୯୦ ବର୍ଷୀୟ ପଦ୍ମଶ୍ରୀଙ୍କ ଘର ଖାଲି କରିଦେଲେ ସରକାର, ଆଉ ୮ ଜଣଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ୯୦ ବର୍ଷୀୟ ପଦ୍ମଶ୍ରୀଙ୍କ ଘର ଖାଲି କରିଦେଲେ କେନ୍ଦ୍ର ସରକାର। ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ମାୟାଧର ରାଉତଙ୍କ ସରକାରୀ ଆବାସ ଖାଲି କରିଦେଇଛନ୍ତି ସରକାର। ଏହି ପଦକ୍ଷେପ ଗ୍ରହଣ କରିବାର ଗୋଟିଏ ଦିନ ପରେ ଆଉ ଆଠ ଜଣ ବିଶିଷ୍ଟ କଳାକାରଙ୍କୁ ମେ’ ୨ ତାରିଖ ସୁଦ୍ଧା ସେମାନଙ୍କ ସରକାରୀ ବାସଭବନ ଖାଲି କରିବାକୁ କଣ୍ଟ ଦେଇଛନ୍ତି କେନ୍ଦ୍ର ସରକାର। ବହୁ ବର୍ଷ ପୂର୍ବେ ଏହି କଳାକାରମାନଙ୍କୁ ସରକାରୀ ଆବାସ ବଣ୍ଟନ କରାଯାଇଥିଲା। କିନ୍ତୁ ୨୦୧୪ରେ […]

padma shri

padma shri

Madhupriya Mistry
  • Published: Thursday, 28 April 2022
  • Updated: 28 April 2022, 12:17 PM IST

Sports

Latest News

ନୂଆଦିଲ୍ଲୀ: ୯୦ ବର୍ଷୀୟ ପଦ୍ମଶ୍ରୀଙ୍କ ଘର ଖାଲି କରିଦେଲେ କେନ୍ଦ୍ର ସରକାର। ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ମାୟାଧର ରାଉତଙ୍କ ସରକାରୀ ଆବାସ ଖାଲି କରିଦେଇଛନ୍ତି ସରକାର। ଏହି ପଦକ୍ଷେପ ଗ୍ରହଣ କରିବାର ଗୋଟିଏ ଦିନ ପରେ ଆଉ ଆଠ ଜଣ ବିଶିଷ୍ଟ କଳାକାରଙ୍କୁ ମେ' ୨ ତାରିଖ ସୁଦ୍ଧା ସେମାନଙ୍କ ସରକାରୀ ବାସଭବନ ଖାଲି କରିବାକୁ କଣ୍ଟ ଦେଇଛନ୍ତି କେନ୍ଦ୍ର ସରକାର।

ବହୁ ବର୍ଷ ପୂର୍ବେ ଏହି କଳାକାରମାନଙ୍କୁ ସରକାରୀ ଆବାସ ବଣ୍ଟନ କରାଯାଇଥିଲା। କିନ୍ତୁ ୨୦୧୪ରେ ଏହି  ଆବଣ୍ଟନ ବାତିଲ କରାଯାଇଥିଲା। ଏନେଇ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୮ଜଣ କଳାକାରଙ୍କ ମଧ୍ୟରୁ ଆଠ ଜଣ କଳାକାରଙ୍କୁ ନୋଟିସ ଦେବା ସତ୍ତ୍ୱେ ଏପର୍ଯ୍ୟନ୍ତ ସେମାନେ ତାଙ୍କ ସରକାରୀ ବାସଭବନ ଖାଲି କରିନାହାଁନ୍ତି।

ଅଧିକାରୀଙ୍କ କହିବା ମୁତାବକ, 'ଏହି ୮ଜଣ କଳାକାର ସେମାନେ ସେମାନଙ୍କର ସରକାରୀ ବଙ୍ଗଳା ଖାଲି କରିବାକୁ ଯାଉଛନ୍ତି ଏବଂ ଆଉ କିଛି ଦିନ ସମୟ ମାଗିଛନ୍ତି। ସେମାନେ ଆମକୁ ଲିଖିତ ଆକାରରେ ଦେଇଛନ୍ତି ଯେ ସେମାନେ ମେ' ୨ ସୁଦ୍ଧା ଘର ଖାଲି କରିବେ ଏବଂ ଆମେ ସେ ପର୍ଯ୍ୟନ୍ତ କଣ୍ଟ ଦେଇଛୁ।'

ସରକାରଙ୍କ ନୀତି ଅନୁଯାୟୀ, ସଂସ୍କୃତି ମନ୍ତ୍ରଣାଳୟର ସୁପାରିଶ ଅନୁଯାୟୀ ଯେଉଁମାନେ ମାସିକ ୨୦ ହଜାରରୁ କମ୍ ରୋଜଗାର କରନ୍ତି ସେମାନଙ୍କୁ ତଥା ୪୦ ଜଣ କଳାକାରଙ୍କୁ ସାଧାରଣ ପୁଲ୍ ଆବାସିକ ଆବାସରେ ଏକ ସ୍ୱତନ୍ତ୍ର କୋଟା ଅନ୍ତର୍ଗତ ଆବାସ ବଣ୍ଟନ କରାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story