ଅକ୍ସିଜେନ୍‌ ପାଇଁ ତିକ୍ତତା ଆରମ୍ଭ: ଦିଲ୍ଲୀକୁ ଲୁଟେରା କହିଲା ହରିଆଣା, କେନ୍ଦ୍ର ପାଖରେ ପହଞ୍ଚିଲା ୟୁପି

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟରୁ ଅମ୍ଳଜାନର ଅଭାବ ସମସ୍ୟା ସାମ୍ନାକୁ ଆସିଛି। ଅମ୍ଳଜାନ ସପ୍ଲାଏକୁ ନେଇ ଏବେ ରାଜ୍ୟଗୁଡ଼ିକ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଛି। ଅମ୍ଳଜାନ ଯୋଗାଣାରେ ଉତ୍ତର ପ୍ରଦେଶ ପ୍ରତିବନ୍ଧକ ସାଜିଥିବା ଦିଲ୍ଲୀ ଅଭିଯୋଗ କରିଛି। ତେବେ ଉତ୍ତର ପ୍ରଦେଶ ପ୍ରଶାସନ ଏହାକୁ ଖଣ୍ଡନ କରିବା ସହ ଦିଲ୍ଲୀ ଉପରେ ପାଲଟା ଅଭିଯୋଗ ଆଣିଛି। ଆଇଏନନଓଏକ୍ସ ଠାରୁ ଗତକାଲି ରାତିରେ ଦିଲ୍ଲୀ ଅଧିକ ପରିମାଣର ଅମ୍ଳଜାନ ନେଇଯିବାରୁ ୟୁପି ହସ୍ପିଟାଲରେ ଅମ୍ଳଜାନର […]

Oxygen1

Oxygen1

Hemant Lenka
  • Published: Wednesday, 21 April 2021
  • Updated: 21 April 2021, 04:07 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟରୁ ଅମ୍ଳଜାନର ଅଭାବ ସମସ୍ୟା ସାମ୍ନାକୁ ଆସିଛି। ଅମ୍ଳଜାନ ସପ୍ଲାଏକୁ ନେଇ ଏବେ ରାଜ୍ୟଗୁଡ଼ିକ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଛି। ଅମ୍ଳଜାନ ଯୋଗାଣାରେ ଉତ୍ତର ପ୍ରଦେଶ ପ୍ରତିବନ୍ଧକ ସାଜିଥିବା ଦିଲ୍ଲୀ ଅଭିଯୋଗ କରିଛି।

ତେବେ ଉତ୍ତର ପ୍ରଦେଶ ପ୍ରଶାସନ ଏହାକୁ ଖଣ୍ଡନ କରିବା ସହ ଦିଲ୍ଲୀ ଉପରେ ପାଲଟା ଅଭିଯୋଗ ଆଣିଛି। ଆଇଏନନଓଏକ୍ସ ଠାରୁ ଗତକାଲି ରାତିରେ ଦିଲ୍ଲୀ ଅଧିକ ପରିମାଣର ଅମ୍ଳଜାନ ନେଇଯିବାରୁ ୟୁପି ହସ୍ପିଟାଲରେ ଅମ୍ଳଜାନର ଅଭାବ ଦେଖାଯାଇଥିବା ୟୁପି ପ୍ରଶାସନ ପକ୍ଷରୁ ଅଭିଯୋଗ କରାଯାଇଛି।

ଦିଲ୍ଲୀ ଓ ଉତ୍ତର ପ୍ରଦେଶ ବାକ୍‌ଯୁଦ୍ଧ ମଧ୍ୟରେ ହରିଆଣା ଧସେଇ ପଶିଛି। ଦିଲ୍ଲୀ ଅମ୍ଳଜାନ ଲୁଟ୍‌ କରିନେଉଛି ବୋଲି ସେଠାକାର ସରକାର କହିଛନ୍ତି। ଏଥିପାଇଁ ଅମ୍ଳଜାନ ଗାଡ଼ି ଏଣିକି ପୁଲିସର ସୁରକ୍ଷା ବଳୟ ମଧ୍ୟରେ ଆସିବ ବୋଲି କହିଛନ୍ତି।

ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ କହିଛନ୍ତି, “ଆମେ ଦିଲ୍ଲୀକୁ ଅମ୍ଳଜାନ ଯୋଗାଇ ଦେଉ ବୋଲି ଆମ ଉପରେ ଚାପ ପକା ଯାଉଛି। କିନ୍ତୁ ପ୍ରଥମେ ଆମେ ଆମର ଆବଶ୍ୟକ ପୂରଣ କରିବୁ, ତା’ହେଲେ ଅନ୍ୟକୁ ଦେବୁ। ଗତକାଲି ଫରିଦାବାଦ୍‌ ଯାଉଥିବା ଗୋଟିଏ ଅକ୍ସିଜେନ୍‌ ଟ୍ୟାଙ୍କରକୁ ଦିଲ୍ଲୀ ସରକାର ଅଧା ରାସ୍ତାରୁ ଲୁଟ କରି ନେଇଛନ୍ତି। ଏଥିପାଇଁ ଏବେଠାରୁ ସମସ୍ତ ଅକ୍ସିଜେନ୍‌ ଟ୍ୟାଙ୍କର ଆସିବା ବେଳେ ପୁଲିସ୍‌ କର୍ଡନ କରିବେ। ପୁଲିସ୍‌ ସୁରକ୍ଷା ବଳୟ ମଧ୍ୟରେ ଏହା ବିଭିନ୍ନ ହସ୍ପିଟାଲରେ ପହଞ୍ଚିବ।”

ଉତ୍ତର ପ୍ରଦେଶର ଜଣେ ଅଧିକାରୀ କହିଛନ୍ତି, ରାଜ୍ୟର ଏକାଧିକ ହସ୍ପିଟାଲରେ ଅମ୍ଳଜାନର ସଙ୍କଟ ଦେଖାଦେଇଛି। ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ କଥା ମଧ୍ୟ ହୋଇଛନ୍ତି। ଆଇଏନଓଏକ୍ସ ଉତ୍ତର ପ୍ରଦେଶର ଅଧିକାଂଶ ହସ୍ପିଟାଲକୁ ଅମ୍ଳଜାନ ସପ୍ଳାଏ କରେ। ଏବେ ଯଦି ଏହା ଦିଲ୍ଲୀକୁ ଅକ୍ସିଜେନ ପଠାଇବ। ତା’ହେଲେ ଏହା ରାଜ୍ୟରେ ନିଶ୍ଚିତ ଭାବେ ସମସ୍ୟା ସୃଷ୍ଟି କରିବ ବୋଲି ଯୋଗୀ କେନ୍ଦ୍ରମନ୍ତ୍ରୀଙ୍କୁ  ଜଣାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଦିଲ୍ଲୀରେ ସାଂଘାତିକ ଅକ୍ସିଜେନ୍‌ ସଙ୍କଟ କାଲିଠାରୁ ଦେଖିବାକୁ ମିଳିଛି। ଦିଲ୍ଲୀକୁ ଅମ୍ଳଜାନ ସପ୍ଲାଏ କରୁଥିବା ଆଇଏନ୍‌ଓଏକ୍ସ ଉତ୍ତର ପ୍ରଦେଶକୁ ଅଧିକ ଅକ୍ସିଜେନ ଦେଉଛି। ସେହିପରି ଦିଲ୍ଲୀକୁ ଆସୁଥିବା ଅକ୍ସିଜେନକୁ ମଧ୍ୟ ୟୁପି ଅଧା ବାଟରେ ଅଟକାଉଛି। ଏହି କାରଣରୁ ଦିଲ୍ଲୀରେ ଅମ୍ଳଜାନ ଠିକ ଭାବେ ପହଞ୍ଚି ପାରୁନାହିଁ।

ତେବେ ଏହି ଅଭିଯୋଗକୁ ଅଧିକାରୀ ଜଣଙ୍କ ଖଣ୍ଡନ କରିଛନ୍ତି। ଅଧିକାରୀ ଜଣଙ୍କ କହିଛନ୍ତି ଯେ ଦିଲ୍ଲୀ ସରକାର ଆଣିଥିବା ଅଭିଯୋଗଭିତ୍ତିହୀନ। ଆଇଏନଏଏକ୍ସ ଅମ୍ଳଜାନ ପ୍ଲାଣ୍ଟର ସପ୍ଲାଏ ଉପରେ ଉତ୍ତର ପ୍ରଦେଶ ସରକାର କିଛି କହିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story