ପୂର୍ବରୁ ରାଗ ରଖି ସହପାଠୀଙ୍କୁ ଗ୍ୟାଙ୍ଗରେପ୍‌

ପାଟନା: ପୂର୍ବରୁ ରାଗ ରଖି ପ୍ରତିଶୋଧ ପାଇଁ ପଶୁ ପାଲଟିଗଲେ। କୋଚିଂ କ୍ଲାସରୁ ଫେରୁଥିବା ବେଳେ ଜଣେ ଛାତ୍ରୀ ପାଶବିକ ଅତ୍ୟାଚାର ଶିକାର ହୋଇଛନ୍ତି। ୫ ଜଣ ସହପାଠୀ ଛାତ୍ର ତାଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବିହାର ଜାମୁଇ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତମାନେ ସେହି କୋଚିଂ ସେଣ୍ଟରର ଛାତ୍ର ବୋଲି ଜଣାପଡ଼ିଛି। ଘଟଣା ଦିନ ପୀଡ଼ିତାଙ୍କ ସହ ଏକାଠି ସମ୍ପୃକ୍ତ ଅଭିଯୁକ୍ତମାନେ କୋଚିଂ କ୍ଲାସରୁ ଫେରୁଥିଲେ। ତେବେ […]

Rape-Victim

Rape-Victim

Tapas Behera
  • Published: Thursday, 05 May 2022
  • Updated: 05 May 2022, 04:26 PM IST

Sports

Latest News

ପାଟନା: ପୂର୍ବରୁ ରାଗ ରଖି ପ୍ରତିଶୋଧ ପାଇଁ ପଶୁ ପାଲଟିଗଲେ। କୋଚିଂ କ୍ଲାସରୁ ଫେରୁଥିବା ବେଳେ ଜଣେ ଛାତ୍ରୀ ପାଶବିକ ଅତ୍ୟାଚାର ଶିକାର ହୋଇଛନ୍ତି। ୫ ଜଣ ସହପାଠୀ ଛାତ୍ର ତାଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବିହାର ଜାମୁଇ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତମାନେ ସେହି କୋଚିଂ ସେଣ୍ଟରର ଛାତ୍ର ବୋଲି ଜଣାପଡ଼ିଛି। ଘଟଣା ଦିନ ପୀଡ଼ିତାଙ୍କ ସହ ଏକାଠି ସମ୍ପୃକ୍ତ ଅଭିଯୁକ୍ତମାନେ କୋଚିଂ କ୍ଲାସରୁ ଫେରୁଥିଲେ। ତେବେ ରାସ୍ତାରେ ଛାତ୍ରୀ ଜଣଙ୍କୁ ଅଭିଯୁକ୍ତ ଛାତ୍ରମାନେ ଏକ ଜଙ୍ଗଲି ଜାଗାକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି ଯେ, ଅଭିଯୁକ୍ତମାନେ ପୂର୍ବରୁ ତାଙ୍କ ଝିଅକୁ  ଦୁର୍ବ୍ୟବହାର କରିଥିଲେ। ଘଟଣା ସମ୍ପର୍କରେ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ତେବେ ଛାତ୍ରୀ ଜଣଙ୍କର ପରବର୍ତ୍ତୀ ସମୟରେ ଆଉ କିଛି ଅସୁବିଧା ହେବ ନାହିଁ ବୋଲି କର୍ତ୍ତୃପକ୍ଷ ଆଶ୍ୱସନା ଦେଇଥିଲେ। କୋଚିଂ ସେଣ୍ଟରରୁ ନିର୍ଭର ପ୍ରତିଶ୍ରୁତି ପାଇ ପୁଣି ଥରେ ସେହି କୋଚିଂ ସେଣ୍ଟରକୁ ପରିବାର ଲୋକେ ଛାତ୍ରୀକୁ ପଠାଇଥିଲେ ।

କିନ୍ତୁ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ମେଡିକାଲ ରିପୋର୍ଟ ଆସିଲେ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଛି କି ନାହିଁ ଜଣାପଡ଼ିବ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story