ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୪,୮୭୯ ପଜିଟିଭ, ୪୮୭ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ସବୁ ରେକର୍ଡ ଭାଙ୍ଗି ଦେଇଛି। ୨୪ ଘଣ୍ଟାରେ ଭାରତର ପ୍ରାୟ ୨୫ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଦେଶରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ସେହିପରି ମୃତ୍ୟୁସଂଖ୍ୟା ବି ଆଜି ୨୧ ହଜାର ପାର କରି ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ରେକର୍ଡ ୨୪,୮୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ […]

dy

dy

Hemant Lenka
  • Published: Thursday, 09 July 2020
  • Updated: 09 July 2020, 10:42 AM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ସବୁ ରେକର୍ଡ ଭାଙ୍ଗି ଦେଇଛି। ୨୪ ଘଣ୍ଟାରେ ଭାରତର ପ୍ରାୟ ୨୫ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଦେଶରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ସେହିପରି ମୃତ୍ୟୁସଂଖ୍ୟା ବି ଆଜି ୨୧ ହଜାର ପାର କରି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ରେକର୍ଡ ୨୪,୮୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୬୭,୨୯୬କୁ ବୃଦ୍ଧି ପାଇଛି। ବୁଧବାର ଆଉ ୪୮୭ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଛନ୍ତି। ତେଣୁ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧,୧୧୯ରେ ପହଞ୍ଚି ଯାଇଛି।
ଏବେ ସୁଦ୍ଧା ୪,୭୬,୩୭୮ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୨,୬୯,୭୮୯ ଆକ୍ଟିଭ କେସ୍‌ ରହିଛି।

ମହାରାଷ୍ଟ୍ର ବି ବୁଧବାର କରୋନା ଚିହ୍ନଟରେ ରେକର୍ଡ କରିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ୬,୬୦୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୧୯୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୩,୭୨୪ ଓ ମୃତ୍ୟୁସଂଖ୍ୟା ୯୪୪୮ରେ ପହଞ୍ଚି ଯାଇଛି। ୧,୨୩,୧୯୨ ଜଣ ସୁସ୍ଥ ହୋଇଥିବା ବେଳେ ୯୧,୦୮୪ ଆକ୍ଟିଭ କେସ ରହିଛି।

ତାମିଲନାଡୁରେ ଆକ୍ରାନ୍ତ ହୋଇଥିବା ୧,୨୨,୩୫୦ ଜଣଙ୍କ ମଧ୍ୟରୁ ୧୭୦୦ ଲୋକ ପ୍ରାଣ ହରାଇଛନ୍ତି ଓ ୭୪,୧୬୭ ଜଣ ସୁସ୍ଥ ହୋଇଛନ୍ତି। ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ଦିଲ୍ଲୀରେ ଏଯାଏ କରୋନା ୩୨୧୩ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୧,୦୪,୮୬୪ ଜଣ ଆକ୍ରାନ୍ତ ହୋଇଛନ୍ତି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୨୬୪,ଅରୁଣାଚଳ ପ୍ରଦେଶରେ ୨, ଆସାମରେ ୧୬, ବିହାରରେ ୧୦୭, ଚଣ୍ଡିଗଡ଼ରେ ୭, ଛତିଶଗଡ଼ରେ ୧୪, ଗୋଆରେ ୮, ଗୁଜରାଟରେ ୧୯୯୩, ହରିଆଣାରେ ୨୮୨, ହିମାଚଳ ପ୍ରଦେଶରେ ୧୧, ଜମ୍ମୁ-କଶ୍ମୀରରେ ୧୪୯, ଝାରଖଣ୍ଡରେ ୨୨, କର୍ଣ୍ଣାଟକାରେ ୪୭୦, କେରଳରେ ୨୭, ଲଦାଖରେ ୧, ମଧ୍ୟପ୍ରଦେଶରେ ୬୨୯, ମେଘାଳୟରେ ୧, ଓଡ଼ିଶାରେ ୪୮, ପୁଡୁଚେରୀରେ ୧୪, ପଞ୍ଜାବ ୧୭୮, ରାଜସ୍ଥାନରେ ୪୮୨, ତେଲେଙ୍ଗାନାରେ ୩୨୪, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୪୬, ଉତ୍ତର ପ୍ରଦେଶରେ ୮୪୫ ଓ ପଶ୍ଚିମବଙ୍ଗରେ ୮୨୭ ଜଣ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story