କେମିକାଲ ଫ୍ୟାକ୍ଟ୍ରିରେ ବଡ଼ଧରଣର ଅଗ୍ନିକାଣ୍ଡ : ୮ ମୃତ

ହାପୁର:ଉତ୍ତରପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉଦ୍ଧାର ପାଇଁ ଘଟଣାସ୍ଥଳକୁ  ଦମକଳ ବାହିନୀ ଏବଂ ପୁଲିସ ଟିମ ପହଞ୍ଚିଛି। ନୂଆଦିଲ୍ଲୀର ୬୦ କିମି ଦୂର ଧୌଲାନା ନିକଟରେ ଥିବା ଏହି କାରଖାନାରେ ବଏଲର ବିସ୍ପୋରଣ ହେବା ପରେ ଏହି ଦୁର୍ଘଟଣା ଘଟିଛି। ନୂଆ ଦିଲ୍ଲୀ ପୁଲିସ ମୁଖପାତ୍ର ସୁରେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ବିସ୍ପୋରଣରେ କେତେକ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକଙ୍କ […]

fire

fire

Tapas Behera
  • Published: Saturday, 04 June 2022
  • Updated: 04 June 2022, 06:27 PM IST

Sports

Latest News

ହାପୁର:ଉତ୍ତରପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉଦ୍ଧାର ପାଇଁ ଘଟଣାସ୍ଥଳକୁ  ଦମକଳ ବାହିନୀ ଏବଂ ପୁଲିସ ଟିମ ପହଞ୍ଚିଛି। ନୂଆଦିଲ୍ଲୀର ୬୦ କିମି ଦୂର ଧୌଲାନା ନିକଟରେ ଥିବା ଏହି କାରଖାନାରେ ବଏଲର ବିସ୍ପୋରଣ ହେବା ପରେ ଏହି ଦୁର୍ଘଟଣା ଘଟିଛି। ନୂଆ ଦିଲ୍ଲୀ ପୁଲିସ ମୁଖପାତ୍ର ସୁରେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ବିସ୍ପୋରଣରେ କେତେକ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପ୍ରତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ଘଟଣାସ୍ଥଳକୁ ଯିବାକୁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।  ଏଥିସହ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ନିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏକ ରାସାୟନିକ କାରଖାନାର ବଏଲରରେ ହଠାତ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ଥିବା ୮ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ କାରଖାନାର ଛାତ ଉଡ଼ିଯାଇଛି । ଘଟଣାସ୍ଥଳରେ ହାପୁର ଆଇଜି ପ୍ରବୀଣ କୁମାର ପହଞ୍ଚିଛନ୍ତି । ସେ କହିଛନ୍ତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି  ଓ ଅବହେଳା କରିଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story