ଯୋଗୀଙ୍କୁ ସପ୍ତମ ଝଟ୍‌କା: ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜନୀତିରେ ହଟଚମଟ। ରାଜ୍ୟର ଶାସକ ବିଜେପିକୁ ଝଟ୍‌କା ପରେ ଝଟ୍‌କା।  ଦଳରୁ ମୋହ ତୁଟାଇ ଜଣକ ପରେ ଜଣେ ମନ୍ତ୍ରୀ ଓ ବିଧାୟକ ବିଜେପି ଛାଡ଼ୁଛନ୍ତି। ମୁକେଶ ବର୍ମା ନାମକ ଜଣେ ନେତା ୭ ନମ୍ବର ବିଧାୟକ ଭାବେ ବିଜେପିକୁ ବାଏ ବାଏ କହିଛନ୍ତି। ଏନେଇ ସେ ଟ୍ୱିଟ କରି  ସୂଚନା ଦେଇଛନ୍ତି। ଗତ ୩ଦିନରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ଅନ୍ୟ ୪ ଜଣ ଓବିସି ବିଧାୟକ ଦଳ ପରିତ୍ୟାଗ କରିଛନ୍ତି । […]

bjp

bjp

Tapas Behera
  • Published: Thursday, 13 January 2022
  • Updated: 13 January 2022, 12:28 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜନୀତିରେ ହଟଚମଟ। ରାଜ୍ୟର ଶାସକ ବିଜେପିକୁ ଝଟ୍‌କା ପରେ ଝଟ୍‌କା।  ଦଳରୁ ମୋହ ତୁଟାଇ ଜଣକ ପରେ ଜଣେ ମନ୍ତ୍ରୀ ଓ ବିଧାୟକ ବିଜେପି ଛାଡ଼ୁଛନ୍ତି। ମୁକେଶ ବର୍ମା ନାମକ ଜଣେ ନେତା ୭ ନମ୍ବର ବିଧାୟକ ଭାବେ ବିଜେପିକୁ ବାଏ ବାଏ କହିଛନ୍ତି। ଏନେଇ ସେ ଟ୍ୱିଟ କରି  ସୂଚନା ଦେଇଛନ୍ତି। ଗତ ୩ଦିନରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ଅନ୍ୟ ୪ ଜଣ ଓବିସି ବିଧାୟକ ଦଳ ପରିତ୍ୟାଗ କରିଛନ୍ତି ।

ସେମାନଙ୍କ ଭଳି  ଫିରୋଜାବାଦର ମୁକେଶ ମଧ୍ୟ ଓବିସି ନେତା। ମୁକେଶ ତାଙ୍କ ଇସ୍ତଫାପତ୍ରରେ ଦଳ ଓବିସି ପ୍ରତି ଅବହେଳା କରୁଥିବା ଦର୍ଶାଇଛନ୍ତି।  ସ୍ୱାମୀ  ପ୍ରସାଦ ମୌର୍ଯ୍ୟଙ୍କ ଡାକରାରେ ମୁକେଶ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ନିଷ୍ପେଶିତ ବର୍ଗର ଲୋକଙ୍କ ସ୍ୱରକୁ ମଜଭୁତ ପାଇଁ ସେ କାମ କରିବେ ବୋଲି କହିଛନ୍ତି।  ଗତ ୫ ବର୍ଷରେ ବିଜେପି ଦଳିତ, ପଛୁଆବର୍ଗ ଏବଂ ସଂଖ୍ୟା ଲଘୁଙ୍କ ପ୍ରଗତି ପାଇଁ ବିଜେପି ଆଦୌ ଧ୍ୟାନ ଦେଇ ନାହିଁ।  ଉକ୍ତ ବର୍ଗରୁ ପ୍ରତିନିଧିତ୍ୱ କରୁଥିବା ଲୋକଙ୍କୁ ଦଳ ଅସମ୍ମାନ କରିଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ଦଳିତ ଏବଂ ପଛୁଆ ବର୍ଗର ଲୋକଙ୍କୁ ସରକାର ଦବେଇ ରଖିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ସେହିପରି ରାଜ୍ୟ କୃଷକ ଏବଂ ବେକାରୀଙ୍କ  ପାଇଁ ସରକାର ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ସରକାରଙ୍କ ଏହି ପଲିସି ପାଇଁ ମୁଁ ଦଳ ଛାଡ଼ୁଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ସ୍ୱାମୀ ପ୍ରସାଦ ମୌର୍ଯ୍ୟ ହେଉଛନ୍ତି ଆମ ଅବହେଳିତ ବର୍ଗର ନେତା। ମୁଁ ତାଙ୍କ ସହିତ ଅଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story