ନୂଆ ଦଳ ଗଠନ କରିବେ କ୍ୟାପ୍ଟେନ, ମେଣ୍ଟ ପାଇଁ ବିଜେପିକୁ ଦେଲେ ସର୍ତ୍ତ

ନୂଆଦିଲ୍ଲୀ: ନୂଆ ଦଳ ଗଠନ କରିବେ  ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ। ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହି ଦଳ ଅବତୀର୍ଣ୍ଣ ହେବ। ତେବେ ଏହି ନିର୍ବାଚନରେ ବିଜେପି ସହ ଦଳ ମେଣ୍ଟ କରିପାରେ। ଏନେଇ ଆଜି ଘୋଷଣା କରିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂ। ଯଦି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ୩ଟି କୃଷି ବିଲକୁ ପ୍ରତ୍ୟାହାର କରି ନିଅନ୍ତି ତେବେ ତାଙ୍କ ଦଳ ବିଜେପି ସହ ଆସନ ବୁଝାମଣା […]

AMARINDER SINGH

AMARINDER SINGH

Tapas Behera
  • Published: Tuesday, 19 October 2021
  • Updated: 19 October 2021, 10:49 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ଦଳ ଗଠନ କରିବେ  ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ। ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହି ଦଳ ଅବତୀର୍ଣ୍ଣ ହେବ। ତେବେ ଏହି ନିର୍ବାଚନରେ ବିଜେପି ସହ ଦଳ ମେଣ୍ଟ କରିପାରେ। ଏନେଇ ଆଜି ଘୋଷଣା କରିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂ।

ଯଦି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ୩ଟି କୃଷି ବିଲକୁ ପ୍ରତ୍ୟାହାର କରି ନିଅନ୍ତି ତେବେ ତାଙ୍କ ଦଳ ବିଜେପି ସହ ଆସନ ବୁଝାମଣା କରିବ ବୋଲି ଅମରିନ୍ଦର ସିଂ ଘୋଷଣା କରିଛନ୍ତି । ପଞ୍ଜାବ ଭବିଷ୍ୟତ ପାଇଁ ଯୁଦ୍ଧ ଆରମ୍ଭ ହୋଇସାରିଛି। ଖୁବ୍‌ ଶୀଘ୍ର ଦଳ ମଇଦାନକୁ  ଓହ୍ଲାଇବ ବୋଲି କ୍ୟାପ୍ଟେନ କହିଛନ୍ତି। ଏହି ଦଳ ପଞ୍ଜାବ ଲୋକଙ୍କ ସେବାରେ କାମ କରିବ ।

ବିଶେଷ କରି କୃଷକମାନେ ଦୀର୍ଘ ଦିନ ଧରି ଲଢ଼େଇ ଜାରି ରଖିଥିବାରୁ  ସେମାନଙ୍କ ସହ ଦଳ ଠିଆ ହେବ ବୋଲି କୁହାଯାଇଛି। ଏନେଇ ଅମରିନ୍ଦରଙ୍କ ମିଡିଆ ଉପଦେଷ୍ଟା ରବିନ୍‌ ଥୁକରାଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଯଦି କୃଷକ ଆନ୍ଦୋଳନର ସମାଧାନ ହୋଇଯାଏ ତେବେ ଦଳ ବିଜେପି ସହ ମେଣ୍ଟ କରିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ତାଙ୍କ ଦଳ ଅକାଳି ଦଳ ସହ ମେଣ୍ଟ କରିପାରେ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story