ଝୁଲିଲା ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ୍, କୋର୍ଟ କହିଲେ ଦଶହରା ଯାଉ

ମୁମ୍ବାଇ: ଝୁଲିଲା ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ୍। ଡ୍ରଗସ୍‌ କାରବାର ମାମଲାରେ ଗିରଫ ଅଭିଯୁକ୍ତ ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି। ଆସନ୍ତା ୨୦ ତାରିଖରେ ରାୟ ଶୁଣାଇବାକୁ ଧାର୍ଯ୍ୟ ହୋଇଛି। ତେବେ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଆର୍ଯ୍ୟନ୍‌ ଖାନ୍‌ ଜେଲରେ ରହିବେ ବୋଲି ଜଣାପଡ଼ିଛି। ଆଜି ମୁମ୍ବାଇ ସେସନ୍‌ କୋର୍ଟରେ  ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହୋଇଥିଲା। ବିଚାରପତି ଭି.ଭି. ପାଟିଲ ଆର୍ଯ୍ୟନ୍ ଖାନଙ୍କ […]

ddd

ddd

Tapas Behera
  • Published: Thursday, 14 October 2021
  • Updated: 14 October 2021, 06:26 PM IST

Sports

Latest News

ମୁମ୍ବାଇ: ଝୁଲିଲା ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ୍। ଡ୍ରଗସ୍‌ କାରବାର ମାମଲାରେ ଗିରଫ ଅଭିଯୁକ୍ତ ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି। ଆସନ୍ତା ୨୦ ତାରିଖରେ ରାୟ ଶୁଣାଇବାକୁ ଧାର୍ଯ୍ୟ ହୋଇଛି। ତେବେ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଆର୍ଯ୍ୟନ୍‌ ଖାନ୍‌ ଜେଲରେ ରହିବେ ବୋଲି ଜଣାପଡ଼ିଛି। ଆଜି ମୁମ୍ବାଇ ସେସନ୍‌ କୋର୍ଟରେ  ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହୋଇଥିଲା। ବିଚାରପତି ଭି.ଭି. ପାଟିଲ ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଦଶହରା ପରେ  ଅକ୍ଟୋବର ୨୦ରେ ରାୟ ପ୍ରକାଶ ପାଇଁ ଚେଷ୍ଟା କରାଯିବ ବୋଲି ବିଚାରପତି କହିଛନ୍ତି।

ଆର୍ଯ୍ୟନ୍ ଖାନଙ୍କ ଓକିଲ ଅମିତ ଦେଶାଇ କୋର୍ଟରେ କହିଥିଲେ ଯେ, ହ୍ୱାଟ୍‌ସ୍ଆପ ଚାର୍ଟ ନ୍ୟାୟିକ୍ ପ୍ରମାଣର ଅନ୍ତର୍ଭୃକ୍ତ ନୁହଁ। ଯେଉଁ ହ୍ୱାଟ୍‌ସଆପ ଚାର୍ଟର ତଥ୍ୟକୁ ଆଧାର କରି ଏନ୍‌ସିବି ପ୍ରମାଣ ବୋଲି ଦାବି କରୁଛି ତାହା ଅତ୍ୟନ୍ତ ଦୁର୍ବଳ । ଏହି କାରଣରୁ ଆର୍ଯ୍ୟନଙ୍କ ସ୍ୱାଧୀନତାକୁ ଛଡ଼ାଇ ନିଆଯାପାରିବ ନାହିଁ । ଏହି ପ୍ରସଙ୍ଗ କେବଳ ସ୍ୱାଧୀନତା, ସ୍ୱାଧୀନତା ଏବଂ ସ୍ୱାଧୀନତାର ବୋଲି ଦୃଢ଼ତାର ସହ ଯୁକ୍ତି ରଖିଥିଲେ ଅମିତ୍ ଦେଶାଇ। ସେ କହିଥିଲେ ଯେ, ଆର୍ଯ୍ୟନ୍ ଖାନଙ୍କର ଅପରାଧିକ ପୃଷ୍ଟଭୂମି ନାହିଁ।  ତେଣୁ ତାଙ୍କୁ ଜାମିନ ଦଆଯାଉ ବୋଲି ସେ ଦାବି କରିଥିଲେ। ଏନସିବି କହିଛି ଯେ ଆର୍ଯ୍ୟନ ଡ୍ରଗ୍ସ ସେବନ କରିବା ସହ ଏହାକୁ ପେଡେଲରମାନଙ୍କ ଠାରୁ ଆଣୁଥିଲେ। କିନ୍ତୁ ରେଡ୍‌ ବେଳେ ଆର୍ଯ୍ୟନଙ୍କ ପାଖରୁ କୌଣସି ନିଶାଦ୍ରବ୍ୟ ଠାବ ହୋଇ ନଥିବା ତାଙ୍କ ଓକିଲ ଯୁକ୍ତି ରଖିଛନ୍ତି। ଆର୍ଯ୍ୟନଙ୍କ ସମ୍ପର୍କ ଇଣ୍ଟରନ୍ୟାଶନାଲ ଡ୍ରଗ୍ସ ପେଡେଲରଙ୍କ ସହ ରହିଥିବା ଏନସିବି କହୁଥିଲେ ହେଁ ଏ ସମ୍ପର୍କରେ ଏଯାଏ ପ୍ରମାଣ ମିଳିନି ବୋଲି ଆର୍ଯ୍ୟନ୍‌ଙ୍କ ଓକିଲ କହିଥିଲେ।

ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରେ ନିଷିଦ୍ଧ ଡ୍ରଗସ୍‌ ଜବତ କରାଯିବା ସହ ଅକ୍ଟୋବର ୩ରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story