ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲା: ଏନ୍‌ସିବିର ତଦନ୍ତକୁ ନେଇ ପ୍ରଶ୍ନ, ସ୍କାନର୍‌ରେ ୮ ଅଧିକାରୀ

ମୁୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ। ଏହି ମାମଲାର ମୁମ୍ବାଇ ଏନ୍‌ସିବିର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ। ତଦନ୍ତରେ ଅନେକ ତ୍ରୁଟି ଥିବା ଏକ ରିପୋର୍ଟରେ କୁହାଯାଇଛି। ଏଥିସହ ତଦନ୍ତରେ ସାମିଲ୍ ଥିବା ୮ ଅଧିକାରୀ ଏବେ ସ୍କାନର୍‌ରେ ଅଛନ୍ତି। ସେମାନଙ୍କ ସନ୍ଦିଗ୍ଧ ଭୂମିକାକୁ ନେଇ ଆଶଙ୍କା କରାଯାଉଛି। ଏହି ମାମଲାରେ ଏବେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଗତବର୍ଷ କାର୍ଡିଲିଆ କ୍ରୁଜ ରେଭ୍ […]

aryan-khan

aryan-khan

Madhupriya Mistry
  • Published: Wednesday, 19 October 2022
  • Updated: 19 October 2022, 11:57 AM IST

Sports

Latest News

ମୁୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ। ଏହି ମାମଲାର ମୁମ୍ବାଇ ଏନ୍‌ସିବିର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ। ତଦନ୍ତରେ ଅନେକ ତ୍ରୁଟି ଥିବା ଏକ ରିପୋର୍ଟରେ କୁହାଯାଇଛି। ଏଥିସହ ତଦନ୍ତରେ ସାମିଲ୍ ଥିବା ୮ ଅଧିକାରୀ ଏବେ ସ୍କାନର୍‌ରେ ଅଛନ୍ତି। ସେମାନଙ୍କ ସନ୍ଦିଗ୍ଧ ଭୂମିକାକୁ ନେଇ ଆଶଙ୍କା କରାଯାଉଛି। ଏହି ମାମଲାରେ ଏବେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।

ଗତବର୍ଷ କାର୍ଡିଲିଆ କ୍ରୁଜ ରେଭ୍ ପାର୍ଟିରେ ଚଢ଼ାଉ କରି ଏନ୍‌ସିବି ଆର୍ଯ୍ୟନ୍ ଖାନ୍‌ଙ୍କୁ ଗିରଫ କରିଥିଲା। ଏହି ମାମଲାର ତଦନ୍ତ ପାଇଁ ଏନ୍‌ସିବି ଯେଉଁ ଏସ୍‌ଆଇଟିର ଗଠନ କରିଥିଲା ସେ ୩୦୦୦ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ଏନ୍‌ସିବି ଡିଜିକୁ ଦେଇଛି। ଏସ୍‌ଆଇଟି ଏବେ ଏହି ମାମଲାରେ କିଛି ଅଧିକାରୀଙ୍କ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି। ଆର୍ଯ୍ୟନ ଖାନ୍ କେସ୍‌ରେ ଅନିୟମିତତା ଥିବା ଏସ୍‌ଆଇଟି ନିଜ ରିପୋର୍ଟରେ ଉଲ୍ଲେଖ କରିଛି।

ରିିପୋର୍ଟରେ କୁହାଯାଇଛି ଯେ, ଏନ୍‌ସିବି ୬୫ ଲୋକଙ୍କ ବୟାନ୍ ରେକର୍ଡ କରିଛି। କିନ୍ତୁ ସେଥିରୁ କିଛି ଲୋକେ ୩ରୁ ୪ ଥର ନିଜ ବୟାନ ବଦଳାଇ ସାରିଛନ୍ତି। ଏହି ପୂରା ରିପୋର୍ଟକୁ ଦିଲ୍ଲୀ ଅଫିସ ପଠାଯାଇଥିବା କୁହାଯାଉଛି। ଏଥିସହ ପ୍ରାୟ ୮ ଏନ୍‌ସିବି ଅଧିକାରୀଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରାଯାଇଛି। ଏନସିବିରେ କାର‌୍ୟ୍ୟ କରୁଥିବା ସେହି ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରିପୋର୍ଟରେ ସୁପାରିଶ କରାଯାଇଛି। ଏଥି ସହିତ, ଯେଉଁ ଅଧିକାରୀମାନେ ବର୍ତ୍ତମାନ ଅନ୍ୟ ଏଜେନ୍ସି ସହିତ ଡେପୁଟେସନ୍ ସହ ଜଡିତ ଅଛନ୍ତି, ସେମାନଙ୍କ ରିପୋର୍ଟ ସେମାନଙ୍କ କ୍ୟାଡର ମୁଖ୍ୟଙ୍କୁ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଏନସିବି ୨୦୨୧ ମସିହାରେ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରିଥିଲା। ଏହାପରେ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଆର୍ଯ୍ୟନ୍‌ଙ୍କୁ ଦୀର୍ଘ ୨୨ ଦିନ ଜେଲରେ ରହିବାକୁ ପଡିଥିଲା। ଏହାପରେ ତାଙ୍କୁ ଜାମିନ୍ ମିଳିଥିଲା। ପରେ ଏନସିବି ମଧ୍ୟ ଆର୍ଯ୍ୟନ୍ ଖାନଙ୍କୁ କ୍ଲିନ ଚିଟ୍ ଦେଇଥିଲା। ସମୀର ୱାନଖଡେ ଏନସିବିର ମୁମ୍ୱାଇ ନିର୍ଦ୍ଦେଶକ ଥିବା ସମୟରେ ଆର୍ଯ୍ୟନ୍ ଖାନଙ୍କୁ କ୍ଲିନ ଚିଟ୍ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story