ସେନା ଗୁଳିରେ ଟଳିଲା ଜଣେ, ଧରାପଡ଼ିଲେ ଲସ୍କରର ୨ ହାଇବ୍ରିଡ୍‌ ଆତଙ୍କବାଦୀ

ଶ୍ରୀନଗର: କଶ୍ମୀର ଘାଟିକୁ ଆତଙ୍କବାଦ ମୁକ୍ତ କରିବା ପାଇଁ ଭାରତୀୟ ସେନାର ଅପରେସନ୍‌ ଜାରି ରହିଛି। ରବିବାର ବାରାମୁଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ନିହତ ଆତଙ୍କବାଦୀ ବାରାମୁଲାର ପଟ୍ଟର ଇରଶାଦ ଅହମ୍ମଦ ଭଟ ବୋଲି ଜଣାପଡିଛି। ଯିଏ ମେ ୨୦୨୨ ରୁ ସକ୍ରିୟ ଥିଲା ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହିତ ଜଡିତ ଥିବା […]

two-hybrid-terrorist arrest

two-hybrid-terrorist arrest

Madhupriya Mistry
  • Published: Sunday, 31 July 2022
  • Updated: 31 July 2022, 09:55 AM IST

Sports

Latest News

ଶ୍ରୀନଗର: କଶ୍ମୀର ଘାଟିକୁ ଆତଙ୍କବାଦ ମୁକ୍ତ କରିବା ପାଇଁ ଭାରତୀୟ ସେନାର ଅପରେସନ୍‌ ଜାରି ରହିଛି। ରବିବାର ବାରାମୁଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।

ନିହତ ଆତଙ୍କବାଦୀ ବାରାମୁଲାର ପଟ୍ଟର ଇରଶାଦ ଅହମ୍ମଦ ଭଟ ବୋଲି ଜଣାପଡିଛି। ଯିଏ ମେ ୨୦୨୨ ରୁ ସକ୍ରିୟ ଥିଲା ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହିତ ଜଡିତ ଥିବା ଜାମ୍ମୁ କାଶ୍ମୀର ପୁଲିସ କହିଛି। ତା’ ନିକଟରୁ ଗୋଟିଏ ଏକେ ରାଇଫଲ, ୨ଟି ପତ୍ରିକା ଏବଂ ୩୦ ରାଉଣ୍ଡ ଗୁଳି ଜବତ କରାଯାଇଛି।

ସେହିପରି ପୁଲିସ ହାତରେ ଧରାପଡିଛନ୍ତି ଲସ୍କର-ଏ-ତୋଇବା ଆତଙ୍କବାଦ ସଙ୍ଗଠନର ଆଉ ଦୁଇ ହାଇବ୍ରିଡ ଆତଙ୍କବାଦୀ। ସୁରକ୍ଷା ବାହିନୀ ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାରୁ ଲସ୍କର-ଏ-ତୋଇବାର ଦୁଇ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କଠାରୁ ଦୁଇଟି ପିସ୍ତଲ, ଦୁଇଟି ପିସ୍ତଲର ମାଗାଜିନ୍‌ ଏବଂ ୧୧ଟି କାରତୁସ ମଧ୍ୟ ଜବତ କରାଯାଇଛି।

ପୁଲିସର ସୂଚନା ମୁତାବକ, ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ହାଦିପୋରା-ରାଫିଆବାଦରେ ସୁରକ୍ଷା ବାହିନୀ ଦ୍ୱାରା ଏକ ମିଳିତ ପୋଷ୍ଟ ପ୍ରତିଷ୍ଠା କରାଯାଇଥିଲା। ଯାଞ୍ଚ ବେଳେ ପୁଲିସ ଓ ସୁରକ୍ଷାବାହିନୀଙ୍କ ମିଳିତ ଦଳ ଲୋରିହାମା ଲିଙ୍କ ରୋଡରୁ ହାଦିପୋରା ଅଭିମୁଖେ ଆସୁଥିବା ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇଥିଲା। ତେବେ ଉକ୍ତ ଦୁଇ ଜଣ ସନ୍ଦିଗ୍ଧ ପୁଲିସ ଟିମ୍‌କୁ ଦେଖି ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପରେ ଧରା ପଡିଥିଲେ।

ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ଶ୍ରୀନଗରର ରଙ୍ଗରେଥ ବାସିନ୍ଦା ତାରିକ ଅହମ୍ମଦ ୱାନି ଏବଂ ଇଶଫାକ ଅହମ୍ମଦ ୱାନି ବୋଲି ଜଣାପଡିଛି। ଆତଙ୍କବାଦୀଙ୍କୁ ପଚରାଉଚରା କରାଯାଉଛି। ପ୍ରାପ୍ତ ସୂଚନା ଆଧାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story