ୱାର-ରୁମ୍‌ରେ ରଣନୀତି କରିବେ ଅମିତ୍‌ ଶାହ, ଜାଣନ୍ତୁ ଚ୍ୟାଲେଞ୍ଜ କଣ ?

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଏହି ନିର୍ବାଚନ ସମ୍ପର୍କରେ ବିଜେପି ପକ୍ଷରୁ ଦିଲ୍ଲୀର ଦଳୀୟ ୱାର ରୁମ୍‌ରେ ଆଲୋଚନା ପାଇଁ ଯୋଜନା ରହିଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ। ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଚ୍ଚରେ ପାଞ୍ଚଟି ରାଜ୍ୟ ତଥା ପଞ୍ଜାବ, ଗୋଆ, ମଣିପୁର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ରହିଛି। ପଞ୍ଚାବକୁ ଛାଡ଼ି ଅନ୍ୟ […]

Amit saha

Amit saha

Tapas Behera
  • Published: Wednesday, 13 October 2021
  • Updated: 13 October 2021, 07:42 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଏହି ନିର୍ବାଚନ ସମ୍ପର୍କରେ ବିଜେପି ପକ୍ଷରୁ ଦିଲ୍ଲୀର ଦଳୀୟ ୱାର ରୁମ୍‌ରେ ଆଲୋଚନା ପାଇଁ ଯୋଜନା ରହିଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ। ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଚ୍ଚରେ ପାଞ୍ଚଟି ରାଜ୍ୟ ତଥା ପଞ୍ଜାବ, ଗୋଆ, ମଣିପୁର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ରହିଛି।

ପଞ୍ଚାବକୁ ଛାଡ଼ି ଅନ୍ୟ ୪ଟି ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ରହିଛି। ଉତ୍ତରପ୍ରଦେଶକୁ ଛାଡ଼ି ଦଳ ଅନ୍ୟ ୩ଟି ରାଜ୍ୟରେ ଆରାମରେ  କ୍ଷମତା ପ୍ରତ୍ୟାବର୍ତ୍ତନ ନେଇ ଆଶାବାଦି ଅଛି। ସାମ୍ପ୍ରତିକ ପରିସ୍ଥତି ଦଳ ପାଇଁ ଉତ୍ତରପ୍ରଦେଶରେ ପୁଣି କ୍ଷମତାକୁ ଫେରିବା କାଠିକର ପାଠ ହୋଇପାରେ। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅସନ୍ତୋଷର ହାୱା ବଢ଼ୁଥିବା ବେଳେ ଏହାକୁ ମୁକାବିଲା ପାଇଁ ବିଜେପି ଜୋରଦାର ଉଦ୍ୟମ କରିଥିଲା। ହେଲେ ନିକଟରେ ଖେରୀ ହିଂସା ମାମଲାରେ ଦଲୀୟଳ ଲୋକ ଫସିବା ସ୍ଥିତିକୁ ବିଗାଡ଼ିଦେଛି। ଦୁଇ ଦିନ ପୂର୍ବରୁ  ରାଜ୍ୟର ବରିଷ୍ଠ ବିଜେପି ନେତାମାନେ ଦିଲ୍ଲୀରେ ଦଳର ମୁଖ୍ୟ ଜେପି ନଡ୍ଡାଙ୍କୁ ଭେଟିଥିଲେ।

୪ ଘଣ୍ଟା ଧରି ହୋଇଥିବା ଆଲୋଚନାରେ ଅଶିଷ ମିଶ୍ରାଙ୍କ ମାମଲାକୁ ନେଇ କସରତ ହୋଇଥିଲା । ସେପଟେ କେନ୍ଦ୍ରମନ୍ତ୍ରୀ  ଅଜୟ ମିଶ୍ରା ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାନ୍ତି । ବିରୋଧୀଙ୍କ ଆକ୍ରମଣ ଓ ଚାଷୀଙ୍କ ଚାପରେ  ଦଳ ପରବର୍ତ୍ତୀ ରଣନୀତି ଆପଣେଇପାରେ ବୋଲି କୁହାଯାଉଛି। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ବ୍ରାହ୍ମଣ ପରିବାରର ହୋଇଥିବାରୁ  ସେ ଇସ୍ତଫା ଦେଲେ ବ୍ରାହ୍ମଣ  ଗୋଷ୍ଠୀ ଫିଡ଼ିକି ଯାଇପାରେ ବୋଲି  ଦଳ ଆଶଙ୍କା କରୁଛି। ଯୋଗୀ ଆଦିତ୍ୟନାଥଙ୍କୁ ଦଳ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ  ଭାବେ ଚାହୁଁଥିବା ବେଳେ ତାଙ୍କ ଉପରେ ବ୍ରାହ୍ମଣ ସମର୍ଥନ ନେଇ ଦଳ ଆଶଙ୍କାରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story