ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ପାର

ନୂଆଦିଲ୍ଲୀ: ପ୍ରତିଦିନ କରୋନା ଭାଇରସ ଦେଶରେ ବେକାବୁ ହେବାରେ ଲାଗିଛି। କରୋନା ସଂକ୍ରମଣ ଏବେ ପୂର୍ବଦିନର ରେକର୍ଡ ଭାଙ୍ଗୁଛି। ଆଜି ପୁଣି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ କରୋନା ୧୩,୫୮୬ ଜଣଙ୍କୁ ସଂକ୍ରମିତ କରିଥିବା ବେଳେ ୩୩୬ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୮୦,୫୩୨କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା ୧୨ ହଜାର ୫୭୩ ଛୁଇଁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା […]

ty

ty

Hemant Lenka
  • Published: Friday, 19 June 2020
  • Updated: 19 June 2020, 10:28 AM IST

Sports

Latest News

ନୂଆଦିଲ୍ଲୀ: ପ୍ରତିଦିନ କରୋନା ଭାଇରସ ଦେଶରେ ବେକାବୁ ହେବାରେ ଲାଗିଛି। କରୋନା ସଂକ୍ରମଣ ଏବେ ପୂର୍ବଦିନର ରେକର୍ଡ ଭାଙ୍ଗୁଛି। ଆଜି ପୁଣି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ କରୋନା ୧୩,୫୮୬ ଜଣଙ୍କୁ ସଂକ୍ରମିତ କରିଥିବା ବେଳେ ୩୩୬ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୮୦,୫୩୨କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା ୧୨ ହଜାର ୫୭୩ ଛୁଇଁଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରଥମଥର ପାଇଁ ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ପାର କରିଛି। ମୋଟ ୩,୮୦,୬୩୨ ଜଣଙ୍କ ମଧ୍ୟରୁ ୨,୦୪,୭୧୧ ଜଣ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୧,୬୩,୨୪୮ ଜଣ ଚିକିତ୍ସିତ ହେଉଛନ୍ତି।

କରୋନା ଯୋଗୁ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୨୦ ହଜାର ଡେଇଁଛି। ମୁମ୍ବାଇ ସ୍ଥିତି ପୂର୍ବଭଳି ଜଟିଳ ରହିଛି। ରାଜ୍ୟରେ ମୋଟ ୧,୨୦,୫୦୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୬୦,୮୩୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୫୭୫୨ ଜଣ ପ୍ରାଣ ହରାଇଛନ୍ତି। ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୧୩ଶହରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ତାମିଲନାଡୁରେ ମୋଟ ୫୨,୩୩୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬୨୫ ଜଣଙ୍କ ମୃତ୍ୟୁ ଘଟିଛି। ୨୮,୬୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦିଲ୍ଲୀ ସ୍ଥିତି ମଧ୍ୟ ସଂଗୀନ ରହିଛି। ୨୪ ଘଣ୍ଟାରେ ପୁଣି ରେକର୍ଡ ସଂଖ୍ୟକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଠାରେ ଆକ୍ରାନ୍ତ ହୋଇଥିବା ୪୯,୯୭୯ ଜଣଙ୍କ ମଧ୍ୟରୁ ୧୯୬୯ ଜଣଙ୍କ ମୃତ୍ୟୁ ଘଟିଛି। ୨୧,୩୪୧ ଜଣ ସୁସ୍ଥ ହୋଇଥିବା ବେଳେ ୨୬,୬୬୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୯୨, ଆସାମରେ ୯, ବିହାରରେ ୪୪, ଚଣ୍ଡିଗଡ଼ରେ ୬, ଛତିଶଗଡ଼ରେ ୧୦, ଗୁଜରାଟରେ ୧୫୯୧, ହରିଆଣାରେ ୧୩୪, ହିମାଚଳ ପ୍ରଦେଶରେ ୮, ଜମ୍ମୁ-କଶ୍ମୀରରେ ୭୧, ଝାରଖଣ୍ଡରେ ୧୧, କର୍ଣ୍ଣାଟକାରେ ୧୧୪, କେରଳରେ ୨୧, ଲଦାଖରେ ୧, ମଧ୍ୟପ୍ରଦେଶରେ ୪୮୬, ମେଘାଳୟରେ ୧, ଓଡ଼ିଶାରେ ୧୧, ପୁଡୁଚେରୀରେ ୭, ପଞ୍ଜାବରେ ୮୩, ରାଜସ୍ଥାନରେ ୩୨୩, ତେଲେଙ୍ଗାନାରେ ୧୯୫, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୨୬, ଉତ୍ତର ପ୍ରଦେଶରେ ୪୬୫ ଓ ପଶ୍ଚିମବଙ୍ଗରେ ୫୧୮ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story