କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢ଼ାଇ ସଲମାନଙ୍କ ଓକିଲ ଗିରଫ

ଉଦୟପୁର: ଅଡୁଆରେ ବଲିଉଡର ଦବଙ୍ଗ ଖାନ୍‌ ତଥା ସଲମାନ ଖାନ୍‌ଙ୍କ ଓକିଲ। କୃଷ୍ଣସାର ମୃଗ ଶିକାର ମାମଲାରେ ବିଷ୍ଣୋଇ ସମାଜ ପକ୍ଷରୁ ସଲମାନଙ୍କ କେସ୍‌ ଲଢ଼ୁଥିବା ଓକିଲ ଗିରଫ। ଜଣେ କନଷ୍ଟେବଳଙ୍କୁ ଗାଡି ଚଢ଼ାଇ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଛି। ରାଜସ୍ଥାନ ଯୋଧପୁର ଠାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଉପରକୁ ଓକିଲଙ୍କ ଗାଡି ମାଡି ଯାଇଥିଲା। ଏହାପରେ କନେଷ୍ଟବଳ ଜଣଙ୍କ ଡିଭାଇଡରରେ ପିଟି ହୋଇ ପୁଣି କାର ତଳକୁ ଚାଲି ଆସିଥିଲ। […]

salman-khan lawyer-mahipal-bishnoi

salman-khan lawyer-mahipal-bishnoi

Madhupriya Mistry
  • Published: Saturday, 06 August 2022
  • Updated: 06 August 2022, 06:19 PM IST

Sports

Latest News

ଉଦୟପୁର: ଅଡୁଆରେ ବଲିଉଡର ଦବଙ୍ଗ ଖାନ୍‌ ତଥା ସଲମାନ ଖାନ୍‌ଙ୍କ ଓକିଲ। କୃଷ୍ଣସାର ମୃଗ ଶିକାର ମାମଲାରେ ବିଷ୍ଣୋଇ ସମାଜ ପକ୍ଷରୁ ସଲମାନଙ୍କ କେସ୍‌ ଲଢ଼ୁଥିବା ଓକିଲ ଗିରଫ। ଜଣେ କନଷ୍ଟେବଳଙ୍କୁ ଗାଡି ଚଢ଼ାଇ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଛି।

ରାଜସ୍ଥାନ ଯୋଧପୁର ଠାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଉପରକୁ ଓକିଲଙ୍କ ଗାଡି ମାଡି ଯାଇଥିଲା। ଏହାପରେ କନେଷ୍ଟବଳ ଜଣଙ୍କ ଡିଭାଇଡରରେ ପିଟି ହୋଇ ପୁଣି କାର ତଳକୁ ଚାଲି ଆସିଥିଲ। ଗୁରୁତର କନେଷ୍ଟବଳଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ପୁଲିସ ସଂପୃକ୍ତ ଓକିଲଙ୍କୁ ଗିରଫ କରିଛି।

ଥାନା ଅଧିକାରୀ ସୁମେରଦାନ ଚରଣଙ୍କ କହିବା ମୁତାବକ, କୁଡି ଭଗତାସନୀ ଥାନା ଅଞ୍ଚଳ ଗେଟ ନମ୍ବର-୩ ରେ ଗତ ବିଳମ୍ବିତ ରାତିରେ କାର୍ଯ୍ୟରତ କନେଷ୍ଟବଳ ରମେଶ ସାରଣ ଡିଭାଇଡର ପାଖରେ ଠିଆ ହୋଇଥିଲେ। ଏହି ସମୟରେ ୧୨୦ ସ୍ପିଡରେ ଏକ କାର୍‌ ଆସି ଡିଭାଇଡର୍‌ରେ ପିଟି ହୋଇ ତାଙ୍କୁ ଧକ୍କା ଦେଇଥିଲା। ଏହାପରେ କାର୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲେ। ଏହା ଦେଖି ଅନ୍ୟ ପୁଲିସ କର୍ମଚାରୀମାନେ ଗୁରୁତର ଅବସ୍ଥାରେ କନେଷ୍ଟବଳଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲ ନେଇଯାଇଥିଲେ। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାରେ ପୁଲିସ ଧାରା ୨୭୯, ୩୦୪(କ) ଆଧାରରେ ମାମଲା ରୁଜୁ କରିଛି। ଏହାସହ ଗାଡି ଚଳାଉଥିବା ଓକିଲ ମହିପାଲ ବିଷ୍ଣୌଇଙ୍କୁ ଗିରଫ କକରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ମହିପାଲ ହେଉଛନ୍ତି ସେହି ଓକିଲ ଯିଏକି କୃଷ୍ଣସାର ମୃଗ ଶିକାର ମାମଲାରେ ବିଷ୍ଣୋଇ ସମାଜ ପକ୍ଷରୁ ସଲମାନ ଖାନ୍‌ଙ୍କ କେସ୍‌ ଲଢ଼ୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story