ମଞ୍ଚ ଉପରେ ବସିବାକୁ ମାରପିଟ୍‌ ହେଲେ ବିଜେପି ନେତା

ଲକ୍ଷ୍ନୌ: ପାଖେଇ ଆସୁଛି ବିଧାନସଭା ନିର୍ବାଚନ। ଉତ୍ତରପ୍ରଦେଶରେ ଏହାକୁ ନେଇ ଜୋର ଧରିଛି ରାଜନୀତି। ରାଜ୍ୟରେ ରାଲି, ପ୍ରଚାର ଓ ଜନସଭା ଫୁଲ୍‌ ଦମ୍‌ରେ ଚାଲିଛି। ଏଭଳି ସ୍ଥିତିରେ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ବୁଧବାର ବିଜେପି କର୍ମୀମାନେ ପରସ୍ପର ଭିତରେ ହିଁ ମାରପିଟ୍‌ ହୋଇପଡିଛନ୍ତି। ଏପରିକି ମଞ୍ଚ ଉପରେ ବସିବାକୁ ନେଇ ସୃଷ୍ଟି ହୋଇଛି ହଙ୍ଗାମା। ଉତ୍ତରପ୍ରଦେଶ କନୌଜରେ ବିଜେପିର ଜନବିଶ୍ୱାସ ଯାତ୍ରା ବେଳେ ଏଭଳି ଘଟଣା ଘଟିଛି। ଛିବରାମଉ ବିଧାନସଭା ଅଞ୍ଚଳର ନେହରୁ କଲେଜରେ […]

bjp leaders clash

bjp leaders clash

Madhupriya Mistry
  • Published: Thursday, 30 December 2021
  • Updated: 30 December 2021, 03:27 PM IST

Sports

Latest News

ଲକ୍ଷ୍ନୌ: ପାଖେଇ ଆସୁଛି ବିଧାନସଭା ନିର୍ବାଚନ। ଉତ୍ତରପ୍ରଦେଶରେ ଏହାକୁ ନେଇ ଜୋର ଧରିଛି ରାଜନୀତି। ରାଜ୍ୟରେ ରାଲି, ପ୍ରଚାର ଓ ଜନସଭା ଫୁଲ୍‌ ଦମ୍‌ରେ ଚାଲିଛି। ଏଭଳି ସ୍ଥିତିରେ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ବୁଧବାର ବିଜେପି କର୍ମୀମାନେ ପରସ୍ପର ଭିତରେ ହିଁ ମାରପିଟ୍‌ ହୋଇପଡିଛନ୍ତି। ଏପରିକି ମଞ୍ଚ ଉପରେ ବସିବାକୁ ନେଇ ସୃଷ୍ଟି ହୋଇଛି ହଙ୍ଗାମା।

ଉତ୍ତରପ୍ରଦେଶ କନୌଜରେ ବିଜେପିର ଜନବିଶ୍ୱାସ ଯାତ୍ରା ବେଳେ ଏଭଳି ଘଟଣା ଘଟିଛି। ଛିବରାମଉ ବିଧାନସଭା ଅଞ୍ଚଳର ନେହରୁ କଲେଜରେ ବିଜେପି ତା'ର ଜନବିଶ୍ୱାସ ଯାତ୍ରା ଆୟୋଜନ କରିଥିଲା। ଏଠାରେ ଜନସଭା ପାଇଁ ମଞ୍ଚ ତିଆରି ହୋଇଥିଲା। ତେବେ ଏହି ମଞ୍ଚ ଉପରେ ବସିବା ପାଇଁ ବର୍ତ୍ତମାନର ବିଧାୟକ ଓ ବିଜେପି ଜିଲ୍ଲା ଉପାଧ୍ୟକ୍ଷଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲ। ଏହି ବିବାଦ ଏତେ ବଢ଼ିଗଲା ଯେ, ମାରପିଟ ସହ ପରସ୍ପରକୁ ଗାଳିଗୁଲଜ ମଧ୍ୟ କରିବାକୁ ପଛାଇ ନଥିଲେ ବିଜେପି ନେତା।

ବର୍ତ୍ତମାନର ବିଧାୟକ ଅର୍ଚ୍ଚନା ପାଣ୍ଡେଙ୍କ ସମର୍ଥକଙ୍କ ଉପରେ ବିଜେପି ଜିଲ୍ଲା ଉପାଧ୍ୟକ୍ଷ ବିପିନ ଦ୍ୱିବେଦୀ ଏବଂ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେପଟେ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଅରବିନ୍ଦ ଯାଦବ ଏହି ମାମଲାକୁ ବିଜେପି ନେତାଙ୍କ ମଧ୍ୟରେ ଚାଲିଥିବା ଏହା ସବୁଠାରୁ ବଡ ସଂଗ୍ରାମ ବୋଲି କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ଶାସକ ଦଳ ବିଜେପି ଜନ ବିଶ୍ୱାସ ଯାତ୍ରା ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ୫ ବର୍ଷ ମଧ୍ୟରେ ଜନସାଧାରଣଙ୍କ ମଧ୍ୟରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟର ହିସାବ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story