ଭାରତରେ ରହୁଥିବା ନିଜ ଦେଶର ନାଗରିକଙ୍କୁ ସତର୍କ କଲା ଆମେରିକା, ଆକ୍ରମଣ କରିପାରେ ଆଇଏସ୍ଆଇଏସ୍‌

ନୂଆଦିଲ୍ଲୀ: ଭାରତରେ କୌଣସି ବି ସମୟରେ ଆକ୍ରମଣ କରିପାରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ। ଏଥିପାଇଁ ସଜାଗ ରହିବାକୁ ଭାରତରେ ରହୁଥିବା ନିଜ ଦେଶର ନାଗରିକଙ୍କୁ ସତର୍କ କରିଛି ଆମେରିକା। ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକୀୟ ଦୂତବାସ ପକ୍ଷରୁ ଏନେଇ ଆଡଭାଇଜରି ଜାରି କରାଯାଇଛି। ଭାରତର ଧାର୍ମିକ ସ୍ଥଳ ଓ ଅନ୍ୟ ଯେଉଁସବୁ ସ୍ଥାନକୁ ପାଶ୍ଚାତ୍ୟ ଦେଶର ଲୋକମାନେ ଅଧିକ ସଂଖ୍ୟାରେ ଯିବାଆସିବା କରିଥାନ୍ତି ସେହି ସବୁ ସ୍ଥାନକୁ ଆଇଏସଆଇଏସ ଟାର୍ଗେଟ୍‌ରେ ରଖିଥିବା ସୂଚାଇ ଦେଇଛି ଆମେରିକା। ଏହାସହିତ ଜନଗହଳିପୂର୍ଣ୍ଣ […]

isis

isis

Rakesh Mallick
  • Published: Wednesday, 02 November 2016
  • Updated: 02 November 2016, 02:37 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କୌଣସି ବି ସମୟରେ ଆକ୍ରମଣ କରିପାରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ। ଏଥିପାଇଁ ସଜାଗ ରହିବାକୁ ଭାରତରେ ରହୁଥିବା ନିଜ ଦେଶର ନାଗରିକଙ୍କୁ ସତର୍କ କରିଛି ଆମେରିକା।

ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକୀୟ ଦୂତବାସ ପକ୍ଷରୁ ଏନେଇ ଆଡଭାଇଜରି ଜାରି କରାଯାଇଛି। ଭାରତର ଧାର୍ମିକ ସ୍ଥଳ ଓ ଅନ୍ୟ ଯେଉଁସବୁ ସ୍ଥାନକୁ ପାଶ୍ଚାତ୍ୟ ଦେଶର ଲୋକମାନେ ଅଧିକ ସଂଖ୍ୟାରେ ଯିବାଆସିବା କରିଥାନ୍ତି ସେହି ସବୁ ସ୍ଥାନକୁ ଆଇଏସଆଇଏସ ଟାର୍ଗେଟ୍‌ରେ ରଖିଥିବା ସୂଚାଇ ଦେଇଛି ଆମେରିକା। ଏହାସହିତ ଜନଗହଳିପୂର୍ଣ୍ଣ ବଜାର, ମଲ ଆଦି ସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story