କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ହୋଇଛି ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ବିଜେପି କରିଛି ଷଡ଼ଯନ୍ତ୍ର। ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଅଭିଯୋଗ କରିଛନ୍ତି। ସେ ଗୁରୁବାର ଟ୍ୱିଟ୍ କରି କହିଛନ୍ତି, ଗୁଜରାଟ ବିଧାନସଭା ଓ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ହାରିଯିବା ଭୟରେ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ବିଜେପି ଷଡ଼ଯନ୍ତ୍ର କରିଛି। କେଜ୍ରିୱାଲଙ୍କୁ ଆକ୍ରମଣ କରିବାକୁ ବିଜେପି ସାଂସଦ ମନୋଜ ତିୱାରୀ ତାଙ୍କ ଗୁଣ୍ଡାମାନଙ୍କୁ ଖୋଲାଖୋଲି କହୁଛନ୍ତି। ସେ ପୂରା ଯୋଜନା କରି ରଖିଛନ୍ତି। କିନ୍ତୁ […]

kejriwal

kejriwal

Jitendra Garnayak
  • Published: Friday, 25 November 2022
  • Updated: 25 November 2022, 10:32 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ବିଜେପି କରିଛି ଷଡ଼ଯନ୍ତ୍ର। ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଅଭିଯୋଗ କରିଛନ୍ତି।

ସେ ଗୁରୁବାର ଟ୍ୱିଟ୍ କରି କହିଛନ୍ତି, ଗୁଜରାଟ ବିଧାନସଭା ଓ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ହାରିଯିବା ଭୟରେ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ବିଜେପି ଷଡ଼ଯନ୍ତ୍ର କରିଛି। କେଜ୍ରିୱାଲଙ୍କୁ ଆକ୍ରମଣ କରିବାକୁ ବିଜେପି ସାଂସଦ ମନୋଜ ତିୱାରୀ ତାଙ୍କ ଗୁଣ୍ଡାମାନଙ୍କୁ ଖୋଲାଖୋଲି କହୁଛନ୍ତି। ସେ ପୂରା ଯୋଜନା କରି ରଖିଛନ୍ତି। କିନ୍ତୁ ଆପ୍ ଏଭଳି ଘୃଣ୍ୟ ରାଜନୀତିରେ ଡରିଯାଇ ନାହିଁ। ଲୋକେ ଏଭଳି ଗୁଣ୍ଡାରାଜର ଜବାବ ଦେବେ।

ଗୁରୁବାର ମନୋଜ ତିୱାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ କରିଥିବା କିଛି ଟ୍ୱିଟ୍ ପରେ ମନୀଷ ସିସୋଦିଆ କରିଥିଲେ ଏମିତିକା ଟ୍ୱିଟ୍‌। ମନୋଜ ତିୱାରୀ ତାଙ୍କ ଟ୍ୱିଟ୍‌ରେ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହା ସହିତ ସେ ନିକଟରେ ଆପ୍‌ ନାଁରେ ଆସିଥିବା ଦୁର୍ନୀତି ଅଭିଯୋଗ କଥା ଉଠାଇବା ସହିତ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଆପ୍ ଟିକେଟ୍ ବିକ୍ରି କରୁଥିବା ଭଳି ଘଟଣା ଉଲ୍ଲେଖ କରିଥିଲେ।

ମନୋଜ ତିୱାରୀ ଟ୍ୱିଟ୍ କରି କହିଥିଲେ, ମୁଁ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଚିନ୍ତିତ। କାରଣ ଦୁର୍ନୀତି, ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଟିକେଟ୍ ବିକ୍ରି, ଦୁଷ୍କର୍ମକାରୀଙ୍କ ସହିତ ବନ୍ଧୁତା ଓ ଜେଲ୍‌ରେ ମସାଜ ଭଳି ଘଟଣାକୁ ନେଇ ଲୋକେ ଓ ଆପ୍‌ର ଭଲ୍ୟୁଣ୍ଟରମାନେ ରାଗି ଯାଇଛନ୍ତି। ସେମାନଙ୍କ (ଆପ୍‌ର) ବିଧାୟକମାନଙ୍କୁ ଧକ୍କା ମରାଯାଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସହ ଏଭଳି ହେବା ଉଚିତ୍ ନୁହେଁ...।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story