ଅଙ୍ଗନବାଡି କର୍ମୀଙ୍କୁ ଧମକ: 'ତ୍ରିରଙ୍ଗା ବାଣ୍ଟୁଛ, ମୁଣ୍ଡରୁ ଗଣ୍ଡି ଅଲଗା କରିଦେବି'

ଲକ୍ଷ୍ନୌ: ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ। ହର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି ପ୍ରତିଟି ଭାରତବାସୀ। ଘରେ ଘରେ ବଣ୍ଟା ଯାଇଛି ତ୍ରିରଙ୍ଗା। ତେବେ ଏହି ତ୍ରିରଙ୍ଗା ବଣ୍ଟା ଅଭିଯାନରେ ସାମିଲ ହୋଇଥିବା ଜଣେ ଅଙ୍ଗନବାଡି କର୍ମୀଙ୍କୁ ମିଳିଛି ହତ୍ୟା ଧମକ। ମୁଣ୍ଡରୁ ଗଣ୍ଡି ଅଲଗା କରିଦେବାକୁ ତାଙ୍କୁ କେହି ଜଣେ ଧମକ ଦେଇଛି। ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା, ଯାହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି […]

threat-to-kill-anganwadi-worker

threat-to-kill-anganwadi-worker

Madhupriya Mistry
  • Published: Tuesday, 16 August 2022
  • Updated: 16 August 2022, 11:05 AM IST

Sports

Latest News

ଲକ୍ଷ୍ନୌ: ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ। ହର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି ପ୍ରତିଟି ଭାରତବାସୀ। ଘରେ ଘରେ ବଣ୍ଟା ଯାଇଛି ତ୍ରିରଙ୍ଗା। ତେବେ ଏହି ତ୍ରିରଙ୍ଗା ବଣ୍ଟା ଅଭିଯାନରେ ସାମିଲ ହୋଇଥିବା ଜଣେ ଅଙ୍ଗନବାଡି କର୍ମୀଙ୍କୁ ମିଳିଛି ହତ୍ୟା ଧମକ। ମୁଣ୍ଡରୁ ଗଣ୍ଡି ଅଲଗା କରିଦେବାକୁ ତାଙ୍କୁ କେହି ଜଣେ ଧମକ ଦେଇଛି। ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା, ଯାହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ବାସ୍ତବରେ ବିଜନୌର କିରାଟପୁରର ବୁଦ୍ଧପଡା ଅଞ୍ଚଳରେ ଅର୍ଜୁନ କଶ୍ୟପ ଓରଫ୍‌ ଅନ୍ନୁଙ୍କ ପରିବାର ଏକ ଛୋଟ ଘରେ ରହୁନ୍ତି। ଅରୁଣଙ୍କ ପତ୍ନୀ ଜଣେ ଅଙ୍ଗନବାଡି କର୍ମୀ। ଅଗଷ୍ଟ ୧୪ ଦିନ ସକାଳେ ଅରୁଣ କାଶ୍ୟପଙ୍କ ପରିବାର ଘରର କାନ୍ଥରେ ଏକ ହାତ ଲେଖା ଚିଠି ଲାଗିଥିବା ଦେଖିବାକୁ ମିଳିଥିଲା, ଯେଉଁଥିରେ ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟ ଧମକ ଦିଆଯାଇଥିଲା।

तिरंगा बांटने वाली आंगनबाड़ी कार्यकर्ता को जाने से मारने की धमकी.

କାନ୍ଥରେ ଲାଗିଥିବା ଚିଠିରେ ଉଲ୍ଲେଖ ଥିଲା “ଅନ୍ନୁ, ତୁମେ ବହୁତ ଘର ଘର ବୁଲି ତ୍ରିରଙ୍ଗା ବାଣ୍ଟୁଛ, ତୁମ ଶରୀରରୁ ମଧ୍ୟ ମୁଣ୍ଡ ଅଲଗା କରିବାକୁ ପଡିବ।' ଚିଠି ମୁତାବକ, ଅଙ୍ଗନବାଡି କର୍ମୀ ଓ ତାଙ୍କ ପରିବାରକୁ ଏଭଳି ଧମକ ଜଣେ ଆଇଏସ୍‌ଆଇର ସମର୍ଥକ ଦେଇଥିବା ଜଣାପଡିଛି।

ଏଭଳି ଧମକପୂର୍ଣ୍ଣ ଚିଠି କେବଳ ଅନ୍ନୁଙ୍କ ଘରେ ନୁହେଁ ଆଉ ଦୁଇଟି ସ୍ଥାନରୁ ମଧ୍ୟ ମିଳିଛି। ତାଙ୍କ ଘର ସାମ୍ନାରେ ଥିବା ଦୋକାନ ଓ ଫାଷ୍ଟଫୁଡ୍‌ ଦୋକାନରୁ ମଧ୍ୟ ଧମକ ପୂର୍ଣ୍ଣ ଚିଠି ମିଳିବା ପରେ ଅନ୍ନୁ ଓ ତାଙ୍କ ପରିବାର ଲୋକେ ଭୟଭିତ ହୋଇପଡିଛନ୍ତି। ଏନେଇ ପୁଲିସକୁ ସୂଚନା ଦିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହି ତିନୋଟି ଚିଠିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।  ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଏଥିସହ ଅନ୍ନଙ୍କ ପରିବାରକୁ ସୁରକ୍ଷା ବଢ଼ାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story