ଏହି ୪ ସରକାରୀ ବ୍ୟାଙ୍କର ହେବ ଘରୋଇକରଣ!

ନୂଆଦିଲ୍ଲୀ: ଦେଶରେ ଥିବା ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେଉଁ ୪ଟି ବ୍ୟାଙ୍କର ଘରୋଇକରଣ ହେବ, ତା’ର ତାଲିକା ମଧ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରି ସରକାର ନିଜର ରାଜସ୍ୱ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆକୁ ଘରୋଇ କମ୍ପାନୀ […]

Bank

Bank

Hemant Lenka
  • Published: Monday, 15 February 2021
  • Updated: 15 February 2021, 06:06 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଥିବା ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେଉଁ ୪ଟି ବ୍ୟାଙ୍କର ଘରୋଇକରଣ ହେବ, ତା’ର ତାଲିକା ମଧ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରି ସରକାର ନିଜର ରାଜସ୍ୱ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆକୁ ଘରୋଇ କମ୍ପାନୀ ହାତରେ ଟେକି ଦେବେ। ଏହା ମଧ୍ୟରୁ ଦୁଇଟି ବ୍ୟାଙ୍କ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ହିଁ ବିକ୍ରି ହେବ। ଏପ୍ରିଲ ମାସ ପରେ ଯେକୌଣସି ମୁହୂର୍ତ୍ତରେ ସରକାର ଏହାର ଘୋଷଣା କରିପାରନ୍ତି।

ପ୍ରଥମ ଦଫାରେ ମଧ୍ୟମରୁ ଛୋଟ ବ୍ୟାଙ୍କକୁ ସରକାର ଘରୋଇକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାପରେ ଦେଶର ବଡ଼ବଡ଼ ବ୍ୟାଙ୍କକୁ ମଧ୍ୟ ଘରୋଇ କମ୍ପାନୀ ହାତରେ ବିକ୍ରି କରିଦେଇ ପାରନ୍ତି। ତେବେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ସରକାର ନିଜର ଅଂଶୋଧନ ପୂର୍ବଭଳି ରଖିବେ।

ଗ୍ରାମୀଣ କ୍ରେଡିଟ ଅଭିଯାନ ଷ୍ଟେଟ ବ୍ୟାଙ୍କ ଜରିଆରେ ହିଁ କରାଯିବ ବୋଲି ଏହି ସୂତ୍ରରୁ ଖବର ମିଳିଛି। ଏଥିରେ ଆହୁରି କୁହାଯାଇଛି, ବ୍ୟାଙ୍କର ଘରୋଇକରଣ ପ୍ରକ୍ରିୟା ଶେଷ କରିବାକୁ ସାଧାରଣତଃ ୫ରୁ ୬ ମାସ ଲାଗିଥାଏ। ତେବେ କର୍ମଚାରୀ, ଟ୍ରେଡ ୟୁନିୟନ ଓ ରାଜନୀତିକ ଚାପ ଯଦି ବଢ଼ିବ, ତା’ହେଲେ ଚୂଡ଼ାନ୍ତ ନିଷ୍ପତ୍ତିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ୪ ବ୍ୟାଙ୍କର ଘରୋଇକରଣ ସମ୍ପର୍କରେ ଅର୍ଥମନ୍ତ୍ରଣାଳୟକୁ ଯୋଗାଯୋଗ କରାଯାଇଥିଲେ ହେଁ ସେଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ବର୍ତ୍ତମାନ ବ୍ୟାଙ୍କ ଅଫ ଇଣ୍ଡିଆରେ ପ୍ରାୟ ୫୦ ହଜାର ଲୋକ ସମଗ୍ର ଦେଶରେ କାମ କରୁଥିବା ବେଳେ ସେଣ୍ଟ୍ରାଲ ବ୍ୟାଙ୍କରେ ୩୩ ହଜାର, ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ୨୬ ହଜାର ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ୧୩ ହଜାର କର୍ମଚାରୀ ରହିଛନ୍ତି। ଏଗୁଡ଼ିକ ଘରୋଇ କରଣ ହେଲେ କର୍ମଚାରୀଙ୍କ ନିଯୁକ୍ତି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବା ବିଶେଷଜ୍ଞମାନେ କହିଛନ୍ତି।

ସରକାର ବ୍ୟାଙ୍କଗୁଡ଼ିକୁ ବିକ୍ରି କରିବାକୁ ଉଦ୍ୟମ କରୁଥିବାରୁ ଏହାକୁ ବିରୋଧ କରି ବିଭିନ୍ନ ବ୍ୟାଙ୍କ କର୍ମଚାରୀ ବିକ୍ଷୋଭ କରିଛନ୍ତି। ସେହିପରି ବୀମା କମ୍ପାନୀର ଅଂଶୋଧନକୁ ସରକାର ବିକ୍ରି କରିଥିବାରୁ ଏହାକୁ ମଧ୍ୟ ସେମାନେ ବିରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story