ପର୍ଣ୍ଣ ଭିଡିଓ ଦେଖିବାକୁ ମନା କରିବାରୁ ନାବାଳିକାକୁ ମର୍ଡ଼ର

ଗୌହାଟି: ପର୍ଣ୍ଣ ଭିଡିଓ ଦେଖିବାକୁ ମନା କରିବାରୁ ୬ ବର୍ଷର ଝିଅକୁ ହତ୍ୟା କରିଦେଲେ। ଉକ୍ତ ନାବାଳିକାକୁ ୩ ଜଣ ନାବଳକ ହତ୍ୟା କରଥିବା ଅଭିଯୋଗ ହୋଇଛି। ହତ୍ୟା ଅଭିଯୁକ୍ତଙ୍କ ବୟସ ୮ରୁ ୧୧ ବର୍ଷ ମଧ୍ୟରେ ହେବ। ଆସାମର ନାଗାଓଁ ଜିଲ୍ଲାରେ ଏହି ଅଭାବନୀୟ ଗଟଣା ଗଟିଛି। ପୁଲିସ ୩ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ବାପାଙ୍କୁ ମଧ୍ୟ ବାନ୍ଧିଛି ପୁଲିସ। ଏକ କ୍ରସର ମିଲର ଟଏଲଟରୁ  ସମ୍ପୃକ୍ତ ନାବାଳିକାଙ୍କ […]

porn video sketch

porn video sketch

Tapas Behera
  • Published: Thursday, 21 October 2021
  • Updated: 21 October 2021, 04:08 PM IST

Sports

Latest News

ଗୌହାଟି: ପର୍ଣ୍ଣ ଭିଡିଓ ଦେଖିବାକୁ ମନା କରିବାରୁ ୬ ବର୍ଷର ଝିଅକୁ ହତ୍ୟା କରିଦେଲେ। ଉକ୍ତ ନାବାଳିକାକୁ ୩ ଜଣ ନାବଳକ ହତ୍ୟା କରଥିବା ଅଭିଯୋଗ ହୋଇଛି। ହତ୍ୟା ଅଭିଯୁକ୍ତଙ୍କ ବୟସ ୮ରୁ ୧୧ ବର୍ଷ ମଧ୍ୟରେ ହେବ। ଆସାମର ନାଗାଓଁ ଜିଲ୍ଲାରେ ଏହି ଅଭାବନୀୟ ଗଟଣା ଗଟିଛି। ପୁଲିସ ୩ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ବାପାଙ୍କୁ ମଧ୍ୟ ବାନ୍ଧିଛି ପୁଲିସ। ଏକ କ୍ରସର ମିଲର ଟଏଲଟରୁ  ସମ୍ପୃକ୍ତ ନାବାଳିକାଙ୍କ ମୃତ ଦେହ ଉଦ୍ଧର କରାଯାଇଛି।

ନାଗାଓଁ ଜିଲ୍ଲା ଅଧୀକ୍ଷକ ଆନନ୍ଦ ମିଶ୍ର କହିଛନ୍ତି ଯେ, ମାମଲା ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସ ତଦନ୍ତରୁ ଜଣାପଧିଛି ଯେ, ଅଭିଯୁକ୍ତମାନେ ମଧ୍ୟ ସମ୍ପୃକ୍ତ ନାବାଳିକାକୁ ଯୌନ ନିଯାତନା ଦେଇଥିଲେ। ପୁଲିସ କହିଛି ଯେ, ଉକ୍ତ ଗାଁର ୮ ରୁ୧୧ ବର୍ଷ ବୟସର ତିନିଜଣ ନାବାଳକ ଉକ୍ତ ନାବାଳିକାକୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଜଘନ୍ୟ ଅପରାଧରେ ଅଭିଯୁକ୍ତ ନାବାଳକଙ୍କ ମଧ୍ୟରୁ ଜଣକର ବାପା ଏଥିରେ ସମ୍ପୃକ୍ତ ଅଛନ୍ତି। ସେ ପୂରା ଘଟଣାକୁ ଲୁଚେଇବାକୁ ଚେଷ୍ଟା କରିଥିବାରୁ ତାଙ୍କ ମଧ୍ୟ ଗିରଫ କରାଯାଇଛି।

ପୋଲିସର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତମାନେ ନିଶାଖୋର  ଓ ଅପରାଧିକ କାର୍ଯ୍ୟକାଳାପରେ ଲିପ୍ତ ରୁହନ୍ତି।  ତେବେ ସେମାନଙ୍କ ମଧ୍ୟରୁ ୧୧ ବର୍ଷୀୟ ନାବାଳକ ଜଣକ ତାଙ୍କ ବାପାଙ୍କକ ମୋବାଲରେ ପର୍ଣ୍ଣ ଭିଡିଓ ଦେନ୍ତି। ଆମେ ଉକ୍ତ ମୋବାଇଲକୁ ଜବତ କରିଛୁ ବୋଲି ପୁଲିସ ଅଧ୍ୟକ୍ଷକ କହିଛନ୍ତି। ସେମାନଙ୍କ ସହ ଅଶ୍ଳୀଳ ଭିଡିଓ ଦେଖିବାକୁ ମନା କରିରୁ  ଉକ୍ତ ନାବାଳିକାକୁ ପଥରରେ ଛଛି ହତ୍ୟା କରାଯାଥିଲା।   ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story