କୃଷି ଆଇନ ରଦ୍ଦ, ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା କ'ଣ ହେବ?

ନୂଆଦିଲ୍ଲୀ: କୃଷି ଆଇନ ରଦ୍ଦ ହେବା ପରେ ଆନ୍ଦୋଳନକାରୀ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା କଣ ହେବ? ଏ ନେଇ ହରିଆଣା ସରକାର ସୂଚନା ଦେଇଛନ୍ତି। ତିନି କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଘୋଷଣା କରିବା ପରେ ଏବେ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ମଧ୍ୟ ପ୍ରତ୍ୟାହାର ହେବ ବୋଲି ହରିଆଣା ସରକାର କହିଛନ୍ତି। ଶୁକ୍ରବାର ହରିଆଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା କହିଛନ୍ତି ଯେ ଆଜି ଗୁରୁ ପର୍ବ। ଏହି ଅବସରରେ […]

Farmer Protest

Farmer Protest

Madhupriya Mistry
  • Published: Friday, 19 November 2021
  • Updated: 19 November 2021, 05:45 PM IST

ନୂଆଦିଲ୍ଲୀ: କୃଷି ଆଇନ ରଦ୍ଦ ହେବା ପରେ ଆନ୍ଦୋଳନକାରୀ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା କଣ ହେବ? ଏ ନେଇ ହରିଆଣା ସରକାର ସୂଚନା ଦେଇଛନ୍ତି। ତିନି କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଘୋଷଣା କରିବା ପରେ ଏବେ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ମଧ୍ୟ ପ୍ରତ୍ୟାହାର ହେବ ବୋଲି ହରିଆଣା ସରକାର କହିଛନ୍ତି।

ଶୁକ୍ରବାର ହରିଆଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା କହିଛନ୍ତି ଯେ ଆଜି ଗୁରୁ ପର୍ବ। ଏହି ଅବସରରେ ଚାଷୀଙ୍କୁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ଦିନ ଧରି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଏହାକୁ ପ୍ରତ୍ୟାହାର କରିବା ପାଇଁ ଶେଷରେ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ସରକାରର ଉପହାର ରୂପେ ବିବେଚନା କରାଯିବା ଉଚିତ। ଏଥିସହ ଆନ୍ଦୋଳନକାରୀ ଚାଷୀଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ ଚୌଟାଲା ନିବେଦନ କରିଛନ୍ତି। କେବଳ ସେତିକି ନୁହେଁ ଦୁଶ୍ୟନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସେ ସ୍ୱାଗତ କରିଥିବା କହିଛନ୍ତି । ସାମାଜିକ ଶାନ୍ତି ଏବଂ ଭାଇଚାରାର ପୁନରୁଦ୍ଧାର ପାଇଁ ଏହି ପଦକ୍ଷେପ ପ୍ରଶଂସନୀୟ। ସେ ସବୁବେଳେ କୃଷକଙ୍କ ସୁବିଧା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି।

ଭବିଷ୍ୟତରେ ସେ କୃଷକମାନଙ୍କ ସହିତ ଅଧିକ ପରାମର୍ଶ ନେବାକୁ ଚାହିଁବେ ବୋଲି କହିଛନ୍ତି। କୃଷକମାନଙ୍କୁ କିପରି ଭଲ ସୁବିଧା ପ୍ରଦାନ କରାଯାଇପାରିବ ତାହା ସେ କରିବେ ବୋଲି କହିଛନ୍ତି।

https://twitter.com/ANI/status/1461623297725001734?s=20

ତେବେ ଆନ୍ଦୋଳନ ବେଳେ କୃଷକମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ଯଦି ଟ୍ରାଫିକ୍ ଜାମ୍ ଭଳି କୌଣସି ମାରାତ୍ମକ କାର୍ଯ୍ୟକଳାପ ନାହିଁ, ତେବେ କେନ୍ଦ୍ର ସହିତ ଏଭଳି ସମସ୍ୟା ଉପରେ ଆଲୋଚନା କରିବା ପରେ ରାଜ୍ୟ ସରକାର ମାମଲା ପ୍ରତ୍ୟାହାର କରିନେବେ।

ଏହାପରେ ପ୍ରଧାନମନ୍ତ୍ରୀ ଆଜି କହିଥିବା କିଛି କଥାକୁ ଉଦ୍ଧୃତ କରି ଚୌଟାଲା କହିଛନ୍ତି, ପ୍ରଧାନମନ୍ତ୍ରୀ ମଧ୍ୟ ନିଜେ କହିଛନ୍ତି କୃଷି ଆଇନର ଉପକାରିତାକୁ ତାଙ୍କ ସରକାର ଠିକ ଭାବରେ ବୁଝାଇପାରି ନାହାନ୍ତି। ତେଣୁ ଆଇନ ଭଲ ହୋଇଥିଲେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ରହିଲା ଏବଂ ଚାଷୀଙ୍କୁ ଏକ ଉତ୍ତମ ଉପାୟରେ ପୁଣିଥରେ ବୁଝାଇବାର ସମୟ ଆସିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story