ମୋଦିଙ୍କ ୨୦ ବର୍ଷ ରାଜ୍‌ ...ଲକି ଡେ’ ଅକ୍ଟୋବର ୭

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଐତିହାସିକ ଦିନ। ଠିକ୍ ୨୦ ବର୍ଷ ପୂର୍ବେ ୭ ଅକ୍ଟୋବର ୨୦୦୧ରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଉ ଜଣେ ରାଜନେତା ଭାବେ ସାମ୍ବିଧାନିକ ପଦବିରେ ରହିବାର ମୋଦିଙ୍କୁ ଗୁରୁବାର ୨୦ ବର୍ଷ ପୁରିଛି। ମୋଦି ୧୨ ବର୍ଷ ଧରି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଛନ୍ତି। ଯାହା ରାଜ୍ୟରେ ତାଙ୍କ କାର୍ଯ୍ୟକାଳ ସର୍ବାଧିକ ବୋଲି ରେକର୍ଡ଼ ରହିଛି। ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବାରେ ଦେଶର ୧୪ […]

pm-modi

pm-modi

Tapas Behera
  • Published: Thursday, 07 October 2021
  • Updated: 07 October 2021, 08:32 PM IST

Sports

Latest News

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଐତିହାସିକ ଦିନ। ଠିକ୍ ୨୦ ବର୍ଷ ପୂର୍ବେ ୭ ଅକ୍ଟୋବର ୨୦୦୧ରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଉ ଜଣେ ରାଜନେତା ଭାବେ ସାମ୍ବିଧାନିକ ପଦବିରେ ରହିବାର ମୋଦିଙ୍କୁ ଗୁରୁବାର ୨୦ ବର୍ଷ ପୁରିଛି। ମୋଦି ୧୨ ବର୍ଷ ଧରି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଛନ୍ତି। ଯାହା ରାଜ୍ୟରେ ତାଙ୍କ କାର୍ଯ୍ୟକାଳ ସର୍ବାଧିକ ବୋଲି ରେକର୍ଡ଼ ରହିଛି।

୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବାରେ ଦେଶର ୧୪ ତମ ବ୍ୟକ୍ତି।  ସେହିପରି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ  ଶପଥ ନେବାର ସେ ୧୪ତମ ବ୍ୟକ୍ତି ଥିଲେ। ମୋଦିଙ୍କ ବର୍ତ୍ତମାନର କାର୍ଯ୍ୟକାଳ ୨୯ ମେ  ୨୦୨୪ରେ ଶେଷ ହେବା ୭ ଅକ୍ଟୋବର ୨୦୦୧ରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ସଫଳତାର ସହ ଅଭିଯାନ ଜାରି ରଖିଥିବା ମୋଦି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।

ପ୍ରଧାନମନ୍ତ୍ରୀ ପଦବୀରେ ଅବସ୍ଥାପିତ ହେବାର  ସେ ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ ନେତା।  ତାଙ୍କ ପୂର୍ବରୁ ଏହି ରେକର୍ଡ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଥିଲା। ମୁଖ୍ୟମନ୍ତ୍ରୀ ହେବା ପରେ ସେ ପଛକୁ ଚାହିଁ ନ ଥିଲେ । ଲଗାତାର ୪ ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ମୋଦି। ତାଙ୍କ କାର୍ଯ୍ୟକାଳରେ ସେ ଅନେକ ତିକ୍ତ ଅନୁଭୂତିକୁ ସାମ୍ନା କରିଛନ୍ତି। ଫେବ୍ରୁଆରି ୨୭ରେ ଗୋଧ୍ରା ଟ୍ରେନ ପୋଡ଼ି ଘଟଣା ତାଙ୍କ ପାଇଁ ଅଶୁଭ ଦିନ ଥିଲା । ଏହାପରେ  ଗୁଜୁରାଟରେ ଭୟଙ୍କର ସାଂପ୍ରଦାୟିକ ଦଙ୍ଗା ହୋଇଥିଲା । ଏହାକୁ ନେଇ ମୋଦିଙ୍କ ଉପରେ ଅନେକ ଅଭିଯୋଗ ଆସିଥିଲା । କିନ୍ତୁ ପରେ ସେ ସୁପ୍ରିମକୋର୍ଟରୁ ଦୋଷମୁକ୍ତ ହୋଇଥିଲେ । ୨୦୧୩ରେ ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥିଲା । ସେବେଠାରୁ ସେ ସଫଳତାର ଶୀର୍ଷରେ ରହି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story