ଜେଲରେ ସକାଳୁ ୬ରୁ ଉଠିବେ ଶାହାରୁଖଙ୍କ ପୁଅ, ମିଳିବନି ବାହାର ଖାଦ୍ୟ

ମୁମ୍ବାଇ: ଡ୍ରଗ୍ସ ଜାଲରେ ଫସି ଗିରଫ ହୋଇଥିବା ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଆଜି ରାତି ଜେଲରେ କାଟିବେ। ତାଙ୍କ ଜାମିନ ଶୁଣାଣି ଶେଷ ହେବା ପୂର୍ବରୁ ହିଁ ମହାରାଷ୍ଟ୍ରର ଆର୍ଥର ଜେଲକୁ ନିଆଯାଇ ସାରିଥିଲା। ଏବେ ସେ ଜେଲର ସ୍ୱତନ୍ତ୍ର କ୍ୱାରେଣ୍ଟାନ ରୁମରେ ରହିଛନ୍ତି। ଆର୍ଯ୍ୟନଙ୍କୁ ଗୁରୁବାର କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଅର୍ଥାତ ଜାମିନ ନ ମିଳିବା […]

aryan

aryan

Hemant Lenka
  • Published: Friday, 08 October 2021
  • Updated: 08 October 2021, 08:56 PM IST

Sports

Latest News

ମୁମ୍ବାଇ: ଡ୍ରଗ୍ସ ଜାଲରେ ଫସି ଗିରଫ ହୋଇଥିବା ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଆଜି ରାତି ଜେଲରେ କାଟିବେ। ତାଙ୍କ ଜାମିନ ଶୁଣାଣି ଶେଷ ହେବା ପୂର୍ବରୁ ହିଁ ମହାରାଷ୍ଟ୍ରର ଆର୍ଥର ଜେଲକୁ ନିଆଯାଇ ସାରିଥିଲା। ଏବେ ସେ ଜେଲର ସ୍ୱତନ୍ତ୍ର କ୍ୱାରେଣ୍ଟାନ ରୁମରେ ରହିଛନ୍ତି।

ଆର୍ଯ୍ୟନଙ୍କୁ ଗୁରୁବାର କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଅର୍ଥାତ ଜାମିନ ନ ମିଳିବା ଯାଏ ଆର୍ଯ୍ୟନଙ୍କୁ ଆର୍ଥର ଜେଲରେ ହିଁ ରହିବାକୁ ପଡ଼ିବ। ଆର୍ଯ୍ୟନ୍‌ଙ୍କ ସମେତ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଗିରଫ ସମସ୍ତ ୮ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଆଯାଇଛି। ଜେଲ ପଠାଇବା ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ଏନ୍‌ସିବି ଡାକ୍ତରୀ ଯାଞ୍ଚ କରିଛି।

ପୁରୁଷ କଏଦୀଙ୍କୁ ଆର୍ଥର ରୋଡ୍‌ ଜେଲ୍‌ ନିଆଯାଇଥିବା ବେଳେ ମହିଳା କଏଦୀଙ୍କୁ ବାଇକୁଲ୍ଲା ଜେଲ୍‌ ପଠାଇ ଦିଆଯାଇଛି। ସେପଟେ ଜେଲ୍‌ ପହଞ୍ଚିବା ପରେ ଆର୍ଯ୍ୟନ୍‌ ବେଶ୍‌ ଭୟଭୀତ ହୋଇ ପଡ଼ିଛନ୍ତି। ଏବେ ଆର୍ଯ୍ୟନ୍‌ଙ୍କୁ ଜେଲ୍‌ର କ୍ୱାରେଣ୍ଟାଇନ୍‌ ସେଲ୍‌ରେ ରଖାଯାଇଛି। ବାରାକ ନମ୍ବର ୧ରେ ସେ ଓ ଆଉ ତାଙ୍କର ୫ ସହଯୋଗୀ ରହିଛନ୍ତି।

ଏଠାରେ ସମସ୍ତେ ୫ ଦିନ ଯାଏ କ୍ୱାରେଣ୍ଟାଇନରେ ରହିବ। ଆସନ୍ତାକାଲି ସକାଳୁ ଆର୍ଯ୍ୟନଙ୍କୁ ଅନ୍ୟ କଏଦୀଙ୍କ ଭଳି ସକାଳ ୬ଟାରୁ ଉଠିବାକୁ ପଡ଼ିବ। ସକାଳ ୭ଟା ସୁଦ୍ଧା ଜେଲରେ ହୋଇଥିବା ବ୍ରେକଫାଷ୍ଟ ତାଙ୍କୁ ଖାଇବାକୁ ପଡ଼ିବ। ତାଙ୍କୁ କୌଣସି ପ୍ରକାରର ବାହାର ଖାଦ୍ୟ ମିଳିବନି।

ସେହିପରି ୧୧ଟା ବେଳକୁ ଲଞ୍ଚ ଓ ସନ୍ଧ୍ୟା ୬ଟା ସୁଦ୍ଧା ଡିନର ଆର୍ଥର ଜେଲ୍‌ରେ କଏଦୀଙ୍କୁ ମିଳିଥାଏ। ତେଣୁ ଆର୍ଯ୍ୟନଙ୍କୁ ମଧ୍ୟ ସେହି ଅନୁସାରେ ଖାଇବା ମିଳିବ। କୋର୍ଟଙ୍କ ନିର୍ଦ୍ଦେଶ ନ ମିଳିବା ଯାଏ ଆର୍ଯ୍ୟନଙ୍କୁ ଘରର ଖାଦ୍ୟ ମିଳି ପାରିବ ନାହିଁ। ତେବେ ଜେଲ କ୍ୟାଣ୍ଟିନରୁ ଅତିରିକ୍ତ ଟଙ୍କା ଦେଇ କଏଦୀମାନେ ନିଜ ପସନ୍ଦର ଖାଇବାର ବ୍ୟବସ୍ଥା ଆର୍ଥର ଜେଲରେ ରହିଛି।

ଜେଲ ମେନ୍ୟୁ ଅନୁଯାୟୀ, ସକାଳେ କଏଦୀଙ୍କୁ ଶେରା-ପୋହା ମିଳିଥାଏ। ମଧ୍ୟାହ୍ନ ଓ ରାତ୍ର ଭୋଜନରେ ରୁଟି, ତରକାରୀ, ଡାଲି ଓ ଭାତ ବ୍ୟବସ୍ଥା ରହିଛି। ଅଧିକାଂଶ କଏଦୀମାନେ ରାତି ୮ଟା ସୁଦ୍ଧା ନିଜ ସେଲରେ ଖାଇବା କାମ ସାରି ଦିଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story