ରାମଦେବଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ-ସେମାନଙ୍କ ବାପା ବି ମୋତେ ଗିରଫ କରିପାରିବନି

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଯୋଗଗୁରୁ ବାବା ରାମଦେବ। ଏଲୋପାଥି ଚିକିତ୍ସା ଓ ଡାକ୍ତରମାନଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବା ରାମଦେବଙ୍କ ଆଉ ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଅଧିକାରୀମାନଙ୍କୁ ତାଙ୍କୁ ଗିରଫ କରିବା ପାଇଁ ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳିଛି। ଏପରି କି ସେ ଅଧିକାରୀମାନଙ୍କ ବାପାଙ୍କ ନାଁ ଧରି ଖୋଲା ଆହ୍ୱାନ ଦେଇଛନ୍ତି। କରୋନା ରୋଗୀଙ୍କ ଚିକିତ୍ସାରେ ଏଲୋପାଥି ଫେଲ ଓ ଏହା ଏକ ଷ୍ଟୁପିଡ ସାଇନ୍ସ […]

Ramdev

Ramdev

Hemant Lenka
  • Published: Thursday, 27 May 2021
  • Updated: 27 May 2021, 06:03 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଯୋଗଗୁରୁ ବାବା ରାମଦେବ। ଏଲୋପାଥି ଚିକିତ୍ସା ଓ ଡାକ୍ତରମାନଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବା ରାମଦେବଙ୍କ ଆଉ ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଅଧିକାରୀମାନଙ୍କୁ ତାଙ୍କୁ ଗିରଫ କରିବା ପାଇଁ ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳିଛି। ଏପରି କି ସେ ଅଧିକାରୀମାନଙ୍କ ବାପାଙ୍କ ନାଁ ଧରି ଖୋଲା ଆହ୍ୱାନ ଦେଇଛନ୍ତି।

କରୋନା ରୋଗୀଙ୍କ ଚିକିତ୍ସାରେ ଏଲୋପାଥି ଫେଲ ଓ ଏହା ଏକ ଷ୍ଟୁପିଡ ସାଇନ୍ସ ବୋଲି ରାମଦେବ କହିଥିଲେ। ଏହାକୁ ନେଇ ଦିଲ୍ଲୀଠାରୁ ପଲ୍ଲୀ ଯାଏ କମ୍ପନ ସୃଷ୍ଟି ହୋଇଛି। ସୋଶାଲ ମଡିଆରେ #Arrest Ramdev ଟ୍ରେଣ୍ଡ ମଧ୍ୟ କରୁଛି। ଏସବୁ ଭିତରେ ରାମଦେବଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି।

ଏଥିରେ ସେ କହୁଛନ୍ତି ଯେ “ଛାଡ଼ନ୍ତୁ, ଗିରଫଦାରୀ ତାଙ୍କ ବାପା ବି ମୋତେ କରିପାରିବ ନାହିଁ। ସ୍ୱାମୀ ରାମଦେବକୁ କେହି ବି ଗିରଫ କରିପାରିବେ ନାହିଁ। ସେମାନେ କେବଳ ଠକ ରାମଦେବ, ମହାଠକ ରାମଦେବ ଓ ରାମଦେବକୁ ଗିରଫ କର କହିପାରିବେ। ଏହାର ଟ୍ରେଣ୍ଡ କରାଇପାରିବେ। ସେମାନଙ୍କୁ ଏପରି କରିବାକୁ ଦିଆଯାଉ। ଆମ ଲୋକମାନେ ଏପରି ଟ୍ରେଣ୍ଡ ସହ ଭଲ ଭାବେ ପରିଚିତ। ଆମର ଟ୍ରେଣ୍ଡ ସବୁବେଳେ ଉପରେ ରହିଥାଏ।” ସେ ଏହାକୁ ବେଶ ହସି ହସି ତାଚ୍ଛଲ୍ୟ କରି କହୁଥିବା ଦେଖିବାକୁ ମିଳିଛି।

ରାମଦେବ ଏଲୋପାଥିକୁ ଷ୍ଟୁପିଡ ସାଇନ୍ସ ଓ ଏଲୋପାଥି ଯୋଗୁ ଲକ୍ଷାଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି କହିବାରୁ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରେ ଦାବି କରାଯାଉଛି। ଆଇଏମଏ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ରାମଦେବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

ଆଇଏମଏ କହିଛି ଯେ ଭାରତ ସରକାର ରାମଦେବଙ୍କ ବିରୋଧରେ ଦେଶଦ୍ରୋହ ମାମଲା କରିବା କଥା। କାରଣ ସେ ଲୋକଙ୍କୁ ଭ୍ରମିତ କରିବା ସହ ଟିକା ବିରୋଧରେ କହିଛନ୍ତି। ସେହିପରି ସରକାରଙ୍କ କୋଭିଡ ଚିକିତ୍ସା ପଦ୍ଧତି ସମ୍ପର୍କରେ ଭୁଲ କଥା ପ୍ରଚାର କରିଛନ୍ତି। ଖାଲି ଏତିକି ନୁହେଁ, ଆଇଏମଏ ଡେରାଡୁନ ପକ୍ଷରୁ ରାମଦେବଙ୍କ ପାଖକୁ ହଜାରେ କୋଟିର ମାନହାନୀ ନୋଟିସ ମଧ୍ୟ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story