ସରକାର ଓ ବିରୋଧୀଙ୍କ ହଙ୍ଗାମା: ସଂସଦ ଅଚଳ ପାଇଁ ଲୋକଙ୍କ ୧୩୩ କୋଟି ଟଙ୍କା ନଷ୍ଟ!

ନୂଆଦିଲ୍ଲୀ: ଚଳିତ ମୌସୁମୀ ଅଧିବେଶରେ ପେଗାସସ୍‌ ଓ ଚାଷୀଙ୍କ ପ୍ରସଙ୍ଗକୁ ନେଇ ଜାରି ରହିଥିବା ହଙ୍ଗାମା ଯୋଗୁ ସାଧାରଣ ଲୋକଙ୍କ ଟିକସ ଅର୍ଥ ବରବାଦ ହେବାରେ ଲାଗିଛି। ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲେ ହେଁ ଗୃହ କାର୍ଯ୍ୟ ଗୋଟିଏ ଦିନ ବି ସ୍ୱାଭାବିକ ଭାବେ ଚାଲି ପାରିନାହିଁ। ସରକାର ଓ ବିରୋଧୀଙ୍କ ହଙ୍ଗାମା ଯୋଗୁ ସାଧାରଣ ଲୋକଙ୍କ ୧୩୩ କୋଟିରୁ ଅଧିକ ଟଙ୍କା ନଷ୍ଟ ହେଲାଣି। ସରକାରୀ ସୂତ୍ରରୁ ଏପରି ତଥ୍ୟ ମିଳିଛି। ଜୁଲାଇ […]

Pegasus

Pegasus

Hemant Lenka
  • Published: Saturday, 31 July 2021
  • Updated: 31 July 2021, 09:22 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ମୌସୁମୀ ଅଧିବେଶରେ ପେଗାସସ୍‌ ଓ ଚାଷୀଙ୍କ ପ୍ରସଙ୍ଗକୁ ନେଇ ଜାରି ରହିଥିବା ହଙ୍ଗାମା ଯୋଗୁ ସାଧାରଣ ଲୋକଙ୍କ ଟିକସ ଅର୍ଥ ବରବାଦ ହେବାରେ ଲାଗିଛି। ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲେ ହେଁ ଗୃହ କାର୍ଯ୍ୟ ଗୋଟିଏ ଦିନ ବି ସ୍ୱାଭାବିକ ଭାବେ ଚାଲି ପାରିନାହିଁ।

ସରକାର ଓ ବିରୋଧୀଙ୍କ ହଙ୍ଗାମା ଯୋଗୁ ସାଧାରଣ ଲୋକଙ୍କ ୧୩୩ କୋଟିରୁ ଅଧିକ ଟଙ୍କା ନଷ୍ଟ ହେଲାଣି। ସରକାରୀ ସୂତ୍ରରୁ ଏପରି ତଥ୍ୟ ମିଳିଛି। ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ସଂସଦ ଅଧିବେଶନର ପ୍ରଥମ ଦିନରୁ ବିରୋଧୀ ଦଳ ପେଗାସସ୍‌ ଗୁଇନ୍ଦାଗିରି ରିପୋର୍ଟ ଉପରେ ଆଲୋଚନା କରିବାକୁ ଦାବି କରୁଛନ୍ତି। ସେହିପରି ସେମାନେ ପୂରା ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରା କରିବାକୁ ଚାହୁଁଛନ୍ତି।

ହେଲେ ସରକାର ଏହି ପେଗାସସ୍‌ ରିପୋର୍ଟକୁ ଗୁରୁତ୍ୱହୀନ ବୋଲି କହିବା ସହ ସଂସଦରେ ଏହାର ଆଲୋଚନା କରିବାର ଆବଶ୍ୟକ ନାହିଁ ବୋଲି ମତ ଦେଇ ଚାଲିଛନ୍ତି। ଏହି ପେଗାସସ୍‌ ସ୍ପାଇୱେୟାର ଦ୍ୱାରା ବିରୋଧୀଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକଙ୍କ ମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ନେଇ ସଂସଦ ଭିତରେ ଓ ବାହାରେ ତମ୍ବିତୋଫାନ ଲାଗି ରହିଛି।

ଆଜି ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୯ ତାରିଖରୁ ଆରମ୍ଭ ହୋଇଥିବା ଲୋକସଭା ସ୍ୱାଭାବିକ ଭାବେ ଇତି ମଧ୍ୟରେ ୫୪ ଘଣ୍ଟା କାର୍ଯ୍ୟ ହେବା କଥା। କିନ୍ତୁ ଗୃହ ମାତ୍ର ୭ ଘଣ୍ଟା ଚାଲି ପାରିଛି। ସେହିପରି ରାଜ୍ୟସଭାର କାର୍ଯ୍ୟକାଳ ୫୩ ଘଣ୍ଟା ଚାଲିବାକୁ ଥିବା ବେଳେ କେବଳ ୧୧ ଘଣ୍ଟା ସ୍ୱାଭାବିକ ଭାବେ ଚାଲି ପାରିଛି।

ସଂସଦ ଉଭୟ ସଂସଦ ୧୦୭ ଘଣ୍ଟା ବଦଳରେ କେବଳ ୧୮ ଘଣ୍ଟା କାର୍ଯ୍ୟ କରିଛନ୍ତି। ସଦନର ୮୯ ଘଣ୍ଟା ସମୟ ବିରୋଧୀ ଓ ସରକାରଙ୍କ ହଙ୍ଗାମା ଯୋଗୁ ନଷ୍ଟ ହୋଇଛି। ଏହାର ଅର୍ଥ ଗୃହ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଟିକସ ଦାତାଙ୍କ ୧୩୩ କୋଟିରୁ ଅଧିକ ଟଙ୍କା ପାଣିରେ ପଡ଼ିଛି। ଗୃହ କାର୍ଯ୍ୟ ଚାଲି ପାରୁ ନଥିବା ଏହି ଟଙ୍କାର ଉଚିତ ବ୍ୟବହାର ହୋଇ ପାରୁ ନଥିବା ସରକାରୀ ସୂତ୍ରରେ କୁହାଯାଇଛି।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଜାଣିଶୁଣି ଗୃହ କାର୍ଯ୍ୟକୁ ଚାଲିବାକୁ ଦେଉ ନଥିବା ବିଜେପି ସାଂସଦମାନଙ୍କୁ କହିଥିଲେ। ଏଥିସହ କଂଗ୍ରେସର ଅସଲ ଚେହେରା ଲୋକଙ୍କ ଆଗରେ ପର୍ଦ୍ଦାଫାସ କରିବାକୁ ମଧ୍ୟ ସେ ଦଳୀୟ ସାଂସଦଙ୍କୁ ପରାମର୍ଶ ଦେଇଥିଲେ। ଏହାର ୪ ଦିନ ପରେ ସରକାରୀ ସୂତ୍ରରୁ ଏପରି ତଥ୍ୟ ହସ୍ତଗତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story