ଅଖିଳେଶଙ୍କ ପାଇଁ A,B,C,Dର ଅର୍ଥ କହିଲେ ଶାହ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କାନପୁରରେ ଥିଲେ। ସେ ଏଠାରେ ମେଟ୍ରୋ ଉଦ୍‌ଘାଟନ କରିଥିଲେ। ଏହା ବ୍ୟତୀତ ଅନ୍ୟାନ୍ୟ ଯୋଜନା ମଧ୍ୟ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅବସରେ ମୋଦି ବିରୋଧୀ ଦଳଙ୍କୁ ଟାର୍ଗେଟ କରି ବର୍ଷି ଥିଲେ। ସେପଟେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ  ହାରଦୋଇରେ ଡେରା ପକାଇଥିଲେ। ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଶାହ ଏଠାରେ ବିଜେପି ପ୍ରତିଦ୍ୱନ୍ଦୀ ଅଖିଳେଶ ଯାଦବଙ୍କ ସମାଜବାଦି ପାର୍ଟି(ଏସପି) ଉପରେ ବର୍ଷିଥିଲେ। ଏସପି ପାଇଁ […]

Amit saha and akhilesh yadav

Amit saha and akhilesh yadav

Tapas Behera
  • Published: Tuesday, 28 December 2021
  • Updated: 28 December 2021, 06:02 PM IST

Sports

Latest News

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କାନପୁରରେ ଥିଲେ। ସେ ଏଠାରେ ମେଟ୍ରୋ ଉଦ୍‌ଘାଟନ କରିଥିଲେ। ଏହା ବ୍ୟତୀତ ଅନ୍ୟାନ୍ୟ ଯୋଜନା ମଧ୍ୟ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅବସରେ ମୋଦି ବିରୋଧୀ ଦଳଙ୍କୁ ଟାର୍ଗେଟ କରି ବର୍ଷି ଥିଲେ। ସେପଟେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ  ହାରଦୋଇରେ ଡେରା ପକାଇଥିଲେ। ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଶାହ ଏଠାରେ ବିଜେପି ପ୍ରତିଦ୍ୱନ୍ଦୀ ଅଖିଳେଶ ଯାଦବଙ୍କ ସମାଜବାଦି ପାର୍ଟି(ଏସପି) ଉପରେ ବର୍ଷିଥିଲେ।

ଏସପି ପାଇଁ ABCD ଅର୍ଥ ବୁଝାଇଥିଲେ ଅମିତ ଶାହ୍। କହିଥିଲେ ‘ଏ ’ର ଅର୍ଥ ହେଉଛି ଅପରାଧ ଏବଂ ଆତଙ୍କ , ‘ବି’ ର ଅର୍ଥ ହେଉଛି  ଭାଇ-ଭତିଜାବାଦ , ‘ସି’ର ଅର୍ଥ ହେଉଛି କରପସନ୍‌ ଏବଂ ‘ଡି’ ହେଉଛି ଦଙ୍ଗା।  ଶାହ କହିଛନ୍ତି ଯେ, ଆଜି ଗୁଣ୍ଡମାନେ ୟୁପିରୁ ପଳାୟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଫିଆଙ୍କ ସମ୍ପତ୍ତିରେ ଗରିବଙ୍କ ପାଇଁ ମାଗଣା ଘର ନିର୍ମାଣ କରୁଛନ୍ତି। କେବଳ ଏସପି ନୁହଁ କଂଗ୍ରେସକୁ ମଧ୍ୟ  ଶାହ ଟାର୍ଗେଟ କରିଥିଲେ।  ଗୃହମନ୍ତ୍ରୀଙ୍କ ଆକ୍ଷେପ ପରେ ପ୍ରତିଆକ୍ଷେପ କରିଛନ୍ତି ଅଖିଳେଶ ଯାଦବ।

ସେ ବିଜେପିର  ABCDର ଅର୍ଥ ବ୍ୟାଖ୍ୟା କରିଛନ୍ତି । ଏନେଇ ସେ ଟ୍ୱଟ୍ କରି ଲେଖିଛନ୍ତି ଯେ, 'ହାଥରସ, ଲଖିମପୁର, ଗୋରଖପୁର, ଆଗ୍ରା ଘଟଣା ଭଳି ଅନ୍ୟାନ୍ୟ ଘଟଣା ହେତୁ ବର୍ତ୍ତମାନ ବିଜେପି ସମର୍ଥକମାନେ ମଧ୍ୟ ଦଳ ବିରୋଧରେ ଠିଆ ହୋଇଛନ୍ତି । ସେମାନେ କହୁଛନ୍ତି  ଏବିସିଡି ଅର୍ଥ  ‘ଅବ ଭାଜପା ଛୋଡ଼ ଦୀ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story