ଜିମ୍‌ ଭିତରେ ଆପ୍‌ ନେତାଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ: ଆପ୍‌ ନେତାଙ୍କୁ ଗୁଳି କରି ହତ୍ୟା। ପଞ୍ଜାବ ମାଲେରକୋଟଲାରେ ଆମ୍‌ ଆଦମୀ ପାର୍ଟି ନେତା ମହମ୍ମଦ ଅକବର ଜିମ୍‌ରେ ଏକ୍ସରସାଇଜ କରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ତେବେ ଏଯାଏଁ ଏହି ଘଟଣାର ଅଭିଯୁକ୍ତ ଗିରଫ ହୋଇପାରିନାହିଁ। ମହମ୍ମଦ ଅକବର ଆମ୍‌ ଆଦମୀ ପାର୍ଟିର ମ୍ୟୁନିସିପାଲ କାଉନସିଲର ଥିଲେ। ମଲେରକୋଟଲାର ବରିଷ୍ଠ ପୁଲିସ ଅଧିକ୍ଷକ ଅବନୀତ କୌର ସିଦ୍ଧୁଙ୍କ କହିବାନୁସାରେ, […]

AAP municipal councillor shot dead

AAP municipal councillor shot dead

Madhupriya Mistry
  • Published: Monday, 01 August 2022
  • Updated: 01 August 2022, 11:21 AM IST

Sports

Latest News

ଚଣ୍ଡିଗଡ: ଆପ୍‌ ନେତାଙ୍କୁ ଗୁଳି କରି ହତ୍ୟା। ପଞ୍ଜାବ ମାଲେରକୋଟଲାରେ ଆମ୍‌ ଆଦମୀ ପାର୍ଟି ନେତା ମହମ୍ମଦ ଅକବର ଜିମ୍‌ରେ ଏକ୍ସରସାଇଜ କରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ତେବେ ଏଯାଏଁ ଏହି ଘଟଣାର ଅଭିଯୁକ୍ତ ଗିରଫ ହୋଇପାରିନାହିଁ। ମହମ୍ମଦ ଅକବର ଆମ୍‌ ଆଦମୀ ପାର୍ଟିର ମ୍ୟୁନିସିପାଲ କାଉନସିଲର ଥିଲେ।

ମଲେରକୋଟଲାର ବରିଷ୍ଠ ପୁଲିସ ଅଧିକ୍ଷକ ଅବନୀତ କୌର ସିଦ୍ଧୁଙ୍କ କହିବାନୁସାରେ, ମହମ୍ମଦଙ୍କୁ ଅତି ନିକଟରୁ ଗୁଳି କରାଯାଇଛି। ସିସିଟିଭି ଫୁଟେଜ୍ ମୁତାବକ, ମହମ୍ମଦ ଅକବର କିଛି ସମୟ ଜିମରେ ଏକ୍ସରସାଇଜ୍ କରିବା ପରେ ଦୁଇ ଜଣ ବ୍ୟକ୍ତି ଜିମ ଭିତରକୁ ଆସିଥିଲେ। ଜିମ ଭିତରେ ମହମ୍ମଦ କଥାବାର୍ତ୍ତା ହୋଇ ତାଙ୍କ ନିକଟକୁ ଆସୁଥିଲେ ଏହି ସମୟରେ ହିଁ ତାଙ୍କ ଭିତରୁ ଜଣେ ମହମ୍ମଦଙ୍କ ଉପରକୁ ଗୁଳି ଚଳାଇ ସେଠାରୁ ତୁରନ୍ତ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଆପ୍‌ ନେତାଙ୍କ ମୃତ୍ୟୁ ହୋଇଥିଲା।

ସିସିଟିଭି ଫୁଟେଜକୁ ଆଧାର କରି ଯାଞ୍ଚ ଚାଲିଛି। ଅଭିଯୁକ୍ତଙ୍କୁ ଖୋଜା ଜାରି ରହିଛି। ସେମାନଙ୍କୁ ଗିରଫ ପାଇଁ ବିଭିନ୍ନ ଚଢାଉ କରାଯାଉଥିବା ମଲେରକୋଟଲାର ପୁଲିସ ଅଧିକ୍ଷକ କହିଛନ୍ତି। ପ୍ରାରମ୍ଭିକ ତଦନ୍ତରେ ଜଣାପଡିଛି ଯେ, ମହମ୍ମଦଙ୍କୁ ହତ୍ୟା ନେଇ ପୂର୍ବରୁ ଷଡଯନ୍ତ୍ର କରାଯାଇଥିଲା। ବ୍ୟକ୍ତିଗତ କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story