ଇଂରାଜୀ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଉ ୧୦ ଗିରଫ

ଲକ୍ଷ୍ନୌ: ୟୁପି ବୋର୍ଡ଼ ପରୀକ୍ଷାରେ ହୋଇଥିବା ବିଭ୍ରାଟର ତଦନ୍ତ ଜାରି ରଖିଥିବା ସ୍ପେସି୍ଆଲ ଟାସ୍କଫୋର୍ସ ଏବଂ ବାଲିଆ ପୁଲିସ  ଆଉ ୧୦ ଜଣଙ୍କୁ ଗିରଫ କରିଛି।  ୟୁପି ବୋର୍ଡ଼ ପରୀକ୍ଷାରେ ଦ୍ୱାଦଶ ଶ୍ରେଣୀରେ ଇଂରାଜୀ ବିଷୟରେ ପ୍ରଶ୍ନପତ୍ର ଲିକ ହୋଇଥିଲା।  ମାର୍ଚ୍ଚ ୩୦ ତାରିଖରେ ୟୁପିର ବାଲିଆ ଜିଲ୍ଲାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଫଳରେ ୨୪ଟି ଜିଲ୍ଲାରେ ପରୀକ୍ଷାକୁ ବାତିଲ କରାଯାଇ ଥିଲା। ତେବେ ପରବର୍ତ୍ତୀ ପରୀକ୍ଷା ଆସନ୍ତା ଏପ୍ରିଲ ୧୩ ତାରିଖରେ ହେବାକୁ ଧାର୍ଯ୍ୟ କରାଯାଇଛି। […]

exam

exam

Tapas Behera
  • Published: Saturday, 02 April 2022
  • Updated: 02 April 2022, 11:28 AM IST

Sports

Latest News

ଲକ୍ଷ୍ନୌ: ୟୁପି ବୋର୍ଡ଼ ପରୀକ୍ଷାରେ ହୋଇଥିବା ବିଭ୍ରାଟର ତଦନ୍ତ ଜାରି ରଖିଥିବା ସ୍ପେସି୍ଆଲ ଟାସ୍କଫୋର୍ସ ଏବଂ ବାଲିଆ ପୁଲିସ  ଆଉ ୧୦ ଜଣଙ୍କୁ ଗିରଫ କରିଛି।  ୟୁପି ବୋର୍ଡ଼ ପରୀକ୍ଷାରେ ଦ୍ୱାଦଶ ଶ୍ରେଣୀରେ ଇଂରାଜୀ ବିଷୟରେ ପ୍ରଶ୍ନପତ୍ର ଲିକ ହୋଇଥିଲା।  ମାର୍ଚ୍ଚ ୩୦ ତାରିଖରେ ୟୁପିର ବାଲିଆ ଜିଲ୍ଲାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଫଳରେ ୨୪ଟି ଜିଲ୍ଲାରେ ପରୀକ୍ଷାକୁ ବାତିଲ କରାଯାଇ ଥିଲା।

ତେବେ ପରବର୍ତ୍ତୀ ପରୀକ୍ଷା ଆସନ୍ତା ଏପ୍ରିଲ ୧୩ ତାରିଖରେ ହେବାକୁ ଧାର୍ଯ୍ୟ କରାଯାଇଛି। ଭିମପୁରା ପୁଲିସ ଷ୍ଟେସନ ଅନ୍ତର୍ଗତ ବାଲିଆ ଏରିଆରେ ଥିବା ମହାରାଜା ଦେବୀ ଇଣ୍ଟର କଲେଜରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଏହି ଘଟଣାରେ ପୁଲିସ ୨ଟି ସ୍କୁଲର ମ୍ୟାନେଜର,  ଜଣେ ଶିକ୍ଷକ ଏବଂ ୩ ଜଣ କର୍ମଚାରୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି।

ପ୍ରଶ୍ନପତ୍ର ଥିବା ପ୍ୟାକେଟ ଖୋଲି ପ୍ରଶ୍ନପତ୍ର ଲିକ୍ କରିବାରେ ‌ଏମାନେ କାର୍ପଟଦାର ଥିବା ପୁଲିସ ଜାଣିବାକୁ ପାଇଛି। ଟେମ୍ବର ପ୍ରୁଫ୍‌ ସହ ଉକ୍ତ ପ୍ୟକେଟରେ ଥିବା ସ୍କୁଲର ଏବଂ ବିଷୟର ନାମ ହଟାଯାଇ ଏହାକୁ କାଟି ଇଂରାଜୀ ପେପର ଲିକ୍‌ କରାଯାଇଥିଲା । ପୂର୍ବରୁ ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରାଯାଥିଲା ବେଳେ ଏବେ ଆଉ ୧୦ ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story