ସପା ନେତା ଆଜାମ ଖାନଙ୍କୁ ୮୭ତମ ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ହେଲା ଜେଲ୍‌ରେ ଥିବା ସମାଜବାଦୀ ପାର୍ଟି(ସପା) ନେତା ଆଜମ ଖାନଙ୍କୁ ଶେଷରେ ଆଉ ଏକ ମାମଲାରେ ଜାମିନ ମିଳିଛି। ଜାମିନ ସତ୍ତ୍ୱେ ସେ ଜେଲରୁ ବାହାରିବା ଆଶା କ୍ଷୀଣ। କାରଣ କିଛି ଦିନ ତଳେ ତାଙ୍କ ନାଁରେ ପୁଲିସ୍‌ ନୂଆ ମାମଲା ରୁଜୁ କରିଥିଲା। ତେଣୁ ଜାମିନ ସତ୍ତ୍ୱେ ସେ ଜେଲ୍‌ରେ ହିଁ ରହିବେ। ଆଜି ଆହ୍ଲାବାଦ ହାଇକୋର୍ଟ ଆଜମ ଖାନଙ୍କୁ ଗୋଟିଏ ଜମି ଦୁର୍ନୀତି ମାମଲାରେ ଜାମିନ ଦେଇଛନ୍ତି। ଅଖିଲେଶ […]

SP

SP

Hemant Lenka
  • Published: Tuesday, 10 May 2022
  • Updated: 10 May 2022, 08:49 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ହେଲା ଜେଲ୍‌ରେ ଥିବା ସମାଜବାଦୀ ପାର୍ଟି(ସପା) ନେତା ଆଜମ ଖାନଙ୍କୁ ଶେଷରେ ଆଉ ଏକ ମାମଲାରେ ଜାମିନ ମିଳିଛି। ଜାମିନ ସତ୍ତ୍ୱେ ସେ ଜେଲରୁ ବାହାରିବା ଆଶା କ୍ଷୀଣ। କାରଣ କିଛି ଦିନ ତଳେ ତାଙ୍କ ନାଁରେ ପୁଲିସ୍‌ ନୂଆ ମାମଲା ରୁଜୁ କରିଥିଲା। ତେଣୁ ଜାମିନ ସତ୍ତ୍ୱେ ସେ ଜେଲ୍‌ରେ ହିଁ ରହିବେ। ଆଜି ଆହ୍ଲାବାଦ ହାଇକୋର୍ଟ ଆଜମ ଖାନଙ୍କୁ ଗୋଟିଏ ଜମି ଦୁର୍ନୀତି ମାମଲାରେ ଜାମିନ ଦେଇଛନ୍ତି।

ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିର ପ୍ରମୁଖ ଚେହେରା ହେଉଛନ୍ତି ଆଜମ ଖାନ। ବିଜେପି ୟୁପିରେ କ୍ଷମତା ଦଖଲ କରିବା ମାତ୍ରେ ତାଙ୍କ ନାଁରେ ଏକାଧିକ କେସ୍‌ ରୁଜୁ କରାଯାଇଥିଲା। ସେ ଜେଲରେ ଥିଲେ ମଧ୍ୟ ୨୦୧୯ରେ ରାମପୁର ଲୋକସଭା ନିର୍ବାଚନ ଓ ୨୦୨୨ରେ ବିଧାନସଭା ନିର୍ବାଚନ ଜିତିବାକୁ ସକ୍ଷମ ହୋଇଛନ୍ତି।

ଏଇ କିଛି ବର୍ଷ ମଧ୍ୟରେ ତାଙ୍କ ନାଁରେ ମୋଟ ୮୮ଟି ମାମଲା ରୁଜୁ କରାଯାଇଛି। ଏହା ମଧ୍ୟରୁ ପୂର୍ବରେ ସେ ୮୬ଟି ମାମଲାରେ ଜାମିନ ପାଇ ସାରିଛନ୍ତି। ଆଜି ୮୭ ନଂ ମାମଲାରେ ତାଙ୍କୁ ବେଲ ମିଳିଛି। ଏବେ କିଛି ଦିନ ତଳେ ରୁଜୁ ହୋଇଥିବା ଆଉ ଗୋଟିଏ ମାମଲା ତାଙ୍କ ନାଁରେ ରହିଛି। ଏହି ମାମଲାରେ ଜାମିନ ମିଳିଲେ, ସେ ଜେଲରୁ ମୁକୁଳି ପାରିବେ।

ଜମି ଦୁର୍ନୀତି ମାମଲାରେ ଆଜମ ଖାନ କରିଥିବା ଜାମିନ ଆବେଦର ଶୁଣାଣିରେ ବିଳମ୍ବ ହେଉଥିବାରୁ ଶୁକ୍ରବାର ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ସୁପ୍ରିମକୋର୍ଟ ବୁଧବାର ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ। ହେଲେ ଏହା ପୂର୍ବରୁ ହିଁ ଆଜମ ଖାନଙ୍କୁ ଆଜି ଜାମିନ ମିଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story