ବାରୁଦ ଗଦା ଉପରେ ବସିଛି ବୀରଭୂମି, ପ୍ରତି ଘରୁ ବାହାରୁଛି ବୋମା

birbhum-violence-bombs-are-being-found-in-birbhums-house-30-kg-gunpowder-and-hundreds-of-crude-bombs-seized

Birbhum violence

Birbhum violence

Madhupriya Mistry
  • Published: Wednesday, 30 March 2022
  • Updated: 30 March 2022, 12:29 PM IST

Sports

Latest News

କୋଲକାତା: ବୀରଭୂମି ହିଂସାକୁ ନେଇ ପଶ୍ଚିମବଙ୍ଗରୁ ନୂଆଦିଲ୍ଲୀ, ସବୁଠି ଚର୍ଚ୍ଚା। ଗୋଟିଏ ପଟେ ପଶ୍ଚିମବଙ୍ଗର ଟିଏମ୍‌ସି ସରକାର କହୁଛନ୍ତି ଏହା ଏକ ଷଡଯନ୍ତ୍ର। ଅନ୍ୟପଟେ ଯେଉଁ ଜିଲ୍ଲାରେ ଏହି ଅଘଟଣ ଘଟିଥିଲା ସେଇଠି ପ୍ରତି ଘରୁ ଏବେ ବିସ୍ଫୋରକ ସାମଗ୍ରୀ ଜବତ ହେଉଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ହିଂସା ଘଟଣାର ତଦନ୍ତ ସିବିଆଇ କରୁଛି। ଆଉ ସେପଟେ ପୁଲିସ ବୀରଭୂମି ଜିଲ୍ଲାର ରାମହାଟପୁରର ଘରୁ ଘରୁ ବୋମା ଜବତ କରିଛି। ଯେଉଁଠୁ ଖୋଜିବ ସେଇଠୁ ମିଳୁଛି ଅଫୁଟା ବୋମା। କେବଳ ସେତିକି ନୁହେଁ ପ୍ରବଳ ବାରୁଦ ମଧ୍ୟ ଜବତ ହୋଇଛି।  ଯାହା ବୟାନ କରୁଛି ରାଜ୍ୟରେ କେଉଁ ଭଳି ଭାବେ ବେଆଇନ ଗୋଳାବାରୁଦ କାରବାର ସକ୍ରିୟ ରହିଛି।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବୋମା ଓ ପ୍ରବଳ ମାତ୍ରାରେ ବାରୁଦ ଜବତ ହୋଇଛି। ସେହିପରି ବୀରଭୂମି ଅଞ୍ଚଳର ଘରେ ଘରେ ବିପୁଳ ପରିମାଣର ବୋମା ଗଚ୍ଛିତ ଥିବା ଦେଖିବାକୁ ମିଳିଛି। ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କ ଗଡ କୁହାଯାଉଥିବା ଏହି ଜିଲ୍ଲାରେ ବୁଧବାର ସକାଳେ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସର୍ଚ୍ଚ ଅପରେସନ୍‌ ବେଳେ ୩୦ କିଲୋଗ୍ରାମ ବାରୁଦ ଏବଂ ୩୫ଟି କ୍ରୁଡ୍‌ ବୋମା ଜବତ ହୋଇଛି। ଏହି ମାମଲାରେ ପୁଲିସ ଅନେକ ଲୋକଙ୍କୁ ଗିରଫ ମଧ୍ୟ କରିଛି।

A cache of explosives found amid investigation into Birbhum violence, 40 crude  bombs recovered. - News8Plus-Realtime Updates On Breaking News & Headlines

ସୂଚନା ମୁତାବକ, ଗତ ୪ ଦିନ ଭିତରେ କେବଳ ବୀରଭୂମି ଅଞ୍ଚଳରୁ ହିଁ ୪୦୦ରୁ ଅଧିକ ବୋମା ଜବତ ହୋଇଛି। ସେହିପରି ୩୦ କିଲୋ ବୋମା ତିଆରି ସାମଗ୍ରୀ ମଧ୍ୟ ମିଳିଛି। କଥିତ ରୂପେ ବୀରଭୂମିକ ଅଞ୍ଚଳରେ ଘରେ ଲୋକେ ଦେଶୀ ବୋମା ତିଆରି କରୁଥିବା କୁହାଯାଉଛି, ଯାହା ପୂର୍ବରୁ ପୁଲିସ ଜାଣିଥିଲା। ତେବେ ଏତେ ବିଳମ୍ବରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା? ଏନେଇ ଏବେ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଲା ପରେ ପୁଲିସ ଏବେ ସକ୍ରିୟ ହୋଇପଡିଛି। ତେବେ ଯେଉଁମାନଙ୍କ ଘରୁ ବୋମା ଜବତ ହୋଇଛି ସେମାନଙ୍କୁ କାହିଁକି ଗିରଫ କରାଯାଉନି ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି।

ସୂଚନା ମୁତାବକ, ଟିଏମ୍‌ସି ନେତାଙ୍କୁ ହତ୍ୟା ପରେ ବୀରଭୂମିରେ କିଛି ଦୁର୍ବୃତ୍ତ ୫ଟି ଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୮ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହି ଘଟଣା ପୂରା ରାଜ୍ୟକୁ ଦୋହଲାଇ ଦେଇଥିଲା। ଘଟଣାର ତଦନ୍ତ କରୁଥିବା ସିବିଆଇ ୨୧ ଜଣଙ୍କୁ ଗିରଫ ସେମାନଙ୍କ ନାଁରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story