ହେଟସ୍ପିଚ୍‌ ମାମଲା: ଆସାଦୁଦ୍ଦିନ୍ ଓୱେସିଙ୍କ ଭାଇ ନିର୍ଦ୍ଦୋଷ  

ହାଇଦ୍ରାବାଦ: ହେଟସ୍ପିଚ୍‌ ମାମାରେ ନିର୍ଦ୍ଦୋଷରେ ଖଲାସ ହୋଛନ୍ତି  ତେଲେଙ୍ଗାନା ବିଧାୟକ ତଥା ଏଆଇଏମଆଏମ ମୁଖ୍ୟ ଆସାଦୁଦ୍ଦିନ୍ ଓୱେସିଙ୍କ ଭାଇ ଆକବରଉଦ୍ଦିନ ଓୱେସି। ଆକବରଉଦ୍ଦିନ ଦୁଇଟି ହେଟ୍‌ ସ୍ପିଚ୍‌ ମାମଲାରେ ଆଜି ତାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।  ସେ ଘୃଣାସୃଷ୍ଟିକାରୀ ଭାଷଣ ଦେଇଥିବା ନେଇ  ୨୦୧୨ରେ ଦୁଇଟି ମାମଲା ରୁଜୁ ହୋଇଥିଲା।  ହାଇଦ୍ରବାଦର ସ୍ୱତନ୍ତ୍ର  କୋର୍ଟ ପକ୍ଷରୁ ଉକ୍ତ ଦୁଇ ମାମଲାରା ଣୁଣାଣି କରାଯାଥିଲା।  ଆକବରଉଦ୍ଦିନ ନିମରିଆଲ ଏବଂ ନିଜାମାବାଦରେ  ୨୦୧୨ରେ ଘୃଣା ସୃଷ୍ଟିକାରୀ  ଭାଷଣ ଦେଇଥିଲେ। […]

iop

iop

Tapas Behera
  • Published: Wednesday, 13 April 2022
  • Updated: 13 April 2022, 04:02 PM IST

Sports

Latest News

ହାଇଦ୍ରାବାଦ: ହେଟସ୍ପିଚ୍‌ ମାମାରେ ନିର୍ଦ୍ଦୋଷରେ ଖଲାସ ହୋଛନ୍ତି  ତେଲେଙ୍ଗାନା ବିଧାୟକ ତଥା ଏଆଇଏମଆଏମ ମୁଖ୍ୟ ଆସାଦୁଦ୍ଦିନ୍ ଓୱେସିଙ୍କ ଭାଇ ଆକବରଉଦ୍ଦିନ ଓୱେସି। ଆକବରଉଦ୍ଦିନ ଦୁଇଟି ହେଟ୍‌ ସ୍ପିଚ୍‌ ମାମଲାରେ ଆଜି ତାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।  ସେ ଘୃଣାସୃଷ୍ଟିକାରୀ ଭାଷଣ ଦେଇଥିବା ନେଇ  ୨୦୧୨ରେ ଦୁଇଟି ମାମଲା ରୁଜୁ ହୋଇଥିଲା।  ହାଇଦ୍ରବାଦର ସ୍ୱତନ୍ତ୍ର  କୋର୍ଟ ପକ୍ଷରୁ ଉକ୍ତ ଦୁଇ ମାମଲାରା ଣୁଣାଣି କରାଯାଥିଲା।  ଆକବରଉଦ୍ଦିନ ନିମରିଆଲ ଏବଂ ନିଜାମାବାଦରେ  ୨୦୧୨ରେ ଘୃଣା ସୃଷ୍ଟିକାରୀ  ଭାଷଣ ଦେଇଥିଲେ। ଦୁଇଟି ଧାର୍ମିକ ଗୋଷ୍ଟୀ ମଧ୍ୟରେ  ଶତ୍ରୁତା ସୃଷ୍ଟି ହେବା ଭଳି ଆପତ୍ତିଜନକ ଭାଷଣ ଦେଇଥିଲେ ଆକବରଉଦ୍ଦିନ।

ଫଳରେ ତାଙ୍କ ନାମରେ ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ମାମଲା ରୁଜୁ ହୋଇଥିଲା। ଦୁଇଟି ମାମଲାରେ ପ୍ରତ୍ୟେକ ୩୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯାଇ ପାରୀକ୍ଷା କରାଯାଇ ଥିଲା ।  ଏହା ପୂର୍ବରୁ ଆକବରଉଦ୍ଦିନ ଜାମିନ ପାଇବା ପୂର୍ବରୁ ୪୦ ଦିନ ଜେଲରେ ଥିଲେ।

ହାଇଦ୍ରାବଦର ଏମପି ତଥା ଏଆଏମଆଇଏମ ମୁଖ୍ୟ ଆସାଦଦ୍ଦୁନି ୱଏସି ତାଙ୍କ ଭାଇଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆକବରଉଦ୍ଦିନଙ୍କ ଭିଡିଓ ଫୁଟେଜ ଲାବରେଟେରୀରେ ଯାଞ୍ଚ ଏବଂ ସାକ୍ଷୀ ପ୍ରମାଣକୁ ଆଧାର କରି ତାଙ୍କୁ ଆଜି କୋର୍ଟ ଦୋଷ ମୁକ୍ତ ଘୋଷଣା କରିଛନ୍ତି। ତେବେ ଆଜିର ରାୟ ଆସିବା ପରେ ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ହାଇଦ୍ରାବାଦରେ  କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story