ରେକର୍ଡ: ଦିନକରେ ୫୧ ହଜାରରୁ ଅଧିକ ସୁସ୍ଥ, ୫୨ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଆରୋଗ୍ୟ ହାର ଏବେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ସୋମବାର ୪୪ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଥିବା ବେଳେ ମଙ୍ଗଳବାରର ଆରୋଗ୍ୟ ସଂଖ୍ୟା ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ଗୋଟିଏ ଦିନରେ ୫୧ ହଜାରରୁ ଅଧିକ ଲୋକ ସୁସ୍ଥ ହେବା ଦେଶବାସୀଙ୍କୁ ଆଶ୍ୱସ୍ତ କରିଛି। ତେବେ ପୁଣି ୫୨ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ସେହିପରି ମୃତ୍ୟୁସଂଖ୍ୟା ବି ହୁହୁ ବଢ଼ିବାରେ ଲାଗିଛି। […]

y

y

Hemant Lenka
  • Published: Wednesday, 05 August 2020
  • Updated: 05 August 2020, 04:51 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଆରୋଗ୍ୟ ହାର ଏବେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ସୋମବାର ୪୪ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଥିବା ବେଳେ ମଙ୍ଗଳବାରର ଆରୋଗ୍ୟ ସଂଖ୍ୟା ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ଗୋଟିଏ ଦିନରେ ୫୧ ହଜାରରୁ ଅଧିକ ଲୋକ ସୁସ୍ଥ ହେବା ଦେଶବାସୀଙ୍କୁ ଆଶ୍ୱସ୍ତ କରିଛି।

ତେବେ ପୁଣି ୫୨ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ସେହିପରି ମୃତ୍ୟୁସଂଖ୍ୟା ବି ହୁହୁ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୦ ହଜାର ନିକଟରେ ପହଞ୍ଚି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୫୨,୭୭୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାର ଅର୍ଥ କ୍ରମାଗତ ୭ମ ଦିନ ପାଇଁ ଦେଶରେ ୫୦ ହଜାରରୁ ଅଧିକ ପଜିଟିଭ କେସ ସାମ୍ନାକୁ ଆସିଛି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯,୦୮,୨୫୪ରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ କରୋନା ୮୫୭ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୯,୭୯୫ ଛୁଇଁଛି।

ତେବେ ଦେଶରେ ଆରୋଗ୍ୟ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଦେଶରେ ୫୧,୭୦୬ ଜଣ କରୋନା ସହ ଲଢ଼େଇ କରି ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨,୮୨,୨୧୫କୁ ବୃଦ୍ଧି ପାଇଛି। ଏହାର ଅର୍ଥ ଦେଶରେ ଆରୋଗ୍ୟ ହାର ୬୬.୩୧ ରହିଛି। ବର୍ତ୍ତମାନ ଦେଶରେ ୫,୮୬,୨୪୪ ଆକ୍ଟିଭ କେସ ରହିଛି।

ଅନ୍ୟପକ୍ଷରେ ଆଇସିଏମଆରର ସୂଚନା ଅନୁଯାୟୀ, ଅଗଷ୍ଟ ୪ ତାରିଖ ମଧ୍ୟରାତ୍ର ସୁଦ୍ଧା ଦେଶରେ ମୋଟ ୨,୧୪,୮୪,୪୦୨ ନମୁନା ପରୀକ୍ଷା ହୋଇଛି। କେବଳ ମଙ୍ଗଳବାର ୬,୧୯,୬୫୨ଟି ନମୁନା ପରୀକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story