଂଶୋଧନ କରାଯାଇଛି। ଆସନ୍ତା ଡିସେମ୍ବର ୩୧ […]

fg

fg

Hemant Lenka
  • Published: Thursday, 26 November 2020
  • Updated: 26 November 2020, 01:34 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ବିଦେଶୀକୁ କୌଣସି ଯାତ୍ରୀବାହୀ ବିମାନ ଉଡ଼ାଣ କରିପାରିବ ନାହିଁ। ମହାମାରୀ କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଡିସେମ୍ବର ମାସ ପାଇଁ ଜାରି କରିଥିବା ଗାଇଡଲାଇନରେ ଆଜି ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ପୂର୍ବ ଗାଇଡଲାଇନ ଅନୁଯାୟୀ, ଡିସେମ୍ବର ୧ ପରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯିବ ବୋଲି କୁହାଯାଇଥିଲା। ହେଲେ ଆଜି ଏଥିରେ ସଂଶୋଧନ କରାଯାଇଛି। ଆସନ୍ତା ଡିସେମ୍ବର ୩୧ ଯାଏ ଭାରତରୁ ବିଦେଶୀକୁ କୌଣସି ପ୍ରକାରର ଅନ୍ତର୍ଜାତୀୟ ବିମାନ ଉଡ଼ିବ ନାହିଁ ବୋଲି କୁହାଯାଇଛି।

ଡିଜିସିଏ କହିଛି ଯେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ଡିସେମ୍ବର ୩୧ ଯାଏ ବନ୍ଦ ରଖାଯାଇଛି। ହେଲେ ସମୟ ଅନୁସାରେ କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ବିମାନ ସେବା ଆବଶ୍ୟକ ସ୍ଥଳରେ ଆରମ୍ଭ କରାଯାଇ ପାରିବ। ସେହିପରି ପୂର୍ବଭଳି ମାଲ ପରିବହନ ବିମାନଗୁଡ଼ିକ ଉପରେ କୌଣସି କଟକଣା ଲାଗୁ କରାଯିବ ନାହିଁ। ଏହି ବିମାନ ଗୁଡ଼ିକ ଅନ୍ତର୍ଜାତୀୟ ସେବା ଯୋଗାଇପାରିବେ।

ଡିସେମ୍ବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବାରୁ ଆସନ୍ତାବର୍ଷ ହିଁ ଲୋକେ ବିନା କୌଣସି କଟକଣାରେ ବିଦେଶ ଯାତ୍ରା କରିବାକୁ ଅନୁମତି ପାଇବେ ବୋଲି କୁହାଯାଉଛି। ଚଳିତ ବର୍ଷ ମାର୍ଚ୍ଚ ମାସରୁ କରୋନା ସଂକ୍ରମଣ ପାଇଁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖିଥିଲେ।

ତେବେ ମେ’ ମାସରୁ ବନ୍ଦେ ଭାରତ ମିଶନ ଜରିଆରେ ବିଭନ୍ନ ଦେଶରେ ଫସିଥିବା ଲୋକଙ୍କୁ ସ୍ୱଦେଶ ଫେରାଇ ଅଣାଯିବାର ବ୍ୟବସ୍ଥା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story