ଭାସିଯାଇଥା’ନ୍ତେ କଂଗ୍ରେସ ବିଧାୟକ, ଅଳ୍ପକେ ବର୍ତ୍ତିଗଲେ

ନୂଆଦିଲ୍ଲୀ: ଅଳ୍ପକେ ବର୍ତ୍ତି ଯାଇଛନ୍ତି ଉତ୍ତରାଖଣ୍ଡର ଜଣେ କଂଗ୍ରେସ ବିଧାୟକ। ତାଙ୍କ ନାଁ ହରିଶ ଧାମି। ସେ ଏକ ଛୋଟ ପାହାଡ଼ି ନଦୀ ଅତିକ୍ରମ କରୁଥିବା ବେଳେ ବନ୍ୟାଜଳରେ ଭାସି ଯାଇଥିଲେଣି। ତେବେ ତାଙ୍କ ସହିତ ଥିବା ଦଳୀୟ କର୍ମୀ ଓ ସମର୍ଥକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାଟି ଗତକାଲିର। ପିଠୋରଗଡ଼ର ଧାରଚୁଲା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ବିଧାୟକ ହରିଶ ଧାମି ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଥିବା ବିଭିନ୍ନ ଗାଁର ସ୍ଥିତି ପରଖିବାକୁ ଯାଇଥିବା ବେଳେ […]

congress mla

congress mla

Jitendra Garnayak
  • Published: Friday, 31 July 2020
  • Updated: 31 July 2020, 10:13 AM IST

Sports

Latest News

ନୂଆଦିଲ୍ଲୀ: ଅଳ୍ପକେ ବର୍ତ୍ତି ଯାଇଛନ୍ତି ଉତ୍ତରାଖଣ୍ଡର ଜଣେ କଂଗ୍ରେସ ବିଧାୟକ। ତାଙ୍କ ନାଁ ହରିଶ ଧାମି। ସେ ଏକ ଛୋଟ ପାହାଡ଼ି ନଦୀ ଅତିକ୍ରମ କରୁଥିବା ବେଳେ ବନ୍ୟାଜଳରେ ଭାସି ଯାଇଥିଲେଣି। ତେବେ ତାଙ୍କ ସହିତ ଥିବା ଦଳୀୟ କର୍ମୀ ଓ ସମର୍ଥକମାନେ ତାଙ୍କୁ ଉଦ୍ଧାର କରିଥିଲେ।

ଘଟଣାଟି ଗତକାଲିର। ପିଠୋରଗଡ଼ର ଧାରଚୁଲା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ବିଧାୟକ ହରିଶ ଧାମି ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଥିବା ବିଭିନ୍ନ ଗାଁର ସ୍ଥିତି ପରଖିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଏଥିରେ ସାମାନ୍ୟ ଆହତ ହୋଇଛନ୍ତି।

ବିଧାୟକ ହରିଶ ଧାମି କହିଛନ୍ତି ଯେ ହଠାତ୍ ନଦୀର ଜଳସ୍ତର ବଢ଼ିଯାଇଥିଲା। ତା’ସହିତ କାଦୁଅ ଓ ପଥର ଯୋଗୁ ସେ ସନ୍ତୁଳନ ହରାଇ ଖସି ପଡ଼ିଥିଲେ। ଜଳସ୍ରୋତରେ ସେ ଟିକେ ବାଟ ଭାସି ଯାଇଥିଲେ। ତେବେ ତାଙ୍କ ସହିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ନେଇଥିଲେ।

ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇ ଏହାର ଏକ ଭିଡିଓ ଟ୍ୱିଟ୍ କରିଛି। ଦେଖନ୍ତୁ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ବିଧାୟକ ଶ୍ରୀ ଧାମି ନଦୀ ଅତିକ୍ରମ କରୁଥିବା ବେଳେ କେମିତି ଭାସି ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story