‘ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଦେଶକୁ ଦେବାଳିଆ କରିଦେବ’

ନୂଆଦିଲ୍ଲୀ: ୨୯ରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏହି ସମୟରେ ତିନି କୃଷି ଆଇନ ପ୍ରତ୍ୟାହାର ହେବ। ଏହା ପୂର୍ବରୁ ୨୪ ତାରିଖ ଦିନ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହା ଉପରେ ମୋହର ବାଜିବ ବୋଲି ଜଣାପଡିଛି। ତେଣୁ ଆଶା କରାଯାଉଥିଲା ଆନ୍ଦୋଳନ ପ୍ରତ୍ୟାହାର କରିନେବେ ଚାଷୀ ସଂଗଠନ। ହେଲେ ଆନ୍ଦୋଳନ କେମିତି ଆଗକୁ ବଢାଇ ହେବ ସେ ନେଇ ଚିନ୍ତା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ଏମଏସ୍‌ପିକୁ ଆଇନ ସମ୍ମତ, ବିଜୁଳି […]

Modi

Modi

Madhupriya Mistry
  • Published: Monday, 22 November 2021
  • Updated: 22 November 2021, 01:58 PM IST

Sports

Latest News

ନୂଆଦିଲ୍ଲୀ: ୨୯ରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏହି ସମୟରେ ତିନି କୃଷି ଆଇନ ପ୍ରତ୍ୟାହାର ହେବ। ଏହା ପୂର୍ବରୁ ୨୪ ତାରିଖ ଦିନ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହା ଉପରେ ମୋହର ବାଜିବ ବୋଲି ଜଣାପଡିଛି। ତେଣୁ ଆଶା କରାଯାଉଥିଲା ଆନ୍ଦୋଳନ ପ୍ରତ୍ୟାହାର କରିନେବେ ଚାଷୀ ସଂଗଠନ। ହେଲେ ଆନ୍ଦୋଳନ କେମିତି ଆଗକୁ ବଢାଇ ହେବ ସେ ନେଇ ଚିନ୍ତା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ଏମଏସ୍‌ପିକୁ ଆଇନ ସମ୍ମତ, ବିଜୁଳି ବିଲ୍, ନଡ଼ା ଜାଳିବା ଇତ୍ୟାଦି ଅନେକ ପ୍ରସଙ୍ଗରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି ଚାଷୀ ସଂଗଠନ।

ଆଗକୁ ୟୁପି, ପଞ୍ଜାବ, ହିମାଚଳ ଆଦିରେ ବିଧାନସଭା  ନିର୍ବାଚନ ରହିଛି। ତେଣୁ ସରକାର ଚାଷୀଙ୍କ ଦାବିକୁ ମାନିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ସରକାର ଏମଏସ୍‌ପି ଆଧାରରେ ଫସଲ କିଣିବା ସୁନିଶ୍ଟିତ କରାଇଲେ ଦେଶ ଦେବାଳିଆ ହୋଇଯିବ। ଏପରି କହିଛନ୍ତି ତିନି କୃଷି ଆଇନ ରଦ୍ଦ ନିଷ୍ପତ୍ତିକୁ ବିରୋଧ କରିଥିବା ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପ୍ୟାନେଲର ସଦସ୍ୟ ତଥା କୃଷକ ନେତା ଅନିଲ ଘାନାୱତ ।

ସେ କହିଛନ୍ତି ଯେ ଯଦି ୨୩ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ଦେବାର ଦାବି ସରକାର ଗ୍ରହଣ କରନ୍ତି, ତେବେ ଏହା ଦେଶକୁ ଦେବାଳିଆ ପଥରେ ଆଗକୁ ନେବ।

କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିବାବେଳେ ବର୍ତ୍ତମାନ ଏମଏସପି ସମ୍ବନ୍ଧୀୟ ଦାବି ଗ୍ରହଣ ନହେବା ପର୍ଯ୍ୟନ୍ତ ଚାଷୀମାନେ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି। ତେଣୁ ଏବେ ସରକାର କ'ଣ କରିବେ ତାହା ସଂସଦର ଶୀତକାଳୀନ ଅଧିବେଶନ ବେଳେ ଜଣାପଡିବ କିମ୍ବା କ୍ୟାବିନେଟ ବୈଠକ ପରେ ଜଣାପଡିବ ବୋଲି ଆଶା କରାଯାଉଛି।

ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ ଘନୱତ କହିଛନ୍ତି, 'ଏମଏସପି କେନ୍ଦ୍ର ଦେଉ ଅବା ରାଜ୍ୟ, ଏହା ଶୀଘ୍ର ଦେବାଳିଆକୁ ନିମନ୍ତ୍ରଣ କରିବ। ଏହା ଅତ୍ୟନ୍ତ ବିପଜ୍ଜନକ ଦାବି। ଯାହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରଣ କରିହେବ ନାହିଁ। ଯଦି ଏଗୁଡିକ ଗ୍ରହଣ କରାଯାଏ, ତେବେ ଦୁଇ ବର୍ଷ ମଧ୍ୟରେ ଦେଶ ଦେବାଳିଆ ହୋଇଯିବ।'

ତାଙ୍କ କହିବାନୁସାରେ, 'ଏହି ଚାହିଦା ଅର୍ଥନୀତିକ ଭାର ବଢ଼ାଇବା ସହ ଦେଶର ପରିସ୍ଥିତିକୁ ଅନିୟନ୍ତ୍ରିତ କରିଦେବ। ଯଦି ସରକାର ବର୍ତ୍ତମାନ ୨୩ ଫସଲ ଉପରେ ଏମଏସପି ଦାବିକୁ ଗ୍ରହଣ କରିବେ, ତେବେ ଅନ୍ୟ କୃଷକମାନେ ମଧ୍ୟ ସେମାନଙ୍କ ଫସଲ ଉପରେ ସମାନ ଦାବି କରିବେ। ଯେହେତୁ ପାଣିପାଗ ଏବଂ ଭୌଗଳିକ ଦୃଷ୍ଟିକୋଣରୁ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଚାଷ ହୁଏ ତେଣୁ ଏହାକୁ ନେଇ ଅନେକ ରାଜ୍ୟର ଚାଷୀ ବିରୋଧ ପ୍ରଦର୍ଶନ କରିପାରନ୍ତି। ଯଦି ଗୋଟିଏ ଫସଲରେ ଏମଏସପି ଦିଆଯିବ ତାହେଲେ ବାକି ଫସଲରେ ମଧ୍ୟ ଏମଏସପି ଦେବାକୁ ପଡିବ।'

ସମସ୍ତ ଫସଲ କିଣିବା ଏବଂ ବିକ୍ରି କରିବା ପାଇଁ ସରକାରଙ୍କର ଭିତ୍ତିଭୂମି ମଧ୍ୟ ନାହିଁ ବୋଲି ଏହି କୃଷକ ନେତା କହିଛନ୍ତି। ଏଭଳି ପରିସ୍ଥିତିରେ, ଯଦି ଏମଏସପି ତାଲିକାରେ ଅଧିକ ଫସଲକୁ ତାଲିକାଭୁକ୍ତ କରାଯାଏ, ତେବେ ସରକାର ସେମାନଙ୍କୁ କିପରି କିଣିବେ ଏବଂ କେଉଁଠାରେ ରଖିବେ ତାହା ଏବେ ବଡ଼ ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story