ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲେ ବାୟୁସେନା ଅଧିକାରୀ

କୋଏମ୍ବଟୁର: ବାୟୁସେନା ଅଧିକାରୀଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଜଣେ ୨୯ ବର୍ଷୀୟ ମହିଳା ଅଧିକାରୀଙ୍କ ସହ ସେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ତାମିଲନାଡୁ କଏମ୍ବଟୁର ଜିଲ୍ଲାରେ ବାୟୁସେନାର ଜଣେ ଲେଫ୍ଟନାଣ୍ଟଙ୍କୁ ଗିରଫ କରାଯାଇଛି। ରବିବାର ଗାନ୍ଧିପୁର ଅଲ୍‌ ୱୁମେନ୍‌ ପୁଲିସ ତାଙ୍କୁ ଗିରଫ କରିଛି। ଏହି ବାୟୁସେନା ଅଧିକାରୀ ଜଣକ କୋଏମ୍ବଟୁର ଏୟରଫୋର୍ସ କଲେଜରେ ଟ୍ରେନିଂ ଦେଉଥିଲେ। ପୁଲସ ସୂଚନା ମୁତାବକ, ଅଗଷ୍ଟ ମାସରେ ସାରା ଭାରତରୁ କଏମ୍ବଟୁର ଏୟରଫୋର୍ସ […]

Rape victim

Rape victim

Madhupriya Mistry
  • Published: Monday, 27 September 2021
  • Updated: 27 September 2021, 01:09 PM IST

Sports

Latest News

କୋଏମ୍ବଟୁର: ବାୟୁସେନା ଅଧିକାରୀଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଜଣେ ୨୯ ବର୍ଷୀୟ ମହିଳା ଅଧିକାରୀଙ୍କ ସହ ସେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଆଧାରରେ ତାମିଲନାଡୁ କଏମ୍ବଟୁର ଜିଲ୍ଲାରେ ବାୟୁସେନାର ଜଣେ ଲେଫ୍ଟନାଣ୍ଟଙ୍କୁ ଗିରଫ କରାଯାଇଛି। ରବିବାର ଗାନ୍ଧିପୁର ଅଲ୍‌ ୱୁମେନ୍‌ ପୁଲିସ ତାଙ୍କୁ ଗିରଫ କରିଛି। ଏହି ବାୟୁସେନା ଅଧିକାରୀ ଜଣକ କୋଏମ୍ବଟୁର ଏୟରଫୋର୍ସ କଲେଜରେ ଟ୍ରେନିଂ ଦେଉଥିଲେ।

ପୁଲସ ସୂଚନା ମୁତାବକ, ଅଗଷ୍ଟ ମାସରେ ସାରା ଭାରତରୁ କଏମ୍ବଟୁର ଏୟରଫୋର୍ସ କଲେଜରେ ଟ୍ରେନିଂ ନେବା ପାଇଁ ୩୦ ଏୟାରଫୋର୍ସ ଅଫିସର ପହଞ୍ଚିଥିଲେ। ୨୯ ବର୍ଷୀୟ ମହିଳା ବାୟୁସେନା ଅଧିକାରୀଙ୍କ କହିବାନୁସାରେ, ସେପ୍ଟେମ୍ବର ୧୦ରେ ବାସ୍କେଟବଲ ଖେଳୁଥିବାବେଳେ ତାଙ୍କ ଗୋଡ଼ରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରେ ସେ ଔଷଧ ଖାଇ ଶୋଇବାକୁ ଯାଇଥିଲେ।

ତେବେ ମଧ୍ୟରାତ୍ରିରେ ତାଙ୍କ ଆଖି ଖୋଲିଲା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଦେହରେ କୌଣସି ପୋଷାକ ନଥିଲା। ଅଭିଯୁକ୍ତ ଅଧିକାରୀ ମଧ୍ୟ ତାଙ୍କ ସାମ୍ନାରେ ବିନା ପୋଷାକରେ ଉପସ୍ଥିତ ଥିଲେ। ତାଙ୍କ ସହ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି।

ଏନେଇ ମହିଳା ଅଫିସର ଜଣକ ତାଙ୍କର ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ। କିନ୍ତୁ ଅଭିଯୁକ୍ତ ଅଫିସରଙ୍କ ବିରୋଧରେ କୌଣସି ଆକ୍ସନ ନନିଆଯିବାରୁ ସେ ବାଧ୍ୟ ହୋଇ କୋଏମ୍ବଟୁର ସିଟି ପୁଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପରେ ବାୟୁସେନା ଲେଫ୍ଟନାଣ୍ଟଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story