କାଶୀ ବିଶ୍ୱନାଥ କର୍ମଚାରୀଙ୍କୁ  ଝୋଟର ଜୋତା ଉପହାର ଦେଲେ ମୋଦି

ବାରାଣସୀ: ଉପହାର ପଠାଇଲେ ମୋଦି। କାଶୀ ବିଶ୍ୱନାଥ ଧାମର କର୍ମଚାରୀଙ୍କ ପାଇଁ ପାଇଁ ୧୦୦ ଯୋଡ଼ା ଝୋଟ ତିଆରି ଜୋତା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଲୋକସଭା ନିର୍ବାଚନମଣ୍ଡଳୀ ବାରାଣାସିର କାଶୀବିଶ୍ୱନାଥ କରିଡରକୁ ଉଦ୍‌ଘାଟନ ପାଇଁ ଆସିଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଖାଲି ପାଦରେ କାମ କରୁଥିବା ମୋଦିଙ୍କ ନଜରରେ ପଡ଼ିଥିଲା। କାରଣ ଚମଡ଼ା ଚପଲ ମନ୍ଦିରକୁ ପ୍ରବେଶ […]

uio

uio

Tapas Behera
  • Published: Monday, 10 January 2022
  • Updated: 10 January 2022, 04:17 PM IST

Sports

Latest News

ବାରାଣସୀ: ଉପହାର ପଠାଇଲେ ମୋଦି। କାଶୀ ବିଶ୍ୱନାଥ ଧାମର କର୍ମଚାରୀଙ୍କ ପାଇଁ ପାଇଁ ୧୦୦ ଯୋଡ଼ା ଝୋଟ ତିଆରି ଜୋତା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଲୋକସଭା ନିର୍ବାଚନମଣ୍ଡଳୀ ବାରାଣାସିର କାଶୀବିଶ୍ୱନାଥ କରିଡରକୁ ଉଦ୍‌ଘାଟନ ପାଇଁ ଆସିଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ

ଖାଲି ପାଦରେ କାମ କରୁଥିବା ମୋଦିଙ୍କ ନଜରରେ ପଡ଼ିଥିଲା। କାରଣ ଚମଡ଼ା ଚପଲ ମନ୍ଦିରକୁ ପ୍ରବେଶ ବାରଣ ରହିଛି । ମନ୍ଦିର ସଫେଇ ଠାରୁ ଆରମ୍ଭ କରି ସୁରକ୍ଷା ଏମିତି ବିଭିନ୍ନ ପ୍ରକାର ସେବା କାର୍ଯ୍ୟ ରହିଛି। ତେଣୁ ଏଠାରେ ମନ୍ଦିରର ବିଭିନ୍ନ ଦୈନନ୍ଦିନ କାର୍ଯ୍ୟ ପାଇଁ ଅନେକ କର୍ମଚାରୀ ନିୟୋଜିତ ଅଛନ୍ତି। ହେଲେ ସମ୍ପୃକ୍ତ କର୍ମଚାମାନେ ମନ୍ଦିର ନିୟମକୁ ସମ୍ମାନ ଦେଇ ବିନା ଜୋତାରେ କାର୍ଯ୍ୟ କରିଥାନ୍ତି। ଏମାନଙ୍କ

ଦୁଃଖକୁ ହୃଦୟଙ୍ଗମ କରି ମୋଦି ସେମାନଙ୍କ ପାଇଁ ୧୦୦ ଯୋଡ଼ା ଝୋଟ ତିଆରି ଜୋତା ପଠାଇଛନ୍ତି। ଖରାତରାରେ କାମ କରୁଥିବା ଏହି ଶ୍ରମିକମାନଙ୍କୁ ମୋଦିଙ୍କ ଉପହାର ଯନ୍ତ୍ରଣାରୁ ମୁକ୍ତି ଦେବ। ତେବେ ଏହି ଉପହାର ପାଇବା ପରେ କର୍ମଚାରମାନେ ଖୁସିବ୍ୟକ୍ତ କରିଛନ୍ତି । ଶ୍ରମିକଙ୍କ ଦୁଃଖ ବୁଝିବା ଲାଗି ପ୍ରୟାସ କରିଥିବାରୁ ମୋଦିଙ୍କର ଏହା ମହାନତା ବୋଲି ମତ ପ୍ରକାଶ ପାଇଛି । ଗତ ମାସରେ ବାରାଣସୀକୁ ଦୁଇ ଦିନିଆ ପରିଦର୍ଶନରେ ଆସିଥିଲେ ମୋଦି। ଏହି ଅବସରରେ କାଶୀ ବିଶ୍ୱନାଥ କରିଡର ଉଦ୍‌ଘାଟନ କରିଥିଲେ ମୋଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story