ପାକିସ୍ତାନ ସୁନ୍ଦରୀର ପ୍ରେମ ଜାଲରେ ଫସି ଦେଶ ସହ ବେଇମାନି

ନୂଆଦିଲ୍ଲୀ: ହନିଟ୍ରାପରେ ସେନାର ପିଅନ। ପାକିସ୍ତାନୀ ସୁନ୍ଦରୀଙ୍କ ପ୍ରେମ ଜାଲରେ ଫସି ଦେଶ ସହ ବିଶ୍ୱାସଘାତକ । ଏମିତିକି ସେନାର କେତେକ ସମ୍ବେଦନଶୀଳ ତଥ୍ୟକୁ ସେୟାର କରିଥିବା ଅଭିଯୋଗ ହୋଇଛି। ସେନାର ଗୋପନୀୟ ତଥ୍ୟକୁ ଶତ୍ରୁ ରାଷ୍ଟ୍ରକୁ ସେୟାର କରିବା ଅଭିଯୋଗରେ ପୁଲିସ ରାଜସ୍ତାନର ରାମ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।  ରାମ ସିଂ ଜୋଧପୁରର ମିଲିଟାରୀ ଚିଫ୍‌  ଇଞ୍ଜିନିୟର ଅଧୀନରେ ପିଅନ ଭାବେ କାମ କରନ୍ତି। ଇଣ୍ଟେଲିଜେନ୍ସ ପୋଲିସ ମହାନିର୍ଦ୍ଦେଶକ  ଉମେଶ ମିଶ୍ରା […]

5gb1

5gb1

Tapas Behera
  • Published: Thursday, 14 October 2021
  • Updated: 14 October 2021, 08:56 PM IST

Sports

Latest News

ନୂଆଦିଲ୍ଲୀ: ହନିଟ୍ରାପରେ ସେନାର ପିଅନ। ପାକିସ୍ତାନୀ ସୁନ୍ଦରୀଙ୍କ ପ୍ରେମ ଜାଲରେ ଫସି ଦେଶ ସହ ବିଶ୍ୱାସଘାତକ । ଏମିତିକି ସେନାର କେତେକ ସମ୍ବେଦନଶୀଳ ତଥ୍ୟକୁ ସେୟାର କରିଥିବା ଅଭିଯୋଗ ହୋଇଛି। ସେନାର ଗୋପନୀୟ ତଥ୍ୟକୁ ଶତ୍ରୁ ରାଷ୍ଟ୍ରକୁ ସେୟାର କରିବା ଅଭିଯୋଗରେ ପୁଲିସ ରାଜସ୍ତାନର ରାମ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।  ରାମ ସିଂ ଜୋଧପୁରର ମିଲିଟାରୀ ଚିଫ୍‌  ଇଞ୍ଜିନିୟର ଅଧୀନରେ ପିଅନ ଭାବେ କାମ କରନ୍ତି।

ଇଣ୍ଟେଲିଜେନ୍ସ ପୋଲିସ ମହାନିର୍ଦ୍ଦେଶକ  ଉମେଶ ମିଶ୍ରା  କହିଛନ୍ତି ଯେ, ଅଭିଯୁକ୍ତ ମିଲିଟାରୀ ଚିଫ୍‌  ଇଞ୍ଜିନିୟର ଅଧୀନରେ  କାର୍ଯ୍ୟ କରୁଥିବା ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ।  ଡିଜି ମିଶ୍ରା କହିଛନ୍ତି ଯେ ୩୫ ବର୍ଷିୟ ରାମ ସିଂ ଗତ ଦୁଇ ମାସ ଧରି  ହ୍ୱାଟ୍‌ସଆପ ଜରିଆରେ  ଜଣେ ପାକିସ୍ତାନୀ ମହିଳାଙ୍କ ସହ ସମ୍ପର୍କରେ ଥିଲେ।

ତାଙ୍କୁ ଭେଟିବା ଏବଂ ବିବାହର ବାହାନା କରି ମହିଳା ଜଣକ ତାଙ୍କୁ ପ୍ରଲୋଭିତ କରିଥିଲେ।  ବଦଳରେ ହ୍ୱାଟ୍‌ସଆପ ମାଧ୍ୟମରେ ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ଦଲିଲ ଗୁଡ଼ିକର ତଥ୍ୟ ପଠାଇଥିଲେ ରାମ ସିଂ। ବିଭିନ୍ନ ପ୍ରକାର ଡକ୍ୟୁମେଣ୍ଟ, ଫଟୋ ଏବଂ କିଛି ଗୁରୁତ୍ୱପୁର୍ଣ୍ଣ ଚିଠିକୁ ସେୟାର କରିଛି ରାମ ସିଂ। ଏହି ଖବର ମିଳିବା ପରେ ତାଙ୍କ ଉପରେ ଇଣ୍ଟେଲିଜେନ୍ସ ପକ୍ଷରୁ ନଜର ରଖାଯାଇଥିଲା। ଡିଜି ମିଶ୍ରା କହିଛନ୍ତି ଯେ ଯୋଧପୁରର ଏକାଧିକ ଏଜେନ୍ସି ଦ୍ୱାରା ରାମ ସିଂଙ୍କୁ ମିଳିତ ଭାବେ ପଚରାଉଚରା କରାଯାଇଥିଲା। ତାଙ୍କ ଫୋନରେ ଅଶ୍ଳୀଳ ଚାଟ୍ ଏବଂ ଅନ୍ୟାନ୍ୟା ଚାର୍ଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story