ଯୋଗୀଙ୍କୁ କଂଗ୍ରେସର କାଉଣ୍ଟର: ‘ସବୁ ନିର୍ବାଚନରେ ଅବାଜାନ ଓ କବରିସ୍ତାନ କାମ ଦେବନି’

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ରାସନ ପାଇଁ ଅବାଜାନ’ ମନ୍ତବ୍ୟକୁ କାଉଣ୍ଟର କରିଛି କଂଗ୍ରେସ। କଂଗ୍ରେସ ନେତା ଗୌରବ ବଲ୍ଲଭ କହିଛନ୍ତି, ସବୁ ନିର୍ବାଚନରେ ଅବାଜାନ ଓ କବରିସ୍ତାନ କଥା ଚାଲିବ ନାହିଁ। ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟକୁ ଗୁରୁତ୍ୱର ସହ ନେବା ଉଚିତ ନୁହେଁ। ମୁଖ୍ୟମନ୍ତ୍ରୀ କୋଲକାତା ଓ ଲକ୍ଷ୍ନୌ ମଧ୍ୟରେ ଫରକ ଜାଣି ନାହାନ୍ତି। ତେଣୁ ତାଙ୍କ ମନ୍ତବ୍ୟକୁ କେହି ଗୁରୁତ୍ୱ ଦିଅନ୍ତୁ ନାହିଁ। ଅବାଜାନ ଓ କବରିସ୍ତାନ ଉତ୍ତର ପ୍ରଦେଶ ନିର୍ବାଚନର […]

Gaurav

Gaurav

Hemant Lenka
  • Published: Monday, 13 September 2021
  • Updated: 13 September 2021, 05:53 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ରାସନ ପାଇଁ ଅବାଜାନ’ ମନ୍ତବ୍ୟକୁ କାଉଣ୍ଟର କରିଛି କଂଗ୍ରେସ। କଂଗ୍ରେସ ନେତା ଗୌରବ ବଲ୍ଲଭ କହିଛନ୍ତି, ସବୁ ନିର୍ବାଚନରେ ଅବାଜାନ ଓ କବରିସ୍ତାନ କଥା ଚାଲିବ ନାହିଁ। ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟକୁ ଗୁରୁତ୍ୱର ସହ ନେବା ଉଚିତ ନୁହେଁ।

ମୁଖ୍ୟମନ୍ତ୍ରୀ କୋଲକାତା ଓ ଲକ୍ଷ୍ନୌ ମଧ୍ୟରେ ଫରକ ଜାଣି ନାହାନ୍ତି। ତେଣୁ ତାଙ୍କ ମନ୍ତବ୍ୟକୁ କେହି ଗୁରୁତ୍ୱ ଦିଅନ୍ତୁ ନାହିଁ। ଅବାଜାନ ଓ କବରିସ୍ତାନ ଉତ୍ତର ପ୍ରଦେଶ ନିର୍ବାଚନର ଦୁଇଟି ଇଣ୍ଡିକେଟର୍ସ। ଯୋଗୀ ଆଦିତ୍ୟନାଥ ଜାଣି ରଖିବା ଦରକାର ଯେ ସବୁବେଳେ ଗୋଟିଏ ପ୍ରକାରର ମୁଦ୍ରା ଚଳିବ ନାହିଁ। ଲୋକମାନେ ପଚାରୁଛନ୍ତି କୋଭିଡ-୧୯ରେ କେତେ ଜଣ ପ୍ରାଣ ହରାଇଛନ୍ତି? କେଉଁଠି ଥିଲେ ତାଙ୍କ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, “୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୟୁପିଏ ସରକାର ଆଣିଥିଲା। ୨୦୧୧ ଜନଗଣନା ଆଧାରରେ ଲୋକଙ୍କୁ ରାସନ ବଣ୍ଟନ କରାଯାଉଛି। କୋଭିଡ ସମୟରେ ୨୦ କୋଟି ଲୋକ ରାସନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏନଡିଏ ସରକାର ସମୟରେ ଭାରତ ବିଶ୍ୱ ହଙ୍ଗର ଇଣ୍ଡେକ୍ସର ୧୦୭ ରାଷ୍ଟ୍ର ମଧ୍ୟରୁ ୯୪ରେ ରହିଛି।”

ନିକଟରେ ଯୋଗୀ କହିଥିଲେ ଯେ ୨୦୧୭ ପୂର୍ବରୁ ଅବାଜାନ କହୁଥିବା ଲୋକଙ୍କୁ ରାସନ ସାମଗ୍ରୀ ମିଳୁଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ତୁଷ୍ଟୀକରଣ ରାଜନୀତି ଲୋପ ପାଇଛି। କ’ଣ ୨୦୧୭ ପୂର୍ବରୁ ସମସ୍ତେ ରାସନ ପାଉଥିଲେ? କେବଳ ଅବଜାନ କହୁଥିବା ଲୋକଙ୍କୁ ରାସନ ଦିଆଯାଉଥିଲା। ଅନ୍ୟମାନଙ୍କ ରାସନକୁ ଅନ୍ୟତ୍ର ଚାଲାଣ କରାଯାଉଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହାର ଜବାବ ଆଜି କଂଗ୍ରେସ ପକ୍ଷରୁ ଗୌରବ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story