ବେଲ୍‌ ପୂର୍ବରୁ ଜେଲ୍‌ ଗଲେ ଆର୍ଯ୍ୟନ୍‌

ମୁମ୍ବାଇ: ବେଲ୍‌ ହେବ ନା ଜେଲ୍। ଚାଲିଛି ଶାହାରୁଖ ଖାନ୍‌ଙ୍କ ପୁଅଙ୍କ ଭାଗ୍ୟ ପରୀକ୍ଷା। ତେବେ ଏହା ପୂର୍ବରୁ ଜେଲ୍‌ ଯାଇଛନ୍ତି କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ। ଆଜି କୋର୍ଟରେ ଜାମିନ ଶୁଣାଣି ଚାଲିଥିବା ବେଳେ ପୁଲିସ ତାଙ୍କୁ ଜେଲ୍‌ରେ ପହଞ୍ଚାଇଛି। ମୁମ୍ବାଇ ହାଇପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ସମେତ ୮ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ଚାଲିଛି। ତେବେ ଏହା ପୂର୍ବରୁ ଏନ୍‌ସିବି ତାଙ୍କୁ ମୁମ୍ବାଇ ଆର୍ଥର ରୋଡ୍‌ରେ ଜେଲକୁ ନେଇ ଯାଇଛି। […]

Aryan khan

Aryan khan

Madhupriya Mistry
  • Published: Friday, 08 October 2021
  • Updated: 08 October 2021, 05:21 PM IST

Sports

Latest News

ମୁମ୍ବାଇ: ବେଲ୍‌ ହେବ ନା ଜେଲ୍। ଚାଲିଛି ଶାହାରୁଖ ଖାନ୍‌ଙ୍କ ପୁଅଙ୍କ ଭାଗ୍ୟ ପରୀକ୍ଷା। ତେବେ ଏହା ପୂର୍ବରୁ ଜେଲ୍‌ ଯାଇଛନ୍ତି କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ। ଆଜି କୋର୍ଟରେ ଜାମିନ ଶୁଣାଣି ଚାଲିଥିବା ବେଳେ ପୁଲିସ ତାଙ୍କୁ ଜେଲ୍‌ରେ ପହଞ୍ଚାଇଛି। ମୁମ୍ବାଇ ହାଇପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ସମେତ ୮ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ଚାଲିଛି। ତେବେ ଏହା ପୂର୍ବରୁ ଏନ୍‌ସିବି ତାଙ୍କୁ ମୁମ୍ବାଇ ଆର୍ଥର ରୋଡ୍‌ରେ ଜେଲକୁ ନେଇ ଯାଇଛି।

ଆର୍ଯ୍ୟନ୍‌ ଖାନ୍‌ ୮ ଅଭିଯୁକ୍ତଙ୍କ ସହ ଜେଲ୍‌ ପହଞ୍ଚିଛନ୍ତି। ପୁରୁଷ କଏଦୀଙ୍କୁ ଆର୍ଥର ରୋଡ୍‌ ଜେଲ୍‌ ନିଆଯାଇଥିବା ବେଳେ ମହିଳା କଏଦୀଙ୍କୁ ବାଇକୁଲା ଜେଲ୍‌ ପଠାଇ ଦିଆଯାଇଛି। ସେପଟେ ଜେଲ୍‌ ପହଞ୍ଚିବା ପରେ ଆର୍ଯ୍ୟନ୍‌ ବେଶ୍‌ ଭୟଭିତ ହୋଇ ପଡିଛନ୍ତି।  ଯଦି ଆର୍ଯ୍ୟନ୍‌ଙ୍କୁ ସନ୍ଧ୍ୟା ୫ଟା ସୁଦ୍ଧା ଜାମିନ ନମିଳେ ତେବେ ତାଙ୍କୁ ଜେଲ୍‌ରେ ରହିବାକୁ ପଡିବ। ଏବେ ଆର୍ଯ୍ୟନ୍‌ଙ୍କୁ ଜେଲ୍‌ର କ୍ୱାରେଣ୍ଟାଇନ୍‌ ସେଲ୍‌ରେ ରଖାଯାଇଛି।

ସେପଟେ ଏହି ଷ୍ଟାର କିଡ୍‌ଙ୍କ ଜାମିନ୍‌ ପାଇଁ କୋର୍ଟରେ ଯୁକ୍ତତର୍କ ଜାରି ରଖିଛନ୍ତି ଓକିଲ ସତୀଶ ମାନସିନ୍ଦେ। ତାଙ୍କ କହିବା ମୁତାବକ, ଆର୍ଯ୍ୟନ ଖାନ୍‌ଙ୍କ ବିରୋଧରେ ଅଭିଯୋଗ ରହିଛି କିନ୍ତୁ ତାଙ୍କ ବିରୋଧରେ ଏଯାଏଁ କିଛି ମିଳିନାହିଁ। ଏନ୍‌ସିବି ଆର୍ଯ୍ୟନଙ୍କୁ ୫ ଦିନ କଷ୍ଟଡିରେ ରଖିଲା କିନ୍ତୁ ତାଙ୍କ ବିରୋଧରେ କିଛି ବି ପ୍ରମାଣ ବାହାର କରିପାରିଲା ନାହିଁ। ସେ କହିଛନ୍ତି, ଆର୍ଯ୍ୟନ ଏକ ସଭ୍ୟ ପରିବାରର ପୁଅ। ତାଙ୍କର ଅନ୍ୟ ଅଭିଯୁକ୍ତଙ୍କ ସହ କୌଣସି ସମ୍ପର୍କ ନାହିଁ। ଏଭଳି ସ୍ଥିତିରେ ତାଙ୍କୁ ଜେଲ୍‌ ପଠାଇବା ଠିକ୍‌ ନୁହେଁ ବୋଲି ତାଙ୍କ ଓକିଲ ଅଦାଲତରେ ଯୁକ୍ତି ବାଢ଼ିଛନ୍ତି।

ସୂଚନା ମୁତାବକ, ଗତକାଲି ଏନ୍‌ସିବି କଷ୍ଟଡିରେ ଆର୍ଯ୍ୟନ ରାତି ବିତାଇଛନ୍ତି। କାରଣ ଜେଲ୍‌ ଯିବା ପାଇଁ ତାଙ୍କର କୋଭିଡ ଟେଷ୍ଟ ହୋଇନଥିଲା। ମୁମ୍ବାଇ କ୍ରୁଜ ପାର୍ଟିରେ ଆର୍ଯ୍ୟନ୍‌ ଧରା ପଡିଥିଲେ। ତାଙ୍କ ସମେତ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଏନ୍‌ସିବି ଗିରଫ କରିଥିଲା। ଗିରଫ କିଛି ବ୍ୟକ୍ତିଙ୍କ ନିକଟରୁ ଡ୍ରଗ୍ସ ଜବତ ହୋଇଥିଲା। ଏହି ମାମଲାରେ ବର୍ତ୍ତମାନ ଯାଏଁ ଏନ୍‌ସିବି ୧୫ରୁ ଅଧିକ ଜଣଙ୍କୁ ଗିରଫ କରିସାରିଲାଣି।

https://twitter.com/ANI/status/1446392073322520583?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story