ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା

ନୂଆଦିଲ୍ଲୀ: ଏଣିକି ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା। ପଞ୍ଜିକୃତ ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କା ଯୋଗାଇ ଦେବେ ସରକାର। ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। Construction activities have been stopped across Delhi in view of pollution. I have directed Labour Minister, Sh Manish Sisodia, to give Rs 5000 pm as financial support to each construction […]

worker

worker

Madhupriya Mistry
  • Published: Wednesday, 02 November 2022
  • Updated: 02 November 2022, 01:51 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା। ପଞ୍ଜିକୃତ ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କା ଯୋଗାଇ ଦେବେ ସରକାର। ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

https://twitter.com/ArvindKejriwal/status/1587690410339872768?s=20&t=-e2hbSIwFl3MbHZZGsQiKA

ଦିଲ୍ଲୀ-ଏନସିଆରରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଠାରେ ଗ୍ରୁପ ଅଫ୍ ଷ୍ଟେଜ୍‌-୩ ନିୟମ ଲାଗୁ କରାଯାଇଛି। ଏଥିପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି। ନିର୍ମାଣ କାମ ବନ୍ଦ ହେତୁ ହଜାର ହଜାର ଲୋକ ବେରୋଜଗାର ହୋଇଯାଇଛନ୍ତି। ଏହାକୁ ଦୃଷ୍ଟି ରଖି ଦିଲ୍ଳୀ ସରକାର ଅର୍ଥାତ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ମାଣ ସ୍ଥଳରେ କାମ କରୁଥିବା ଶ୍ରମିକମାନଙ୍କୁ ପ୍ରତିମାସରେ ୫୦୦୦ଟଙ୍କା ଆର୍ଥିକ ସହାୟତା ରାଶି ଦୋବକୁ ଘୋଷଣା କରିଛନ୍ତି।

ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ଶ୍ରମ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ମନୀଷଙ୍କୁ କହିଛନ୍ତି ଯେ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବା ଯାଏଁ ଶ୍ରମିକମାନଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ଦିଆଯିବା ଉଚିତ୍।

ଦିଲ୍ଲୀ-ଏନସିଆରରେ ବିଷାକ୍ତ ପାଲଟିଲାଣି ବାୟୁ। ଏଠାରେ ପ୍ରଦୂଷଣର ମାତ୍ରା ଅତ୍ୟନ୍ତ ଖରାପ ଶ୍ରେଣୀରେ ପହଞ୍ଚିଛି। ଏୟାର କ୍ଵାଲିଟି ଇଣ୍ଡେକ୍ସ (AQI) ଲଗାତାର ଭାବରେ ବୃଦ୍ଧି ପାଉଛି। ବିପଦକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଚାରି ଦିନ ପୂର୍ବରୁ ଦିଲ୍ଲୀ-ଏନସିଆରରେ ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story