ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ୍‌ କୋଅପରେସନ୍‌ ଉପରେ ବର୍ଷିଲା ଭାରତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଉପରେ ମତ ଦେଇଥିବା ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ୍‌ କୋଅପରେସନ୍‌କୁ କଡ଼ା ସମାଲୋଚନା କରିଛି ଭାରତ। ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସେମାନଙ୍କ ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ ଏବଂ ମିସଲିଡିଂ। ଏହା ପୂର୍ବରୁ ଓଆଇସି ପକ୍ଷରୁ ଦିଲ୍ଲୀର ହିଂସାକୁ ‘ମୁସଲିମ୍‌ ବିରୋଧୀ’ ବୋଲି କୁହାଯାଇଥିଲା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଓଆଇସିର ମନ୍ତବ୍ୟ ତଥ୍ୟଗତ ଭାବେ ତ୍ରୁଟିପୂର୍ଣ୍ଣ, ସିଲେକ୍ଟିଭ୍‌ ଏବଂ ମିସଲଡିଂ। ଶାନ୍ତି ଫେରାଇ ଆଣିବା ପାଇଁ […]

Raveesh-Kumar-mea

Raveesh-Kumar-mea

Subrat Kumar Nayak
  • Published: Thursday, 27 February 2020
  • Updated: 27 February 2020, 06:32 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଉପରେ ମତ ଦେଇଥିବା ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ୍‌ କୋଅପରେସନ୍‌କୁ କଡ଼ା ସମାଲୋଚନା କରିଛି ଭାରତ। ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସେମାନଙ୍କ ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ ଏବଂ ମିସଲିଡିଂ। ଏହା ପୂର୍ବରୁ ଓଆଇସି ପକ୍ଷରୁ ଦିଲ୍ଲୀର ହିଂସାକୁ ‘ମୁସଲିମ୍‌ ବିରୋଧୀ’ ବୋଲି କୁହାଯାଇଥିଲା।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଓଆଇସିର ମନ୍ତବ୍ୟ ତଥ୍ୟଗତ ଭାବେ ତ୍ରୁଟିପୂର୍ଣ୍ଣ, ସିଲେକ୍ଟିଭ୍‌ ଏବଂ ମିସଲଡିଂ। ଶାନ୍ତି ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉଛି। ଆମେ ଅନୁରୋଧ କରୁଛୁ ଅନୁଷ୍ଠାନମାନେ ଏଭଳି ମନ୍ତବ୍ୟ ନ ଦିଅନ୍ତୁ।”

ଓଆଇସି ପକ୍ଷରୁ କୁହାଯାଇଥିଲା, “ନିକଟରେ ଭାରତରେ ମୁସଲିମ୍‌ଙ୍କ ବିରୋଧରେ ସଂଘଟିତ ଭୟଙ୍କର ହିଂସାରେ ବହୁ ନୀରିହଙ୍କ ଜୀବନ ଯିବା ସହ ମସଜିଦ୍‌ ଭଙ୍ଗାରୁଜା ହୋଇଛି ଏବଂ ମୁସଲିମ୍‌ଙ୍କ ସମ୍ପତ୍ତି ନଷ୍ଟ କରାଯାଇଛି। ଏଭଳି ଘୃଣ୍ୟ କାର୍ଯ୍ୟର ନିନ୍ଦା କରାଯିବା ସହ ପୀଡ଼ିତଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ।”

ଏଥିରେ ଆହୁରି ମଧ୍ୟ କୁହାଯାଇଥିଲା, “ଭାରତୀୟ ପ୍ରଶାସନ ଏହି ମୁସଲିମ୍‌ ବିରୋଧୀ ହିଂସାର ଷଡ଼ଯନ୍ତ୍ରକାରୀ ଏବଂ ଉତ୍ତେଜନାସୃଷ୍ଟିକାରୀଙ୍କୁ କାଠଗଡ଼ାକୁ ଆଣନ୍ତୁ ଏବଂ ମୁସଲିମ୍‌ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ। ସାରା ଦେଶରେ ମୁସଲିମ୍‌ଙ୍କ ପବିତ୍ର ସ୍ଥାନଗୁଡ଼ିକର ସୁରକ୍ଷା ଦିଅନ୍ତୁ।”

ଏହାର ପ୍ରତିକ୍ରିୟାରେ ଭାରତ ପକ୍ଷରୁ କୁହାଯାଇଛି, “କ’ଣ ପାଇଁ ଏମିତି ହେଲା, କ’ଣ ଘଟିଲା ସବୁକିଛି ତଦନ୍ତ ଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତଦନ୍ତକାରୀ ସଂସ୍ଥା ତାଙ୍କ କାମ ଜାରି ରଖିଛନ୍ତି। ସୁରକ୍ଷା ସଂସ୍ଥା ଶାନ୍ତି ଫେରାଇ ଆଣିବାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story