ପଞ୍ଜାବରେ ଚନ୍ନିଙ୍କୁ ଟକ୍କର ଦେବେ ଚରଣଜିତ୍‌

ଚଣ୍ଡିଗଡ: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ। ପଞ୍ଜାବକୁ ହାତେଇବା ପାଇଁ ଚାଲିଛି ଜୋରସୋରରେ କସରତ। ଏଥିଲାଗି ସବୁ ଦଳ ପ୍ରସ୍ତୁତି ଚଳାଇଛନ୍ତି। ପ୍ରଚାର ବି ଫୁଲ୍‌ ପାୱାରରେ ଚାଲିଛି। ଏହାରି ଭିତରେ ପଞ୍ଜାବ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ଚରଣଜିତ ସିଂହ। ଏବେ ପଞ୍ଜାବ ବିଧାନସଭା ନିର୍ବାଚନରେ ଚରଣଜିତ ବନାମ ଚରଣଜିତ ଦେଖିବାକୁ ମିଳିବ। ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଟକ୍କର ଦେବେ ଚରଣଜିତ ସିଂହ। ଆମ ଆଦମୀ ପାର୍ଟି ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ତା’ର […]

Channi

Channi

Madhupriya Mistry
  • Published: Tuesday, 28 December 2021
  • Updated: 28 December 2021, 12:49 PM IST

Sports

Latest News

ଚଣ୍ଡିଗଡ: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ। ପଞ୍ଜାବକୁ ହାତେଇବା ପାଇଁ ଚାଲିଛି ଜୋରସୋରରେ କସରତ। ଏଥିଲାଗି ସବୁ ଦଳ ପ୍ରସ୍ତୁତି ଚଳାଇଛନ୍ତି। ପ୍ରଚାର ବି ଫୁଲ୍‌ ପାୱାରରେ ଚାଲିଛି। ଏହାରି ଭିତରେ ପଞ୍ଜାବ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ଚରଣଜିତ ସିଂହ। ଏବେ ପଞ୍ଜାବ ବିଧାନସଭା ନିର୍ବାଚନରେ ଚରଣଜିତ ବନାମ ଚରଣଜିତ ଦେଖିବାକୁ ମିଳିବ। ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଟକ୍କର ଦେବେ ଚରଣଜିତ ସିଂହ।

ଆମ ଆଦମୀ ପାର୍ଟି ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ତା'ର ପଞ୍ଚମ ପର୍ଯ୍ୟାୟ ପାର୍ଥୀ ତାଲିକା ଜାରି କରିଛନ୍ତି। ଏହି ତାଲିକାରେ ୧୫ ଜଣଙ୍କ ସ୍ଥାନ ମିଳିଛି। ଚମକୌର ସାହିବ ବିଧାନସଭା ଆସନରୁ ଡକ୍ଟର ଚରଣଜିତ ସିଂହଙ୍କୁ ଆପ୍‌ ନିଜ ପାର୍ଥୀଭାବେ ଠିଆ କରିଛି। ଏହି ଆସନରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ବିଧାୟକ ଅଛନ୍ତି।

ସୂଚନା ଯୋଗ୍ୟ ଯେ, ଆମ୍ ଆଦମୀ ପାର୍ଟିରେ ଯୋଗଦେବା ପୂର୍ବରୁ ଡକ୍ଟର ଚରଣଜିତ ସିଂ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଚିବ ଥିଲେ। ଚରଣଜିତ୍ ସିଂ ଜଣେ ଆଖି ବିଶେଷଜ୍ଞ ଡାକ୍ତର।

ଦୁଇ ଦିନ ପୂର୍ବେ ନିର୍ବାଚନ ପାଇଁ ଦଳ ଚତୁର୍ଥ ତାଲିକା ପ୍ରକାଶ କରିଥିଲା। ​​ଏବେ ଆପ୍‌ ତା'ର ପଞ୍ଚମ ତାଲିକା ଜାରି କରିଛି। ଏହାର ତୃତୀୟ ତାଲିକାରେ AAP ସୁଲତାନପୁର ଲୋଧିରୁ ସଜନ ସିଂହ ଚିମା, ଫିଲୌରରୁ ପ୍ରିନ୍ସିପଲ ପ୍ରେମ୍‌ କୁମାର, ହୋଶିଆରପୁରର ପଣ୍ଡିତ ବ୍ରହ୍ମ ଶଙ୍କର ଜିମ୍ପା, ଅଜନାଲାରୁ କୁଲଦୀପ ସିଂହ ଧାଲିୱାଲ, ଜାଲଲାବାଦରୁ ଜଗଦୀପ ଗୋଲ୍ଡି କମ୍ବୋଜ, ଅଟାରୀରୁ ଜସବିନ୍ଦର ସିଂହ ଏବଂ ଲୁଧିଆନା ସେଣ୍ଟ୍ରାଲରୁ ପପି ପ୍ରସାରଙ୍କୁ ପ୍ରାର୍ଥୀ କରିଛି।

ଏହାପୂର୍ବରୁ, ଡିସେମ୍ବର ୧୦ରେ ଆମ୍ ଆଦମୀ ପାର୍ଟି ପଞ୍ଜାବ ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଦଳ ସେତେବେଳେ ୩୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ୩୦ଜଣ ପ୍ରାର୍ଥୀଙ୍କ ତାଲିକାରେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନଙ୍କ ଉପରେ ଦଳ ପୁଣି ଥରେ ଆତ୍ମବିଶ୍ୱାସ ପ୍ରକାଶ କରି ପୁଣି ଟିକେଟ୍ ଦେଇଛି।

ଆପ୍‌ ବର୍ତ୍ତମାନ ଯାଏଁ ୧୧୭ ସିଟ୍‌ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ୮୮ ଜଣ ପାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି।

https://twitter.com/ANI/status/1475701650371141632?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story