ରାଜଧାନୀ ଦିଲ୍ଲୀକୁ ପୁଣି ଡରେଇଲାଣି ମହାମାରୀ କରୋନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ପୁଣି ଡରେଇଲାଣି ମହାମାରୀ କରୋନା। ଦିଲ୍ଲୀରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଆଜି ରାଜଧାନୀ ଦିଲ୍ଲୀରେ ୨୯୯ଟି ମାମଲା ରେକର୍ଡ଼ କରାଯାଇଛି। ଗତକାଲି ଅପେକ୍ଷା ୫୦ ଗୁଣ ବଢ଼ିଛି ସଂକ୍ରମଣ। ଗତକାଲି ୨୦୨ଟି ମାମଲା ସାମ୍ନାକୁ ଆସିଥିଲା।  ଗତସପ୍ତାହରେ ରାଧାନୀରେ ଭାଇରସ ଅଧିକ ସକ୍ରିୟ ହୋଇଛି। ନୂଆ ମାମଲାକୁ ମିଶାଇ ଏଠାରେ କେସ୍‌ ଲୋଡ଼ ୧୮,୬୬,୮୮୧ ଛୁଇଁଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ କାହାର ମୃତ୍ୟୁ ଘଟିଥିବା ରେକର୍ଡ଼ ହୋଇନାହିଁ। ଦୈନିକ […]

covid19

covid19

Tapas Behera
  • Published: Wednesday, 13 April 2022
  • Updated: 13 April 2022, 08:53 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ପୁଣି ଡରେଇଲାଣି ମହାମାରୀ କରୋନା। ଦିଲ୍ଲୀରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଆଜି ରାଜଧାନୀ ଦିଲ୍ଲୀରେ ୨୯୯ଟି ମାମଲା ରେକର୍ଡ଼ କରାଯାଇଛି। ଗତକାଲି ଅପେକ୍ଷା ୫୦ ଗୁଣ ବଢ଼ିଛି ସଂକ୍ରମଣ। ଗତକାଲି ୨୦୨ଟି ମାମଲା ସାମ୍ନାକୁ ଆସିଥିଲା।  ଗତସପ୍ତାହରେ ରାଧାନୀରେ ଭାଇରସ ଅଧିକ ସକ୍ରିୟ ହୋଇଛି। ନୂଆ ମାମଲାକୁ ମିଶାଇ ଏଠାରେ କେସ୍‌ ଲୋଡ଼ ୧୮,୬୬,୮୮୧ ଛୁଇଁଛି।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ କାହାର ମୃତ୍ୟୁ ଘଟିଥିବା ରେକର୍ଡ଼ ହୋଇନାହିଁ। ଦୈନିକ ପଜିଟିଭହାର ୨.୯ ପ୍ରତିଶତ ବଢ଼ିଥିବା ବେଳେ ମୋଟ ଉପରେ ୪.୯୮ ପ୍ରତିଶତ ବଢ଼ିଛି। କୋଭିଡ୍ ପାଇଁ ମେଡିକାଲକୁ ଗୁଡ଼କି ସତର୍କ କରାଯାଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ  ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ତେବେ ନୂଆ ଭ୍ୟାରିଆଣ୍ଟ ନେଇ କୌଣସି ସୂଚନା ମିଳିନଥିବା ସେ କହିଛନ୍ତି ।

ଦିଲ୍ଲୀରେ ଦୈନିକ ମାମଲା ୧୦୦ରୁ ୨୦୦ ବଢ଼ୁଛି।  ହସପିଟାଲରେ ଆଡମିଶନ ହେଉଥିବା ରୋଗୀଙ୍କ ଉପରେ ଆମେ କଡ଼ା ନଜର ରଖୁଛ। କିନ୍ତୁ ଆଡିମଶନ ହାର ହ୍ରାସ ପାଉଥିବା ସେ କହିଛନ୍ତି । ଚଳିତ ଜାନୁଆରୀ ୧୩ ତାରିଖରେ ଦିଲ୍ଲୀରେ ୨୮,୮୭୬ ଟି କେସ ରେକର୍ଡ଼ କରାଯାଇଥିଲା। ତୃତୀୟ ଲହର ବେଳେ ଏହା ହେଉଛି ସର୍ବାଧିକ ମାମଲା। ଜାନୁଆରୀ ୧୪ରେ ପଜିଟିଭିଟି ହାର ୩୦.୬ ପ୍ରତିଶତ ରେକର୍ଡ଼ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story