ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ମାମଲା, ଗିରଫ କରିବାକୁ ବିଜେପିର ଦାବି

କୋଲକାତା: ବଢ଼ିଲା ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ। ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ଆଧାର କରି ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ହିନ୍ଦୁ ଦେବୀ ମା’ କାଳୀଙ୍କୁ ଅପମାନ କରିଥିବା ନେଇ ପଶ୍ଚିମବଙ୍ଗର ଶାସକ ଦଳ ଟିଏମ୍‌ସି ବିରୋଧରେ ଅଭିଯୋଗ ଆଣିଛି ବିଜେପି। ଏଥିସହ ସାଂସଦ ମହୁଆ ମୋଇତ୍ରାଙ୍କୁ ଗିରଫ କରିବାକୁ ବିଜେପି ଦାବି କରିଛି। ମଙ୍ଗଳବାର ଦିନ ଏକ କନ୍‌କ୍ଲେଭରେ ମହୁଆ ମୋଇତ୍ରା ସାମିଲ ହୋଇଥିଲେ। […]

mahua-moitra

mahua-moitra

Madhupriya Mistry
  • Published: Wednesday, 06 July 2022
  • Updated: 06 July 2022, 01:56 PM IST

Sports

Latest News

କୋଲକାତା: ବଢ଼ିଲା ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ। ଡକ୍ୟୁମେଣ୍ଟାରୀ ଫିଲ୍ମ 'କାଳୀ'ର ପୋଷ୍ଟରକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ଆଧାର କରି ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ହିନ୍ଦୁ ଦେବୀ ମା' କାଳୀଙ୍କୁ ଅପମାନ କରିଥିବା ନେଇ ପଶ୍ଚିମବଙ୍ଗର ଶାସକ ଦଳ ଟିଏମ୍‌ସି ବିରୋଧରେ ଅଭିଯୋଗ ଆଣିଛି ବିଜେପି। ଏଥିସହ ସାଂସଦ ମହୁଆ ମୋଇତ୍ରାଙ୍କୁ ଗିରଫ କରିବାକୁ ବିଜେପି ଦାବି କରିଛି।

ମଙ୍ଗଳବାର ଦିନ ଏକ କନ୍‌କ୍ଲେଭରେ ମହୁଆ ମୋଇତ୍ରା ସାମିଲ ହୋଇଥିଲେ। ଏହି ସମୟରେ ସେ 'କାଳୀ' ପୋଷ୍ଟରକୁ ନେଇ ଜାରି ବିବାଦ ଉପରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, 'କାଳୀଙ୍କ ଅନେକ ରୂପ ଅଛି। ମୋ ପାଇଁ କାଳୀ ଅର୍ଥ, ମାଂସ ଏବଂ ମଦ ଗ୍ରହଣ କରୁଥିବା ଦେବୀ ଅଟନ୍ତି।' ମହୁଆଙ୍କ ଏଭଳି ବିବାଦୀୟ ବୟାନରୁ ଟିଏମସି ନିଜକୁ ଦୂରେଇ ରଖିବା ସହ ଏହାକୁ ନିନ୍ଦା ମଧ୍ୟ କରିଥିଲା।

ଏବେ ପଶ୍ଚିମବଙ୍ଗ ବିଜେପି ମହୁଆଙ୍କ ଏହି ବୟାନକୁ ଜୋରଦାର ବିରୋଧ କରିଛି। ବିଜେପି ନେତ୍ରୀ ରାଜଶ୍ରୀ ଲାହିରି କୋଲକାତାର ରବୀନ୍ଦ୍ର ସରୋବର ପୁଲିସ ଷ୍ଟେସନରେ ଟିଏମ୍‌ସି ସାଂସଦ ମହୁଆଙ୍କ ବିରୋଧରେ  ଅଭିଯୋଗ କରିଛନ୍ତି। ମୋଇତ୍ରା ଜାଣିଶୁଣି ଆମ ଧର୍ମ ଓ ଧାର୍ମିକ ବିଶ୍ୱାସକୁ ଆଘାତ ପହଞ୍ଚାଇଥିବା ସେ ନିଜ ଅଭିଯୋଗରେ କହିଛନ୍ତି।

ଦେବୀ କାଳୀଙ୍କୁ ଜାଣିଶୁଣି ଅପମାନିତ କରାଯାଇଛି। ବର୍ତ୍ତମାନ ପୂରା ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ହିଂସା ଲାଗି ରହିଛି। ପୁଲିସ ମଧ୍ୟ ଠିକ୍‌ ଭାବେ କାମ କରୁନାହିଁ। ଏଭଳି ସ୍ଥିତିରେ ଟିଏମ୍‌ସି ସାଂସଦଙ୍କ ଏହି ବୟାନ ପରିସ୍ଥିତିକୁ ଆହୁରି ବିଗାଡି ପାରେ। ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବା କାହାର ଅଧିକାର ନାହିଁ।  ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିପାରେ ଏହି ବୟାନ। ଏପରି ପରିସ୍ଥିତିରେ ଟିଏମ୍‌ସି ସାଂସଦଙ୍କ ବିରୋଧରେ 153A ଏବଂ 295A ଅଧୀନରେ ମାମଲା ରୁଜୁ ହେବା ଉଚିତ୍ ଓ ତାଙ୍କୁ ଗିରଫ କରାଯିବା ଉଚିତ ବୋଲି ବିଜେପି ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story