ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ ସାମ୍ବାଦିକ

ଶ୍ରୀନଗର: ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା। ଏନ୍‌କାଉଣ୍ଟରରେ ଟଳିଲେ ଦୁଇ ଲସ୍କର-ଏ-ତୋଇବା ଆତଙ୍କବାଦୀ। ଶ୍ରୀନଗରର ରୈନୱାଡି ଅଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରରେ ଏହି ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁହେଁ ଅନେକ ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲେ। ତେବେ ନିହତ ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ରଇସ୍ ଅହମ୍ମଦ ଭଟ୍ଟ ପୂର୍ବରୁ ଜଣେ ସାମ୍ବାଦିକ ଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ଜମ୍ମୁ କଶ୍ମୀର ପୁଲିସ ମହାନୀରିକ୍ଷକ ଟ୍ୱିଟ୍‌ କରି […]

Encounter

Encounter

Madhupriya Mistry
  • Published: Wednesday, 30 March 2022
  • Updated: 30 March 2022, 11:28 AM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା। ଏନ୍‌କାଉଣ୍ଟରରେ ଟଳିଲେ ଦୁଇ ଲସ୍କର-ଏ-ତୋଇବା ଆତଙ୍କବାଦୀ। ଶ୍ରୀନଗରର ରୈନୱାଡି ଅଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରରେ ଏହି ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁହେଁ ଅନେକ ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲେ। ତେବେ ନିହତ ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ରଇସ୍ ଅହମ୍ମଦ ଭଟ୍ଟ ପୂର୍ବରୁ ଜଣେ ସାମ୍ବାଦିକ ଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

ଜମ୍ମୁ କଶ୍ମୀର ପୁଲିସ ମହାନୀରିକ୍ଷକ ଟ୍ୱିଟ୍‌ କରି କହିଛନ୍ତି, ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଦୁଇ ଜଣ ଲସ୍କର ଓ ଟିଆର୍‌ଏଫ୍‌ର ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ନିକଟରୁ ସାମ୍ବାଦିକର ପରିଚୟ ପତ୍ର ମିଳିଛି। ପୂର୍ବରୁ ସାମ୍ବାଦିକ ଥିବା ଏହି ବ୍ୟକ୍ତି ଜଣକ ଆତଙ୍କବାଦୀ ପାଲଟିବା ପରେ ମିଡିଆର ଦୂରୁପଯୋଗ କରୁଥିବା ପୁଲିସ କହିଛି।

ଆତଙ୍କବାଦୀ ରଇସ୍ ଅହମ୍ମଦ ଭଟ୍ଟ ଅନନ୍ତନାଗରେ ‘ଭ୍ୟାଲି ନ୍ୟୁଜ୍ ସର୍ଭିସ୍’ ନାମକ ଏକ ୱେବ ପୋର୍ଟାଲ ଖୋଲିଥିଲା। ଏହି ନ୍ୟୁଜ୍ ପୋର୍ଟାଲର ସେ ସମ୍ପାଦକ ମଧ୍ୟ ଥିଲା। ତା’ ପାଖରୁ ଏକ ପ୍ରେସ୍ କାର୍ଡ ମିଳିଛି। ମିଳିଥିବା ସୂଚନା ଅନୁସାରେ ରଇସ୍ ଗତବର୍ଷ ଅଗଷ୍ଟ ମାସରେ ଲସ୍କର-ଏ-ତୋଇବାର ଆତଙ୍କୀ ସଙ୍ଗଠନରେ ସାମିଲ୍ ହୋଇଥିଲା। ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ରଇସ୍ ନାଁରେ ପୂର୍ବରୁ ଦୁଇଟି ମାମଲା ଥିଲା। ତେଣୁ ଜମ୍ମୁ-କଶ୍ମୀର ପୁଲିସ ତାକୁ ଆତଙ୍କବାଦୀ ତାଲିକାର ‘ସି’ ବର୍ଗରେ ସାମିଲ୍ କରିଥିଲା।

ଘାଟିରେ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ସୁରକ୍ଷାକର୍ମୀଙ୍କ ତରଫରୁ ଜୋରସାର ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଏହି କ୍ରମରେ ଆଜି ସକାଳେ ଶ୍ରୀନରଗ ରୈନବାଡି ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଏହି ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ନିକଟରୁ ବିପୁଳ ଗୁଳିଗୋଳା ମଧ୍ୟ ଜବତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story