ଷ୍ଟକ ଅଛି କରୋନା ଟିକା, ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ଓଡ଼ିଶା, ମହାରାଷ୍ଟ୍ର, ଦିଲ୍ଲୀ ଇତ୍ୟାଦି କିଛି ରାଜ୍ୟ କରୋନା ଟିକା ମହଜୁତ ନଥିବା କହିଛନ୍ତି। କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଆବଶ୍ୟକ ଟିକା ନଥିବା କେନ୍ଦ୍ର ସରକାରଙ୍କୁ କହିଥିଲେ ଏହି ସବୁ ରାଜ୍ୟ। ଏବେ ଏହାର ଜବାବ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଟ୍ୱିଟ୍ କରି କହିଛନ୍ତି ଯେ ଦେଶରେ ମୋଟ ୯.୧ କୋଟି ଡୋଜ୍ ଟିକା ବ୍ୟବହାର କରାଯାଇଛି ଏବଂ ୪.୩ କୋଟି ଡୋଜ ମହଜୁଦ ଅଛି। […]

Harsh-Vardhan

Harsh-Vardhan

Subhransu Sekhar
  • Published: Friday, 09 April 2021
  • Updated: 09 April 2021, 08:05 AM IST

Sports

Latest News

ନୂଆଦିଲ୍ଲୀ: ଓଡ଼ିଶା, ମହାରାଷ୍ଟ୍ର, ଦିଲ୍ଲୀ ଇତ୍ୟାଦି କିଛି ରାଜ୍ୟ କରୋନା ଟିକା ମହଜୁତ ନଥିବା କହିଛନ୍ତି। କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଆବଶ୍ୟକ ଟିକା ନଥିବା କେନ୍ଦ୍ର ସରକାରଙ୍କୁ କହିଥିଲେ ଏହି ସବୁ ରାଜ୍ୟ। ଏବେ ଏହାର ଜବାବ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଟ୍ୱିଟ୍ କରି କହିଛନ୍ତି ଯେ ଦେଶରେ ମୋଟ ୯.୧ କୋଟି ଡୋଜ୍ ଟିକା ବ୍ୟବହାର କରାଯାଇଛି ଏବଂ ୪.୩ କୋଟି ଡୋଜ ମହଜୁଦ ଅଛି। ଏହି ସବୁ ଟିକା ରାଜ୍ୟମାନଙ୍କୁ ଦିଆଯିବ। ଏଥି ସହିତ ଟିକା ଉତ୍ପାଦନ ବୃଦ୍ଧି ପାଇଁ ସରକାର ମଧ୍ୟ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ କହିବା ଅନୁଯାୟୀ, ସରକାରଙ୍କ ପାଖରେ ଉଭୟ କୋଭିଶିଲ୍ଡ ଏବଂ କୋଭାକ୍ସିନର ମୋଟ ୧୩୫ ମିଲିୟନ ଟିକା ଅଛି, ସେଥିମଧ୍ୟରୁ ୯.୧ କୋଟି ଟିକା ବ୍ୟବହାର କରାଯାଇଛି। ପ୍ରାୟ ୨.୪ କୋଟି ଟିକା ସରକାରଙ୍କ ପାଖରେ ଅଛି ଏବଂ ପ୍ରାୟ ୧.୯ କୋଟି ଟିକା ପ୍ରୋସେସିଂରେ ଅଛି। ମୋଟ ଉପରେ ସରକାର ପାଖରେ ୪.୩ କୋଟିରୁ ଅଧିକ ଟିକା ମହଜୁଦ ରହିଛି।

https://twitter.com/drharshvardhan/status/1380137790600478725?s=20

ବୁଧବାର ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, କିଛି ରାଜ୍ୟ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଏଭଳି ଟିକା ଅଭାବ ପ୍ରସଙ୍ଗ ଉଠାଇଛନ୍ତି। ଏଭଳି କରି ସଂପୃକ୍ତ ରାଜ୍ୟ ନିଜର ଦୁର୍ବଳତା ଲୁଚାଉଛନ୍ତି ଆଉ ଦେଶବାସୀଙ୍କୁ ଛାନିଆ କରୁଛନ୍ତି। ଚାହିଦା ଅନୁଯାୟୀ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଟିକା ଯୋଗାଇ ଦିଆଯାଉଛି। ଟିକା ଅଭାବ ଅଭିଯୋଗ ଭିତ୍ତିହୀନ।

ନିକଟରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ ଯେ କରୋନା ଟିକା ଅଭାବରୁ ମହାରାଷ୍ଟ୍ରର ଅନେକ ଟିକାକରଣ କେନ୍ଦ୍ର ବନ୍ଦ ରହିଛି ଏବଂ ବର୍ତ୍ତମାନ ରାଜ୍ୟରେ ମାତ୍ର ୧୪ ଲକ୍ଷ ଡୋଜ ଉପଲବ୍ଧ।

ସେହିପରି ଓଡ଼ିଶା ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁବାର କହିଥିଲେ, ବୁଧବାର ୨ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଧାର୍ଯ୍ୟ ହୋଇଥିଲା। ହେଲେ ଟିକା ନ ଥିବାରୁ ମାତ୍ର ୧ ଲକ୍ଷ ୧୦ ହଜାର ଡୋଜ୍ ଦିଆଯାଇଛି। ରାଜ୍ୟରେ ଏବେ ୪ ଲକ୍ଷ ୩୫ ହଜାର ୩୨୦ ଡୋଜ୍ କୋଭିସିଲଡ୍ ଟିକା ରହିଛି । ଶନିବାର ଭିତରେ ଏହି ଟିକା ସରିଯିବ।

ଓଡ଼ିଶା ବ୍ୟତୀତ, ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ କୋଭିଡ ଟିକା ଅଭାବକୁ ପୂରଣ କରିବା ପାଇଁ କୋଟିଏ ଟିକା ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ମାତ୍ର ତିନି ଲକ୍ଷ ଡୋଜ ଟିକା ଥିବାବେଳେ ହାରାହାରି ୧.୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି ବୋଲି ଆନ୍ଧ୍ର ପ୍ରଦେଶ ସରକାର କେନ୍ଦ୍ରକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story