'୮୫-୯୦% ପରୀକ୍ଷାର୍ଥୀ ଦେଲେ ଏନଇଇଟି ପ୍ରବେଶିକା ପରୀକ୍ଷା'

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ବେଳେ ଦୁଇଥର ଏନଇଇଟି ପରୀକ୍ଷା ସ୍ଥଗିତ ହେବା ପରେ ରବିବାର ଏହି ପରୀକ୍ଷା ହୋଇଛି। 13 ସେପ୍ଟେମ୍ବର ଅପରାହ୍ନ 2 ଟାରୁ 5 ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସମଗ୍ର ଦେଶରେ 3,843 ପରୀକ୍ଷା କେନ୍ଦ୍ରରେ ଏନଇଇଟି ପରୀକ୍ଷା ହୋଇଥିଲା। ସେହିପରି ମେଡକିଲ କଲେଜ ପ୍ରବେଶିକା ପରୀକ୍ଷାରେ 15.97 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରୀକ୍ଷା ଶେଷ ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ […]

neet

neet

Subhransu Sekhar
  • Published: Sunday, 13 September 2020
  • Updated: 13 September 2020, 11:40 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ବେଳେ ଦୁଇଥର ଏନଇଇଟି ପରୀକ୍ଷା ସ୍ଥଗିତ ହେବା ପରେ ରବିବାର ଏହି ପରୀକ୍ଷା ହୋଇଛି। 13 ସେପ୍ଟେମ୍ବର ଅପରାହ୍ନ 2 ଟାରୁ 5 ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସମଗ୍ର ଦେଶରେ 3,843 ପରୀକ୍ଷା କେନ୍ଦ୍ରରେ ଏନଇଇଟି ପରୀକ୍ଷା ହୋଇଥିଲା। ସେହିପରି ମେଡକିଲ କଲେଜ ପ୍ରବେଶିକା ପରୀକ୍ଷାରେ 15.97 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ପରୀକ୍ଷା ଶେଷ ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ୱିଟ କରି କହିଛନ୍ତି ଯେ ଜାତୀୟ ପରୀକ୍ଷା ଏଜେନ୍ସିର ସୂଚନା ଅନୁଯାୟୀ ଆଜି ପ୍ରାୟ 85-90 ପ୍ରତିଶତ ଛାତ୍ର ଏନଇଇଟି ପରୀକ୍ଷାରେ ଭାଗ ନେଇଛନ୍ତି। ଏହା ଆତ୍ମନିର୍ଭରଶୀଳ ଭାରତର ନିଷ୍ଠା ଏବଂ ଧୌର୍ଯ୍ୟକୁ ପ୍ରତିଫଳିତ କରିଛି।

ଏହାପୂର୍ବରୁ ନିଶଙ୍କ କହିଥିଲେ ଯେ ‘ସମସ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଉପଯୁକ୍ତ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ମୁଁ ସମସ୍ତ ରାଜ୍ୟକୁ ଧନ୍ୟବାଦ ଦେଉଛି'।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story